Movie prime

ରୋଡ ରୋମିଓଙ୍କୁ କଲେ ସାବାଡ ଦେଖନ୍ତୁ ଗୋଡେଇ ଗୋଡେଇ ରାସ୍ତାରେ ଛେଚିଲେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଲୋକମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଦୁନିଆରେ ଲୋକମାନେ ଏଭଳି କିଛି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇପାରିବେ । ଆଜିକାଲି ଦୁନିଆରେ କଲେଜ ଛାତ୍ରୀମାନଙ୍କୁ ଅନେକ ଲୋକ କମେଣ୍ଟ ମାରୁଛନ୍ତି । କଲେଜ୍ ଆଗରେ ବସି ଖଟି କରି ଛାତ୍ରୀମାନଙ୍କ ସହ ଏଭଳି କାମ କରୁଥିଲେ କିଛି ଯୁବକ ।
ଆଉ ଏହି ଯୁବକମାନଙ୍କୁ ପୋଲିସ ଗିରଫ କରିଛି । କଲେଜ ଆଗରେ ରାସ୍ତା କଡ଼ରେ ଏଭଳି ଅନେକ ରୋମିଓ ଦେଖିବାକୁ ମିଳୁଛି । ଏହି ରୋଡ ରୋମିଓମାନେ ରାସ୍ତା କଡ଼ରେ ରହି ଛାତ୍ରୀମାନଙ୍କୁ ହଇରାଣ କରିଥାନ୍ତି ।
Special report
ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଖବର ପାଇପାରିବେ । ଏହି ଘଟଣା ହେଉଛି ତିନିଜଣ ଯୁବକ ଜଣେ କଲେଜ ଯାଉଥିବା ଛାତ୍ରୀଙ୍କୁ ହଇରାଣ କରୁଥିଲେ ଆଉ ପୋଲିସ ଏବେ ତାଙ୍କୁ ବାନ୍ଧି ନେଇଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପରଜଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିଲେ । ଆଉ ଝିଅଟି ମନା କରିବାରୁ ଆଉ ଜଣେ ଯୁବକ ସେହି ଯୁବତୀଙ୍କୁ ମାଡ ମାରିଥିଲେ । 
ଆଉ ଏହାପରେ ସେଠାରୁ ସେମାନେ ପଳାଇ ଯାଉଥିବା ବେଳେ ତାଙ୍କୁ ଗ୍ରାମବାସୀ ଧରି ପକାଇଥିଲେ । ଆଉ ଏହାପରେ ଗ୍ରାମବାସୀଙ୍କ କବଳରୁ ଜଣେ ଖସି ପଳାଇ ଥିଲା । ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।
ଆଉ ଏହି ଖବର ମୁତାବକ ଦୁଇଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଯୁବକ ଫେରାର ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୋଲିସ ଏବେ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ଦେଖାଯାଉ ଏହି ଘଟଣା ଆଗକୁ କଣ ହେଉଛି ।