Movie prime

ରୋଷେଇ ଘରେ ମହିଳା ରୋଷେଇ କରୁଥିବା ବେଳେ ଅଚାନକ ଫାଟିଲା ପ୍ରେସର କୁକର, ଆଉ ତାପରେ ଯାହା ହେଲା ଆପଣ ବି ଚମକି ପଡ଼ିବେ, ଦେଖନ୍ତୁ CCTV video

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ରୋଷେଇ କରିବା ସମୟରେ ପ୍ରେସର୍ କୁକର ଫାଟିବା ଦ୍ବାରା ଦୁ-ର୍ଘ-ଟ-ଣା ହୋଇଥାଏ। ବନ୍ଧୁଗଣ ପ୍ରେସର୍ କୁକର ର ହୁଇସିଲ ଜାମ ହୋଇଯାଇଥିଲେ ପ୍ରେସର୍ କୁକର ଫାଟିବା ର ସମ୍ଭାବନା ଥାଏ।
ଏବଂ ରବର୍ ରିଙ୍ଗ ଦ୍ବାରା ମଧ୍ୟ ପ୍ରେସର୍ କୁକର ଫାଟିବା ର ସମ୍ଭାବନା ରହିଥାଏ। କାରଣ ପ୍ରେସର୍ କୁକର ଭିତରେ ବାଷ୍ପ ତିଆରି ହୋଇଯାଇଥାଏ, ଆଉ ବାଷ୍ପ ବାହାରୁ ବାହାରିବା ପାଇଁ ଚେଷ୍ଟା କରିଥାଏ। 
ଯାହାଫଳରେ ପ୍ରେସର୍ କୁକର ଫାଟିବାର ସମ୍ଭାବନା ଥାଏ। ତେଣୁ ପ୍ରେସର୍ କୁକରର ରବର୍ ରିଙ୍ଗ ପ୍ରାୟ ସମୟରେ ବଦଳାଇବା ଉଚିତ୍। ଏବଂ ପ୍ରେସର୍ କୁକରରେ ପାଣି କମ୍ ଦ୍ଵାରା ଭିତରେ ବାଷ୍ପ ବେଶୀ ହୋଇଥାଏ,
ଯାହାଦ୍ଵାରା ପ୍ରେସର୍ କୁକର ଫାଟିବାର ମଧ୍ୟ ସମ୍ଭାବନା ଥାଏ। ଯଦି ପାଣି କମ୍ ଦେଇଛନ୍ତି ତେବେ ପ୍ରେସର୍ କୁକର କୁ ହଠାତ୍ ଖୋଲି ଦିଅନ୍ତୁ ନାହିଁ। ଯାହାଦ୍ଵାରା କି ଯେଉଁ ବାଷ୍ପ ତିଆରି ହୋଇଥାଏ ତାହା ବାହାରକୁ ଆସିବା ପାଇଁ ଚେଷ୍ଟା କରିଥାଏ। 
Special Report
ଏହାପରେ ଯଦି ପ୍ରେସର୍ କୁକର ଖୋଲି ଦିଆଯାଏ ତାହାଲେ ମୁଁହ ଏବଂ ଦେହକୁ ଆଘାତ ଲାଗିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳୁଛି। ଯେଉଁଥିରେ ଜଣେ ମହିଳା ରୋଷେଇ ଘରେ କାମ କରୁଛନ୍ତି।
ଏବଂ ତାଙ୍କ ପାଖରେ ଗ୍ୟାସ୍ ରେ ପ୍ରେସର୍ କୁକର ବସିଛି। ଆଉ ଯାହା ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯୁବତୀ ଜଣକ ରୋଷେଇ ଘରେ ପରିବା କାଟୁଛନ୍ତି। କିନ୍ତୁ ଅନ୍ୟପଟେ ତାଙ୍କ ଗ୍ୟାସ୍ ରେ ପ୍ରେସର୍ କୁକର ବସିଛି। 
ଏମିତି କିଛି ସମୟ ଯିବା ପରେ ପ୍ରେସର୍ କୁକରର ହୁଇସିଲ ଆସିଥିଲା। ଆଉ ହଠାତ୍ ପ୍ରେସର୍ କୁକରଟି ହୁଇସିଲ ମାରି ଫାଟି ଯାଇଥିଲା। ଏହାପରେ ଯୁବତୀ ଜଣକ ସେଠାରୁ ଦୌଡ଼ି ପଳେଇ ଆସିଥିଲେ।
ଯାହାଫଳରେ ଏତେ ବଡ ଭୟଙ୍କର ଦୁ-ର୍ଘ-ଟ-ଣା-ରୁ ଯୁବତୀ ଜଣକ ବର୍ତ୍ତି ଯାଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.