Movie prime

ହେ ଭଗବାନ୍ ! ରାତି ପାହି ସକାଳ ହେଉ ହେଉ ମିଳିଗଲା ଏହି ନାମୀ ଦାମୀ ହିରୋଇନ୍ ଙ୍କ ମୃତ ଦେହ, ବହୁତ୍ କଷ୍ଟ ରେ ଯାଇଛି ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ବଲିଉଡ ପାଇଁ ଖରାପ ସମୟ ଚାଲି ଅଛି।୨୦୨୩ ମସିହା ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମୃ-ତ୍ୟୁ ବରଣ କଲେଣି।ଏହି କିଛି ଦିନ ତଳେ ସତିଶ କୌଶିକ ଙ୍କ ମୃ-ତ୍ୟୁ ହୋଇ ଥିଲା।
Special report
ଯାହାକୁ ନେଇ ବଲିଉଡ ରେ ଶୋକ ର ଛାୟା ଖେଳି ଯାଇଥିଲା।ଏବେ ଆଉ ଏକ ସେଭଳି ଦୁଃଖଦ ଖବର ସାମ୍ନା କୁ ଆସିଚି।ଆଉ ଜଣେ ଅଭିନେତ୍ରୀ ଙ୍କ ର ମୃ-ତ୍ୟୁ ଘଟିଛି। ସେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ।ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।
Special report
କିଛି ଦିନ ତଳେ ତାଙ୍କର ମୃ-ତ ଦେହ କୁ ତାଙ୍କ ବାସ ଭବନ ରୁ ଉଦ୍ଧାର କରିଛି।ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି।ସେ ହେଉଛନ୍ତି ଟେଲି ଅଭିନେତ୍ରୀ ଚାଞ୍ଚଲ୍ୟା।ସେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି।
ସେ ଏପରି କାହିଁକି କଲେ ତାହା ଏ ଯାଏଁ ଜଣା ପଡି ନାହିଁ ।ଲୋକ ମାନେ କହୁଛନ୍ତି କି ତାଙ୍କର ଜଣେ ପୁରୁଷ ବନ୍ଧୁ ଙ୍କ ପାଇଁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।ହେଲେ ପ୍ରକୃତ କାରଣ କଣ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।ଏହି ଅଭିନେତ୍ରୀ ଙ୍କ ମୃତ୍ୟୁ ପରେ ସମସ୍ତ ଙ୍କ ଆଖିରେ କୁହା ଆସି ଯାଇଚି।
Special report
ସୂଚନା ଅନୁସାରେ ଚାଞ୍ଚଲ୍ୟା ସବୁବେଳେ ଦୁଃଖ ରେ ରହୁଥିଲେ। ଯାହାକି ତାଙ୍କୁ ଭିତରୁ ଅନେକ କଷ୍ଟ ଦେଉଥିଲା।ସେହି କଷ୍ଟ କୁ ଯେତେବେଳେ ସେ ଆଉ ସେହି ପାରିଲେ ନାହିଁ।ସେତେବେଳେ ସେ ଏଭଳି ପଦକ୍ଷେପ ନେଲେ।
Special report
ଏବେ ତାଙ୍କ ପରିବାର ଲୋକେ ବହୁତ କଷ୍ଟ ରେ ଅଛନ୍ତି।ଭଗବାନ ତାଙ୍କ ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ।ଲୋକ ମାନେ ଏବେ ତାଙ୍କ ବିଷୟ ରେ ଅନେକ କଥା କହୁଛନ୍ତି।ତାଙ୍କ ଭଳି ଅଭିନେତ୍ରୀ ପାଇବା ବର୍ତ୍ତମାନ ସମୟ ରେ ବହୁତ କଷ୍ଟ ବୋଲି ସମସ୍ତେ କହୁଛନ୍ତି।
ଆପଣ ମାନେ ସମସ୍ତେ ଜାଣି ଥିବେ ଆ-ତ୍ମ-ହ-ତ୍ୟା ହେଉଚି ସବୁଠୁ ବଡ ଅପରାଧ।ଚାଞ୍ଚ୍ଚଲ୍ୟା ଏଭଳି କରିବେ ତାହାକୁ କେହି ବିଶ୍ଵାସ କରି ପାରି ନାହାଁନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଏବଂ ଏହାର କାରଣ ଖୁବ୍ ଶୀଘ୍ର ସେ ବାହାର କରିବେ ବୋଲି କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.