Movie prime

ରାସନ୍ କାର୍ଡ ଥିଲେ ଖୁସି ଖବର ଏଥର ମୋବାଇଲ ରିଚାର୍ଜ ହେବ ମାଗଣା ଜାଣନ୍ତୁ ସମ୍ପୂର୍ଣ ସତ !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର, ଦେଶ, ରାଜ୍ୟ ଏବଂ କେନ୍ଦ୍ର ବିଷୟରେ ସବୁ ଖବର ପାଇ ପାରୁଛନ୍ତି ।
Special report
ଏବେ ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଛି କିଛି ଖବର । ଏହି ଖବର ଏବେ ସମସ୍ତଙ୍କୁ ଖୁସି କରିଦେଇଛି । ରାସନ୍ କାର୍ଡ ଥିଲେ ମାଗଣାରେ ମିଳିବ ମୋବାଇଲ୍ ଡାଟା । ମୋବାଇଲରେ ଆଉ ରିଚାର୍ଜ କରିବାକୁ ପଡ଼ିବ ନାହିଁ ।
ଏଭଳି ବ୍ୟବସ୍ଥା ଏବେ ସରକାର ଆଣି ଦେଇଛନ୍ତି ବୋଲି ଖବର ଆସିଛି । ସବୁକିଛି କରିବେ ସରକାର । ଏବେ କେବଳ ମୋବାଇଲ୍ କିଣି ଦେଲେ କାମ ଖତମ୍ ଆଉ ସରକାର ଦେବେ ଟଙ୍କା ।
Special report
ଏବେ ଏହି ଯୋଜନା ଆସିଛି ଏହା କେବେ ଠାରୁ ଲାଗୁ ହେବ ସେହି ବିଷୟରେ ଜାଣନ୍ତୁ । ରାସନ୍ କାର୍ଡ ଥିଲେ ମାଗଣାରେ ମିଳିବ ଇଣ୍ଟରନେଟ ସେବା । ଗାଁ ମାନଙ୍କରେ ଘରେ ଘରେ ଏବେ ବ୍ରଡ ବ୍ରାଣ୍ଡ କନେକ୍ସନ୍ କରିବେ ସରକାର । ସରକାର ଏବେ ଏହି ଯୋଜନା କରିଛନ୍ତି ।
ଲୋକମାନେ ରାସନ କାର୍ଡ ଦ୍ଵାରା ମାଗଣାରେ ଗହମ ଆଉ ଚାଉଳ ପାଉଥିଲେ । ଆଉ ଏବେ ଖବର ଆସିଛି କି ଆଗକୁ ଲୋକମାନେ ଏହି ରାସନ୍ କାର୍ଡ ଦ୍ଵାରା ମାଗଣାରେ ଇଣ୍ଟରନେଟ ସେବା ମଧ୍ୟ ପାଇବେ । ଆଗକୁ ଅନେକ ଦେଶରେ ନିର୍ବାଚନ ହେବାକୁ ଯାଉଛି ।
Special report
ଭାରତ ସମେତ ଅନେକ ଦେଶରେ ସରକାର ବଦଳିବକୁ ଯାଉଛନ୍ତି । ଏବେ ସରକାର ଲୋକମାନଙ୍କ ମନ କିଣିବା ପାଇଁ ଆଉ ଭୋଟ ହାତେଇବା ପାଇଁ ଅନେକ ଯୋଜନା କରୁଛନ୍ତି । ଅନେକ ଉନ୍ନତି କରୁଛନ୍ତି । 
ଆଜିକାଲି ଦୁନିଆରେ ଇଣ୍ଟରନେଟ ବ୍ୟବହାର ଏବଂ ଭଏସ କଲ୍ ଏକ ମୌଳିକ ଆବଶ୍ୟକତା ପାଲଟିଛି । ଆଜିକାଲି ଯୁଗରେ ସମସ୍ତେ ଏଥିପ୍ରତି ଆକୃଷ୍ଟ ଅଛନ୍ତି । ଆମେରିକାରେ ଏକ ଯୋଜନା ଚାଲିଛି ଯାହାଦ୍ଵାରା ଗରିବ ଲୋକମାନେ ଇଣ୍ଟରନେଟ ଆଉ ଭଏସ କଲ୍ ସେବା ପାଇ ପାରୁଛନ୍ତି ।
ଆଉ ଏବେ ଚର୍ଚ୍ଚା ହେଉଛି କି ଭାରତରେ ଏହି ଯୋଜନା କରାଯିବ । ଏହି ଯୋଜନା ଦ୍ୱାରା ଗରିବ ଲୋକମାନଙ୍କୁ ସାହାଯ୍ୟ କରିହେବ । ଏବେ ଦେଖିବାକୁ ବାକି ରହିଲା ଏହି ଯୋଜନା କେବେ ଲାଗୁ ହେବ ।