Movie prime

ହେ ଭଗବାନ ! ରେଳ ଧାରଣା ରେ ପଡ଼ି ରହିଥିବା କଟା ଗୋଡ଼ କାହାର?? କିଏ ଏହି ଯୁବକ ଯାହାର ଗୋଡ଼ କଟିଗଲା

 
Special report
ନମସ୍କାର ପାଠକ ବନ୍ଧୁ।ଭଗବାନ ଙ୍କ ସୃଷ୍ଟି ରେ କାହାର କେତେବେଳେ କଣ ହେବ ତାହା କେହି ବି ଜାଣି ନାହାନ୍ତି।ଆଜି ଏପରି କିଛି ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି କିଛି ଦିନ ତଳେ ଆପଣ ମାନେ ଟ୍ରେନ ଦୁ-ର୍ଘ-ଟ-ଣା ବିଷୟ ରେ ଶୁଣି ଥିବେ।
Special report
ହଜାର ହଜାର ସଂଖ୍ୟାରେ ଲୋକ ମାନେ ସେଠାରେ ମୃ-ତ୍ୟୁ ବରଣ କରିଥିଲେ।ସେହି ସମାନ ପ୍ରକାର ଘଟଣା ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।ଏଠାରେ ଜଣେ ବ୍ୟକ୍ତି ବିହାର ରୁ ଆସୁ ଥିବା ସମୟ ରେ ଟ୍ରେନ ରୁ ଖସି ପଡ଼ି ଥିଲେ।ତାଙ୍କର ଦୁଇ ଗୋଡ଼ କଟି ଯାଇଛି।
ସୂଚନା ଅନୁସାରେ ଆଜି ସକାଳେ ଯାଜପୁର ଜିଲ୍ଲା କେନ୍ଦୁ ଢିପ ରେଳ ଧାରଣା ନିକଟ ରେ ଜଣେ ବ୍ୟକ୍ତି ର ବଞ୍ଚାଅ ବଞ୍ଚାଅ ଡାକ ଶୁଣି ବାକୁ ମିଳି ଥିଲା।ସେଠାରେ ଥିବା ଲୋକ ମାନେ ଦୌଡ଼ି କି ଯାଇ ଦେଖିଲା ବେଳକୁ ଜଣେ ଲୋକ ତଳେ ପଡ଼ି ରହିଛି।ତାର ଗୋଡ ଦୁଇଟି ଟ୍ରେନ ରେ କଟି ଯାଇଛି।
Special report
ତାଙ୍କୁ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନ ରୁ ଉଦ୍ଧାର କରା ଯାଇ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।ଗ୍ରାମ ର ଲୋକ ମାନେ ସେହି ଯୁବକ ଙ୍କୁ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।
ସେମାନେ ଆସି ଯୁବକ ଙ୍କୁ ଉଦ୍ଧାର କରିଥିଲେ।ପରେ ଜଣା ପଡି ଥିଲା କି ଯୁବକ ଜଣକ ବିହାର ରୁ ଓଡ଼ିଶା ଆସୁ ଥିଲେ।ଆସିବା ସମୟ ରେ ସେ ଭାରସାମ୍ୟ ହରାଇ ଟ୍ରେନ ରୁ ଖସି ପଡ଼ି ଥିଲେ।ଯାହା ଫଳ ରେ ତାଙ୍କ ଦୁଇ ଗୋଡ଼ କଟି ଯାଇଥିଲା।
ସେ ସକାଳୁ ସକାଳୁ ଜୋରେ ଚିତ୍କାର କରି ଲୋକ ମାନଙ୍କୁ ଡାକ ଛାଡି ଥିଲେ।ଏହା ପରେ ସ୍ଥାନୀୟ ଲୋକ ମାନେ ସେଠାରେ ଆସି ପହଞ୍ଚି ତାଙ୍କୁ ଉଦ୍ଧାର କଲେ।ଯୁବକ ଜଣକ ନିଜ ବ୍ୟାଗ୍ କୁ ମୁଣ୍ଡ ରେ ଦେଇ ସେହି ସ୍ଥାନ ରେ ବହୁତ ସମୟ ପଡ଼ି ରହିଥିଲେ।
ସେ ଭଗବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ ଭଗବାନ ତାଙ୍କୁ ବଞ୍ଚାଇ ଦେଲେ।ନିଜ ର ସାମାନ୍ୟ ଭୁଲ୍ ପାଇଁ ଆଜି ତାଙ୍କ ଜୀବନ ଚାଲି ଯାଇ ଥାଆନ୍ତା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.