Movie prime

୪ ବର୍ଷୀୟ କୁନି ଝିଅ ସହ ଖରାପ କାମ କରି ନିର୍ଦ୍ଦୟ ରେ ମାରିଥିବା ଦୋଷୀ କରିଥିଲା ରାଜକ୍ଷମା ଆବେଦନ , ଖାରଜ କଲେ ରାଷ୍ଟ୍ରପତି ମୁର୍ମୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ରାଷ୍ଟ୍ରପତି ଙ୍କ ସମ୍ପର୍କରେ ଅନେକ ଖବର ପ୍ରସାରିତ ହେବାରେ ଲାଗିଛି।
ସେ ଓଡ଼ିଶା ପାଇଁ ଯେଉଁ ଗର୍ବ ଓ ଗୌରବଯେଉଁ ଗର୍ବ ଓ ଗୌରବ ସାଜିଛନ୍ତି ସେଥିପାଇଁ ଓଡ଼ିଶା ବାସୀ ମାନେ ମଧ୍ଯ ବେଶା ଗର୍ବିତ ଅଟନ୍ତି। ଏବେ ରାଷ୍ଟ୍ରପତି ଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଦିନକୁ ଦିନ ଅନେକ କଥା ମଧ୍ଯ ଭାଇରାଲ ହେବାରେ ଲାଗିଛି
Special report
ମହାରାଷ୍ଟ୍ର ରେ ଜଣେ ବ୍ୟକ୍ତି ଜଣେ ଚାରି ବର୍ଷର ଶିଶୁ କନ୍ୟା କୁ ବ-ଳା-ତ୍କା-ର କରିବା ପରେ ପଥରରେ ତାର ମୁଣ୍ଡକୁ ଛେଚି ବର୍ବର ଭାବରେ ହ-ତ୍ୟା କରିଥିଲା। ଆଉ ଏହି ହ-ତ୍ୟା ଘଟଣା ମଧ୍ୟ ସେ ସମୟରେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା।
ମଇ ମାସ ୩୨୦୧୭ ରେ ତାରିଖ ସୁପ୍ରିମକୋର୍ଟ ବସନ୍ତ ସାମପତ ଦୁପେର ଯାହାଙ୍କ ବୟସ ସେହି ସମୟରେ ୫୫ ବର୍ଷ ଥିଲା ତାଙ୍କର ଜାମିନ ଆବେଦନ କୁ ଖାରଜ କରିଥିଲେ।
Special Report
ଏବଂ ତାଙ୍କୁ ମଧ୍ୟ ମୃ-ତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।ରାଷ୍ଟ୍ରପତିଙ୍କ ସଚିବାଳୟ ଦୁପେର ଙ୍କ ମାମଲା ସମ୍ପର୍କରେ ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଏକ ସୁପାରିଶ ଗ୍ରହଣ କରିଥିଲେ।
ଆଉ ଏବେ ଏହା ଉପରେ ରାଷ୍ଟ୍ରପତି ତାଙ୍କର ଶୁଣାଣି ମଧ୍ୟ କରି ସାରିଛନ୍ତି।୨୮ ଏପିଲ ୨୦୨୩ ରେ ତାଙ୍କର କ୍ଷମା ଆବେଦନ କୁ ରାଷ୍ଟ୍ରପତି ଏହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି। ଏହି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସେ ଏହା ନିଷ୍ପତ୍ତି ଶୁଣାଇ ଛନ୍ତି।
Special report
ଏହାପରେ ସୁପ୍ରିମ କୋର୍ଟ ମଧ୍ଯ ଉକ୍ତ ବ୍ୟକ୍ତି ଜଣକ ପ୍ରତି ହୋଇଥିବା ମୃ-ତ୍ୟୁ ଦଣ୍ଡା ଦେଶ କୁ ବଜାୟ ରଖିଛନ୍ତି। ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ କି ସେହି ସମୟରେ ପରିସ୍ଥିତି କିଭଳି ହୋଇଥିବ।
ନିଶ୍ଚିତ ଭାବରେ ଉକ୍ତ ବ୍ୟକ୍ତି ଙ୍କୁ ଏଭଳି ଭାବରେ କଠୋର ଶାସ୍ତି ମିଳିବା ଦରକାର କାରଣ ଏଭଳି କଲେ ହିଁ ଆଉ କେହି ଏଭଳି ଘୃଣ୍ୟ କାର୍ଯ୍ୟ କରିବା ପୁର୍ବରୁ ଏହି ସମ୍ପର୍କରେ ସେମାନେ ୧୦୦ ଥର ଚିନ୍ତା କରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.