Movie prime

ରିକ୍ସାବାଲା ପୁଅ ବୋଲି ଦେଇଥିଲେ ଅପମାନ ଦେଖନ୍ତୁ ପୁଅ ଜିଦିରେ ହେଲେ ଆଇଏଏସ ଅଫିସର

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସେଦିନ ସାଙ୍ଗ ସହ ତାଙ୍କ ଘରକୁ ଯାଇଥିଲେ ଗୋବିନ୍ଦ। ଆଉ ସେତେବେଳେ ସାଙ୍ଗର ବାପା ପଚାରିଲେ ତୁମ ବାପା କଣ କରୁଛନ୍ତି ? ଆଉ ଯେତେବେଳେ ଗୋବିନ୍ଦ କହିଥିଲେ ମୋ ବାପା ରିକ୍ସା ଚଲାଉଛନ୍ତି।
ଆଉ ତା'ପରେ ବାପା ରିକ୍ସା ଟାଣନ୍ତି ବୋଲି ପୁଅକୁ ଅପମାନ ଦେଇଥିଲେ ସାଙ୍ଗର ବାପା। ହେଲେ ଏହି ଅପମାନକୁ ନ ଭୁଲି ପରିଶ୍ରମ କରି ପୁଅ ବନିଗଲା ଆଇଏଏସ ଅଫିସର। ଦେଖନ୍ତୁ ଆଇଏଏସ ଗୋବିନ୍ଦ ଜୟସ୍ବାଲଙ୍କ ଏହି ସଫଳତାର କାହାଣୀ। ତେବେ ବନ୍ଧୁଗଣ ଗୋବିନ୍ଦ ଜୟସ୍ବାଲ ଅଳ୍ପ ବୟସରେ ନିଜ ମା କୁ ହରାଇଥିଲେ। 
ତାଙ୍କ ପିତା ପରିବାର ଚଳାଇବା ପାଇଁ ଏକ ରିକ୍ସା ଚଳାଉଥିଲେ। ଟଙ୍କା ଅଭାବରୁ ଗୋବିନ୍ଦ ଟିଫିନ ଖାଇବା ବନ୍ଦ କରିଦେଇଥିଲେ। ଅନେକ କଷ୍ଟ ଭିତରେ ଯେତେବେଳେ ୟୁପିଏସସି ଫଳାଫଳ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
Yy
ଉତ୍ତରପ୍ରଦେଶ ର ବାରଣାସୀ ରେ ରହୁଥିବା ଗୋବିନ୍ଦଙ୍କ ମା ୧୯୯୫ ମସିହାରେ ଦେହାନ୍ତ ହୋଇଯାଇଛି। ସେହି ସମୟରେ ଗୋବିନ୍ଦ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଗୋବିନ୍ଦଙ୍କ ପିତା ଜଣେ ରିକ୍ସା ଚାଳକ ଥିଲେ। ପତ୍ନୀ ଙ୍କ ମୃତ୍ୟୁ ପରେ ମଧ୍ୟ ଗୋବିନ୍ଦ ତାଙ୍କ ପିଲା ମାନଙ୍କ ପାଠ ପଢା ବନ୍ଦ କରିନଥିଲେ। 
ତାଙ୍କର ଚାରି ଜଣ ପିଲା ସ୍ନାତକ ହାସଲ କରିଥିଲେ। ତେବେ ଗୋବିନ୍ଦ ବାରଣାସୀ ର ହରିଚନ୍ଦ୍ର ବିଶ୍ୱବିଦ୍ୟାଳୟ ରୁ ସ୍ନାତକ ହାସଲ କରିଥିଲେ। ଏଵଂ ତାଙ୍କ ପରିବାରର ଦରିଦ୍ରତା ଦୂର କରିବା ପାଇଁ ଦେଶର କଠିନ ପରୀକ୍ଷା ଦେବା ପାଇଁ ନିଷ୍ପତି ନେଇଥିଲେ।
ଗୋବିନ୍ଦ ୟୁପିଏସି ପାଇ ଅଧ୍ୟୟନ ପାଇଁ ଦିଲ୍ଲୀ ଯାଇଥିଲେ। ହେଲେ ତାଙ୍କ ପିତାଙ୍କ ପାଖରେ ଅଧିକ ଟଙ୍କା ନଥିଲା ତେଣୁ କୋଚିଂରେ ଆଡ଼ମିଶନ ନେବା ପରିବର୍ତ୍ତେ ସେ ନିଜକୁ ପ୍ରସ୍ତୁତ କରିବା ପାଇଁ ସ୍ଥିର କଲେ। 
Hh
ଯେତେବେଳେ ଗୋବିନ୍ଦ ଆଇଏସ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ତାଙ୍କୁ ପିତା ଟଙ୍କା ପଠେଇବା ପାଇଁ ରିକ୍ସା ଚଳାଉଥିଲେ। ଯାହାଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତଥାପି ବି ସେ ରିକ୍ସା ଚଳାଇବା ବନ୍ଦ କରିନଥିଲେ।
ପିତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଗୋବିନ୍ଦ ଥରେ ଟିଫିନ୍ ଏଵଂ ଚା ପିଇବା ବନ୍ଦ କରିଦେଇଥିଲେ। ୨୦୦୬ରେ ଗୋବିନ୍ଦ ପ୍ରଥମଥର ପାଇଁ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ଏବଂ ସେ ସଫଳତା ମଧ୍ୟ ହାସଲ କରିଥିଲେ। ୨୦୦୭ରେ ଗୋବିନ୍ଦ ୪୮ ନମ୍ୱର ରିଙ୍କାରେ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.