Movie prime

କିଟିକିଟି ଅନ୍ଧାର ରାତିରେ ଯୁବତୀଙ୍କ ସହ ଅଘଟଣ ଦେଖନ୍ତୁ ଲହୁ ଲୁହାଣ ଅବସ୍ଥାରେ ସାମ୍ନାକୁ ଆସିଲେ ଯୁବତୀ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
Special report
ଜଣେ ଯୁବତୀ ସନ୍ଧ୍ୟା ୬ଟା ସମୟରେ ମାର୍କେଟରୁ କାମ ସାରି ଏକାକୀ ଫେରିବା ସମୟରେ ତାଙ୍କୁ ଫଲ କରୁଥିଲେ ଚାରିଜଣ ଯୁବକ। ଆଉ ଯୁବତୀଙ୍କୁ ଏକା ଦେଖି ତାଙ୍କ ଉପରେ କରିଥିଲେ ଆକ୍ରମଣ। ଲୁହା ରଡ଼ରେ ତାଙ୍କୁ ଆ-କ୍ର-ମ-ଣ ଉପରେ ଆ-କ୍ର-ମ-ଣ କରି ରକ୍ତାକ୍ତ କରି ତଳେ ପକେଇ ଦେଇଥିଲେ। 
ଆଉ ଯୁବତୀ ଜଣକ ତଳେ ପଡି ଛଟପଟ ହେବା ସହିତ ବିକଳରେ ଚିତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ମାନେ ଦୌଡ଼ି ଆସିଲା ବେଳକୁ ଚାରିଜଣ ଆ-କ୍ର-ମ-ଣ-କା-ରୀ ଘଟଣାସ୍ଥଳରୁ ମଟରସାଇକେଲ ନେଇ ଖସି ପଳେଇଥିଲେ।
Special report
ଆଉ ଏହା ପରେ ସ୍ଥାନୀୟ ଲୋକ ମାନେ ପ୍ରଥମେ ଅଣ୍ଡରା ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଆ-ହ-ତ ଯୁବତୀଙ୍କୁ ନେଇ ଯାଇଥିଲେ। 
ଆଉ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଯୁବତୀ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଦାଣ୍ଡି ସାହି ଗାଁରେ ଦେଖିବାକୁ ମିଳିଛି।
Special report
ଦାଣ୍ଡି ସାହି ଗାଁ'ର ସୋନିଙ୍କ ରାଉତଙ୍କ ଉପରେ ହୋଇଛି ମରଣାତ୍ମକ ଆ-କ୍ର-ମ-ଣ। ୬ ମାସ ପୂର୍ବରୁ ସୋନିଙ୍କ ଭାଇଙ୍କୁ ମାରିଦେଇଥିବା ନେଇ ଥାନାରେ ହେଇଥିବା ଅଭିଯୋଗ ଯୋଗୁଁ ଗତକାଲି ପୋଲିସ ସୋନୀଙ୍କ ପାଖକୁ ଯାଇ ବୟାନ ଆଣିଥିଲେ। 
ସୋନି ସେହି ଗାଁର କିଛି ଯୁବକଙ୍କ ନାଁରେ ପୋଲିସକୁ କହିଥିଲେ। ପୋଲିସର ଅପସ୍ଥିତିରେ ସୋନୀଙ୍କୁ ସେହି ଯୁବକ ଓ ଯୁବକଙ୍କ ପରିବାର ଲୋକେ ଧମକ ମଧ୍ୟ ଦେଇଥିଲେ।
ଏହାପରେ ସୋନି ମାର୍କେଟକୁ ଯାଇଥିବାର ସୁଯୋଗ ଉଠାଇ ସନ୍ଧ୍ୟା ସମୟରେ ସୋନିଙ୍କ ଉପରେ ହୋଇଥିଲା ଆ-କ୍ର-ମ-ଣ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.