Movie prime

ରୋଷେଇ ଘରେ କରନ୍ତୁ ନାହିଁ ଏହି ଭୁଲ ନହେଲେ ବହୁତ୍ ପସ୍ତେଇବେ ବେଳ ଥାଉ ଥାଉ କରନ୍ତୁ ଏହି ସମାଧାନ ନହେଲେ ବସ୍ତୁ ଦୋଷରୁ ....

 
Special Report
ଜ୍ୟୋତିର୍ବିଦ ପ୍ରମୋଦ ଶତପଥୀ କହିଛନ୍ତି ଯେ ରୋଷେଇ ଘରେ କଣ ରଖିବେ ଆଉ କଣ ରଖିବେ ନାହିଁ,ଏବଂ କେଉଁଠି କେଉଁ ଜିନିଷ ରଖିଲେ ବସ୍ତୁ ଦୋଷ ଦୂର ହେବ ସେହି ବିଷୟରେ ଆଲୋଚନା କରିଛନ୍ତି।
ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଖାଦ୍ୟ ନିହାତି ଆବଶ୍ୟକ।ସେଥିପାଇଁ ଖାଦ୍ୟ ପ୍ରସ୍ତୁତି ସ୍ଥାନ ଠିକ ରହିବା ଦରକାର।ଖାଦ୍ୟ ପ୍ରସ୍ତୁତି ହୋଇଥିବା ଗୃହରେ କେଉଁଠି କେଉଁ ଜିନିଷ ରହିଲେ ଆପଣମାନେ ଠିକ୍ ଭାବରେ ବ୍ୟବହାର କରିପାରିବେ ବା ବସ୍ତୁ ଦୋଷ ସୃଷ୍ଟି ହେବ ନାହିଁ।
ଅଜାଣତରେ ଅନେକ ପ୍ରକାରର ରୋଷେଇ ଘରେ ମଧ୍ୟ ବସ୍ତୁ ଦୋଷ ସୃଷ୍ଟି ହେଉଛି।ରୋଷେଇ ଘରେ ଠାକୁର ରହିବା ନିହାତି ଆବଶ୍ୟକ।ଯାହା ଆପଣ ରୋଷେଇ କରିବେ ସେ ପ୍ରସାଦ ହୋଇଯିବ ଦରକାର।
Special Report
ରୋଷେଇ ଘରେ ଠିକ୍ ହିସାବରେ ରୋଷେଇ କରି ପିତୃ ପୁରୁଷ ଙ୍କ ଉଦ୍ଦେଶ୍ୟରେ ଖାଦ୍ୟ କୁ ଅର୍ପଣ କରି ଖାଦ୍ୟ ଖାଇବେ।ବିଷ ହୋଇଥିଲେ ମଧ୍ୟ ଅମୃତ ହୋଇଯିବ।ରୋଷେଇ ଘର ପାଇଁ ଦକ୍ଷିଣ ପୂର୍ବ ଦିଗ ର କରିବା ଆବଶ୍ୟକ।
ମହିଳା ମାନେ ପ୍ରସନ୍ନ ରହିବା ସହିତ ସୁସ୍ଥ ରହିଥାନ୍ତି।ପରିବାରରେ ମଧ୍ୟ ଶାନ୍ତି ଉପୁଜି ଥାଏ। ଯାହା ଘରେ ରୋଷେଇ ଘର ପୂର୍ବ ଦିଗରେ ହୋଇଥାଏ ତାଙ୍କର ଘରେ ଧନର ଆଗମନ ହୋଇଥାଏ।
କମ୍ ଜାଗା ଥିବାରୁ ଛୁରୀ ଆଦି ଜିନିଷ କାନ୍ଥ ରେ ଟାଙ୍ଗୀ ଦେଇଥାନ୍ତି।କିନ୍ତୁ ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ।ପନିକି,ଛୁରୀ,କଟୁରୀ, ଆବଶ୍ୟକୀୟ ଦ୍ରବ୍ୟ ରୋଷେଇ ଘର ପାଇଁ ଅଶୁଭ ହୋଇଥାଏ।ଏହାକୁ ଲୁଚାଇ ରଖନ୍ତୁ।
ଯେଉଁ ବାସନ ବ୍ୟବହାର ହେଉନାହିଁ ତାହା ରୋସେଇ ଘର ରଖିଲେ ପିଲାମାନେ ଖୁସିରେ ରୁହନ୍ତି ନାହିଁ।ଏହା ଅତ୍ୟନ୍ତ ଖରାପ ବୋଲି ବାସ୍ତୁ ଦୋଷ ରେପ୍ରମାଣ କରାଯାଇଛି।ରୋଷେଇ ଘରର ଉଚ୍ଚତା ୧୧ ଫୁଟ ରୁ ୧୨ ଫୁଟ ହେବା ଆବଶ୍ୟକ।
ଗରମ ପବନ ବାହାରିବା ପାଇଁ ଝଟକା ରଖିବା ଉଚିତ।ରୋଷେଇ ଘର ପାଖରେ କୂଳ,ନଳକୂପ, ବାଥ୍ ରୁମ୍ କରିବେ ନାହିଁ।ରୋଷେଇ ଘରକୁ ଯେପରି ସୂର୍ଯ୍ୟ କିରଣ ଅଧିକ ମାତ୍ରାରେ ଆସିବ ସେଥିପ୍ରତି ଧ୍ୟାନ ଦେବା ଉଚିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.