Movie prime

ରାତି ଅଧ ରେ ଚିଲ୍ଲେଇ ଚିଲ୍ଲେଇ ଘରୁ ବାହାରିଲେ କାଜୋଲ, ମୁଁ ଏଇ ଗୁଟଖା ଝିଅ ଲୋକ ପାଖରେ ଆଉ ରହିବିନି..

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଅଜୟ ଦେବଗନ ଓ ତାଙ୍କ ପତ୍ନୀ କାଜୋଲ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ର ଜଣେ ଜଣେ ଭଲ କଳାକାର।ତାଙ୍କୁ ବର୍ତ୍ତମାନ ସମୟ ରେ କିଏ ବା ନ ଜାଣେ।ଆଜି ସେ ନିଜ ଚମତ୍କାର ଅଭିନୟ ବଳ ରେ ଲୋକ ଙ୍କ ନିକଟରେ ପରିଚିତ ହୋଇ ଛନ୍ତି।
Special Report
ତାଙ୍କ ଫିଲ୍ମ କୁ ଲୋକ ମାନେ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି।ଆଜି ଆମେ ଅଜୟ ଦେବଗନ ଙ୍କ ବିଷୟ ରେ କହିବୁ ନାହିଁ।କିନ୍ତୁ ତାଙ୍କ ଝିଅ ନ୍ୟାଶା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ଅଜୟ ଦେବଗନ ତାଙ୍କ ଝିଅ ନ୍ୟାଶା ଦେବଗନ ଙ୍କୁ ଖୁବ୍ ଭଲ ପାଆନ୍ତି।ଏବେ ନ୍ୟାଶା ବହୁତ ବଡ ହୋଇ ସାରିଛନ୍ତି।ଆଗରୁ ସେ ପିତା ଙ୍କ ସହିତ ବାହାରକୁ ଯିବା ପାଇଁ ପସନ୍ଦ କରୁଥିଲେ।ହେଲେ ଏବେ ସେ ସବୁଆଡେ ଏକୁଟିଆ ଯାଉ ଛନ୍ତି।
ଝିଅ ର ପସନ୍ଦ ନା ପସନ୍ଦ ସବୁ କିଛି ପରିବର୍ତ୍ତନ ହୋଇ ସାରିଛି।ଆଗରୁ ନ୍ୟାଶା ଙ୍କ ବିଷୟ ରେ ସୋସିଆଲ ମିଡ଼ିଆ ରୁ ଅନେକ କଥା ଶୁଣିବାକୁ ମିଳିଛି।କୁହା ଯାଉ ଥିଲା ଯେ ସେ ଖୁବ୍ ଶୀଘ୍ର ବଲିଉଡ ରେ ଅଭିନୟ କରିବା ପାଇଁ ଯାଉଛନ୍ତି।
Special Report
ହେଲେ ତାହା ଏ ଯାଏଁ ସମ୍ଭବ ହୋଇ ନାହିଁ।ଅଜୟ ଦେବଗନ ନିଜ ଝିଅ କୁ ନେଇ ଏବେ ଏଭଳି କିଛି କଥା କହି ଦେଇଛନ୍ତି କି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ତାଙ୍କୁ ଜଣେ ବ୍ୟକ୍ତି ପଚାରି ଥିଲେ କି ଯଦି ନ୍ୟାଶା ବହୁତ ସମୟ ଧରି ରାତି ରେ ଏକୁଟିଆ ବାହାରେ ରହି ଥାଆନ୍ତି ତେବେ ଆପଣଙ୍କୁ କିଭଳି ଲାଗି ଥାଏ।
ଏହାର ଉତ୍ତର ଦେବାକୁ ଯାଇ ଅଜୟ କହିଥିଲେ କି ଆଗରୁ ମୋ ପିତା ମାତା ମାନେ ମୋ ପାଇଁ ଅପେକ୍ଷା କରି ରହୁଥିଲେ।ମୁଁ ଘର କୁ ନ ଆସିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରୁଥିଲେ।
ଏବେ ମୋତେ ମଧ୍ୟ ସେଭଳି ଲାଗୁଛି।ହେଲେ ମୋ ଝିଅ ଉପରେ ମୋର ବିଶ୍ବାସ ରହିଛି।ସେ ଏବେ ନିଜେ ଏତେ ବଡ ହୋଇ ଯାଇଚି ଯେ ମୁଁ ତାକୁ ଜଗିବାର ଆବଶ୍ୟକତା ନାହିଁ।ସେ ନିଜ କୁ ନିଜେ ଜଗି ପାରିବ।
ହଁ ବେଳେବେଳେ ଟିକେ ଭୟ ଲାଗି ଥାଏ।ହେଲେ ମୁଁ ପରେ ମୋ ମନ କୁ ବୁଝାଇ ଦିଏ।ଏଭଳି କିଛି କହି ଏବେ ଚର୍ଚ୍ଚା କୁ ଆସିଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ।ଯାହାକି ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।