Movie prime

ରାତିରେ ସ୍ତ୍ରୀ ଙ୍କ ସହ ଭଲରେ ଫୋନ ରେ କଥା ହେଲେ ସକାଳୁ ସକାଳୁ ହୋଇଗଲେ ସହିଦ ଦେଖନ୍ତୁ ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦେଶ ମାତୃକାର ସେବା ପାଇଁ ସହିଦ ହୋଇଗଲେ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ଦୋରା। ଏପଟେ ବୀର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର। ଖବର ଶୁଣିବା ପରେଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମାଆ। ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ।
Special Report
୨୦୦୯ରେ ସୀମା ସୁରକ୍ଷା ବଳରେ ସାମିଲ ହୋଇଥିଲେ ଈଶ୍ୱର। ବିଏସଏଫ ୪୨ ବାଟାଲିୟନରେ କାମ କରୁଥିଲେ ଏହି ବୀର ଯବାନ। ତ୍ରିପୁରାର ଲଙ୍କାମୁରା ବର୍ଡର ଆଉଟପୋଷ୍ଟରେ ମୂତୟନ ହୋଇଥିଲେ। ଆଜି ସକାଳେ ନଫେରିବାରୁ ତାଙ୍କୁ ଖୋଜିଥିଲେ ସାଥୀ ଯବାନ। 
ଡ୍ୟୁଟି କରୁଥିବା ସ୍ଥାନର କିଛି ଦୂରରେ ଏକ ଖାଲରେ ତାଙ୍କ ମୃ-ତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୃ-ତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଛି ବିଏସଏଫ୍। ତେବେ କେଉର୍ ପରିସ୍ଥିତିରେ ତାଙ୍କର ମୃ-ତ୍ୟୁ ହେଲା,
Special Report
ଏ ନେଇ ସବିଶେଷ ସୂଚନା ମିଳିନାହିଁ। ଏହି ଦୁଃଖଦ ଖବର ପାଇବା ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାନ। କୋଳଶୂନ୍ୟ ହୋଇ ଯାଇଛନ୍ତି ମାଆ, ବାପା ଛେଉଣ୍ଡ ହୋଇଯାଇଛି ୫ ବର୍ଷର କୁନି ଝିଅ। 
କୁନି ଝିଅଟି ଆଉ କେବେ ବାପା ବୋଲି ଡାକି ପାରିବନାହିଁ। ଆଉ କୁନି ଝିଅଟିର ମଥାରୁ ବାପାର ହାତ ସବୁଦିନ ପାଇଁ ଉଠିଗଲା। ଆଉ ଆଜି ଗାଁକୁ ଫେରୁଛି ବିରଜବାନ୍ ସହିଦ୍ ସ୍ୱାମୀଙ୍କ ପାର୍ଥିବ ଶରୀର। ତାଙ୍କ ମାଆ ବାପା ନିଜକୁ ସମ୍ଭାଳି ପାରୁନାହାନ୍ତି।
Special Report
ସମସ୍ତ ଆଖିରେ ଲୁହା ଆଉ ସମସ୍ତେ ତାଙ୍କୁ ଝୁରୁଛନ୍ତି। ଗତ ରାତିରେ ତାଙ୍କର ପାର୍ଥିବ ଶରୀର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଜନ୍ମମାଟିରେ ଈଶ୍ୱରଙ୍କ ପାର୍ଥିବ ଶରୀରର ଅନ୍ତିମ ସତ୍କାର କରାଯିବ। 
Special Report
ସୂଚନା ଅନୁଯାୟୀ, ଗୁରୁବାର ରାତି ୮ ଟା ରେ ଈଶ୍ୱର ଫୋନ୍ ମାଧ୍ୟମରେ ଘର ଲୋକଙ୍କ ସହିତ କଥା ହୋଇଥିଲେ। ରାତି ୨ ରୁ ୩ଟା ମଧ୍ୟରେ ଘରକୁ ଏବଂ ନିଜ ଅଫିସକୁ ସୁରକ୍ଷିତ ଥିବା କଥା ମଧ୍ୟ ମେସେଜ କରିଥିଲେ। ହେଲେ ତାପରେ ଆଉ ତାଙ୍କ ଫୋନ୍ ଲାଗିନଥିଲା।
ସକାଳ ୮:୩୦ ରେ ତାଙ୍କ ଅଫିସରୁ ଈଶ୍ୱର ଆଉ ନାହାଁନ୍ତି ବୋଲି ଖବର ଆସିଥିଲା। ତେବେ ବନ୍ଧୁଗଣ ତ୍ରିପୁରାର କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହୀଦ ହେବା ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.