Movie prime

ରୋଗୀ ଦେଖୁ ଦେଖୁ ନିୟନ୍ତ୍ରଣ ହରାଇ ଏମିତି କଲେ ଡାକ୍ତର, ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ଲୋକମାନେ ଭାଇ ଭଉଣୀ ଦିଅର ଭାଉଜ ସମ୍ପର୍କ କୁ ମାନୁ ନାହାନ୍ତି।ଭାଉଜ ହେଉଛନ୍ତି ମା ସମାନ ହେଲେ ସେହି ଭାଉଜ ଙ୍କ ସହିତ ଖରାପ କାମ କରିବାକୁ ପଛାଉ ନାହାନ୍ତି।
Special report
ନିଜ ଇଚ୍ଛା କୁ ପୁରଣ କରିବାକୁ ସେମାନେ ଯେ କୌଣସି ସ୍ତର କୁ ଖସି ଯାଉଛନ୍ତି।ଶରୀର ର ଭୋକ ମେଣ୍ଟାଇବା ପାଇଁ ସେମାନେ ଭାଉଜଙ୍କ ସହିତ କରୁଛନ୍ତି ଖରାପ କାମ।ଏପରି ଏକ ଘଟଣା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯାହାକୁ ଶୁଣି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।ଏହି ଘଟଣା ଟି ଘଟିଛି ବିହାର ର ମାଲଖେଡ ଥାନା ଅଞ୍ଚଳ ରେ।ସେଠାରେ ଜଣେ ମହିଳାଙ୍କ ବିବାହ ୨୦୧୯ ମସିହା ରେ ହୋଇ ଥିଲା।ବିବାହ ପରେ ମହିଳା ତାଙ୍କ ସ୍ଵାମୀ ଙ୍କ ସହିତ ଭଲ ରେ ଘର ସଂସାର କରୁଥିଲେ।
Special report
ହେଲେ ଏହାର କିଛି ଦିନ ପରେ ମହିଳା ଙ୍କ ସହିତ ତାଙ୍କ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେବା ଆରମ୍ଭ କଲେ।ତାଙ୍କ ସହିତ ବହୁତ ଖରାପ କଲେ।ମାଡ ମରାମରି କଲେ।ଏହା ପରେ ମହିଳା ଙ୍କ ସାନ ଦିଅର ଭାଉଜ ଙ୍କୁ ବିଲ ଆଡ଼େ ନେଇ ଯାଇଥିଲେ।
ସେଠାରେ ମହିଳା ଙ୍କ ବିନା ଅନୁମତି ରେ ତାଙ୍କ ସହିତ ଦୁ-ଷ୍କ-ର୍ମ କଲେ।ଏହାକୁ ମହିଳା ଜଣକ ଅଟକାଇବାକୁ ବହୁତ ଚେଷ୍ଟା କଲେ।ହେଲେ ସଫଳ ହୋଇ ପାରିଲେ ନାହିଁ।ଏହା ପରେ ମହିଳା ଜଣକ ଘର କୁ ଆସି ତାଙ୍କ ସ୍ଵାମୀ ଙ୍କୁ ଏ ବିଷୟ ରେ ଜଣାଇ ଥିଲେ।
Special report
ତାଙ୍କ ସ୍ଵାମୀ ତାଙ୍କୁ ଥାନା କୁ ନେଇ ଏକ ଅଭିଯୋଗ ଆଣି ଥିଲେ ନିଜ ଭାଇ ବିରୋଧ ରେ।ଏହା ପରେ ଶାଶୁ ଘର ଲୋକ ତାଙ୍କୁ ବାଧ୍ୟ କରି ଥିଲେ କି ଏହି ଅଭିଯୋଗ କୁ ଫେରାଇ ଆଣିବା ପାଇଁ।ଏଥିପାଇଁ ମହିଳା ଜଣକ ରାଜି ହୋଇ ନ ଥିଲେ।
Special report
ସେମାନେ ଏପରି ଭାବେ ଅଭିଯୋଗ କଲେ କି ଶେଷ ରେ ମହିଳା ଜଣକ ବିଶ ପିଇ ଆ-ତ୍ମ-ହ-ତ୍ୟା କଲେ।ଏହି ଘଟଣା ର ଏବେ ପୋଲିସ ଯାଞ୍ଚ କରୁଚି।ମହିଳା ଙ୍କ ଭାଇ ତାଙ୍କ ଭଉଣୀ ର ମୃ-ତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକ ଙ୍କୁ ଦାୟୀ କରିଛନ୍ତି।