Movie prime

ରିଲ କରି ମଜା ନେଉଥିଲେ ଯବାନ ସାମ୍ନା ପଟୁ ପିଟିଦେଲା ବସ ଦେଖନ୍ତୁ ଗୋଟିଏ କ୍ଷଣରେ ଚାଲିଗଲା ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।
Special report
ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯାହା ଲୋକମାନଙ୍କୁ ସବୁ ଅଞ୍ଚଳର ଖବର ଜଣାଇଥାଏ । ଆଜିକାଲି ଦୁନିଆରେ ସୋସିଆଲ ମିଡ଼ିଆ ଅନେକ ଲୋକ ବ୍ୟବହାର କରୁଛନ୍ତି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଲୋକମାନଙ୍କୁ ସତେ ଯେପରି ପାଗଳ କରିଦେଇଛି । 
ଲୋକମାନେ ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ପାଖରେ ମୋବାଇଲ୍ ଥିଲେ ଇନଷ୍ଟାଗ୍ରାମରେ ରିଲସ ବନାଇଉନ୍ତି । ଆଉ ଏହା ଏକ ସାଧାରଣ କଥା ହୋଇଗଲାଣି । ଇନଷ୍ଟାଗ୍ରାମର ଅନେକ ୟୁଜର୍ସ ଏଭଳି ଅନେକ କାମ କରିଥାନ୍ତି
Special report
ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଏ । ରିଲ୍ସ କରିବା ପାଇଁ ଲୋକମାନେ ଅନେକ କିଛି କଥା ଭୁଲି ଯାଉଛନ୍ତି । ଏବଂ ଅନେକ ଲୋକ ରିଲ୍ସ କରି ନିଜ ଜୀବନକୁ ମୃତ୍ୟୁ ମୁଖକୁ ମଧ୍ୟ ଟାଣି ନେଉଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
ଏହି ଭିଡିଓ ମାଧ୍ୟମରେ ଏହି ଖବର ଆପଣମାନେ ଜାଣିପାରିବେ । ଜଣେ ବ୍ୟକ୍ତି ଗାଡ଼ି ଚଳାଉଥିବା ସମୟରେ ରିଲ୍ସ କରୁଥିଲେ । ଆଉ ତାଙ୍କ ସହ ଘଟିଲା ଏଭଳି କିଛି । ଗାଡ଼ି ଚଳାଇବା ସମୟରେ କିଛି ଅନ୍ୟ କାମ କରିବା ଉଚିତ୍ ନୁହେଁ ।
Special report
ଏହି ବ୍ୟକ୍ତି ଜଣଙ୍କୁ ରିଲ୍ସ କରିବାର ଏତେ ନିଶା ଯେ ସେ ଗାଡ଼ି ଚଳାଇବା ସମୟରେ ରିଲ୍ସ କରୁଥିଲେ । ଆଉ ତାଙ୍କ ସହ ଘଟିଗଲା ଏଭଳି କିଛି ଅଘଟଣ । ଏହି ଯୁବକ ଜଣକ ହେଉଛନ୍ତି ଜଣେ ବିଏସଏଫ ଯବାନ । ଏହି ଯବାନ ଜଣକ କୁଶଳବା ଗାଁର । 
ସେ ହେଉଛନ୍ତି ୨୫ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ପାଢ଼ୀ । ସେ ଦୁଇବର୍ଷ ହେବ ବିଏସଏଫରେ କାମ କରୁଥିଲେ । ସେ ପଞ୍ଜାବରେ ଡ୍ୟୁଟି କରୁଥିଲେ । ଆଉ ସେ ଛୁଟିରେ ଘରକୁ ଆସିଥିଲେ । ସେ ଆସିକା ରୁ ସୁରଟ ବାଇକରେ ଯାଉଥିବା ସମୟରେ ରିଲସ କରୁଥିଲେ ।
ଆଉ ତାଙ୍କ ପଛ ପଟୁ ଏକ ଘରୋଇ ବସ୍ 'ସାଇ କ୍ରୀଷ୍ଣା ' ବାଡେଇ ଦେଇଥିଲା । ଘଟଣା ସ୍ଥଳରେ ଯବାନ ଜଣଙ୍କ ମୃ-ତ୍ୟୁବରଣ କରିଥିଲେ । ଏହି ଘଟଣା ଘଟିବା ପୂର୍ବରୁ ଯବାନ ଜଣକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଯବାନଙ୍କ ଅସାବଧାନତା ହେତୁ ତାଙ୍କର ଜୀବନ ଚାଲିଗଲା ବୋଲି ଜଣାପଡିଛି ।