Movie prime

ରାତି ଅଧରେ ଯୁବତୀ ଙ୍କୁ ନେଇ ଫେରାର ହେଲେ ଯୁବକ ଦେଖନ୍ତୁ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ।
Special report
ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆମ ସମାଜରେ ଆଜିକାଲି ପ୍ରେ-ମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। 
ରାତି ଅଧରେ ଘରେ ପଶି ଅପହରଣ କରିନେଲା ଯୁବକ। ଗତ ୩୧ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରେଶ୍ୱର୍ ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଛି।
ଝଡେଶ୍ୱର୍ ଅଞ୍ଚଳର ସିରଜ୍ ନାମକ ଜଣେ ଯୁବକ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ପରିବାର ଲୋକେ ଭଦ୍ରେଶ୍ୱର୍ ଥାନାରେ ଅଭିଯୋଗ କରିଛନ୍ତି। ତିନିଦିନ ହେବ ଯୁବକ ଜଣଙ୍କ ଯୁବତୀଙ୍କୁ ଅପହରଣ କରିନେଇଥିଲେ। ହେଲେ ପୋଲିସ ଏହାର ଖବର ପାଉନି। 
Special report
ଏପରି ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଦିନ ପରେ ଦିନ ଗଡୁଛି ହେଲେ ଯୁବତୀ ଜଣଙ୍କ କେଉଁଠୀ ଅଛନ୍ତି ତାର ପତା ପାଉନି ଭଦ୍ରେଶ୍ୱର ପୋଲିସ। ଅ-ପ-ହ-ର-ଣ-କା-ରୀ ଯୁବକ ଜଣକ ଅଧରାତିରେ ଘରେ ପଶିଲେ ଆଉ ଯୁବତୀଙ୍କୁ ଅ-ପ-ହ-ର-ଣ କରିଥିଲେ।
ଏପରି ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ସୂଚନା ମୁତାବକ କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଘଟିଛି କିଛି ଅଭାବନୀୟ ଘଟଣା। 
ଗୋବିନ୍ଦପୁର ଗ୍ରାମର କାହ୍ନୁ ରାଉଳଙ୍କ ଝିଅ ସଂଯୁକ୍ତା ରାଉଳ ଗୌରବ ବିକିକୁ ଝଡେଶ୍ୱର୍ ଗ୍ରାମର ଶ୍ରୀରାଜ ଉଧିନ ଖାନ ଅ-ପ-ହ-ର-ଣ କରିନେଇଥିବା କଥା ଭଦ୍ରେଶ୍ୱର ଥାନାରେ ଯୁବତୀଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି।
ଏହି ଘଟଣା ଘଟିବାର ଆଜିକୁ ତିନିଦିନ ବିତିଯାଇଛି ହେଲେ ଭଦ୍ରେଶ୍ୱର୍ ଥାନା ପୋଲିସ ଯୁବତୀଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି। ଏଭଳି କିଛି କହିଛନ୍ତି ଅ-ପ-ହ-ର-ଣ ହେଇଥିବା ଯୁବତୀଙ୍କ ପରିବାର ଲୋକେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.