Movie prime

ହେ ଭଗବାନ ! ରୁଦ୍ର ମହାରଥୀ ଙ୍କ ମୁଁହ ରେ ହୋଇଗଲା ପାରାଲିସିସ, ସୁର କହିଲେ ଜମା ବ୍ୟସ୍ତ ହନା, ମୋର ହେଇଥିଲା ଭଲ ହେଲା ତୋର ବି ଭଲ ହେବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜଟଣୀ ବିଧାୟକ ସୁର ରାଉତ ରାୟ ସର୍ବଦା ତାଙ୍କର କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସମୟରେ ସେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ସେ ଚର୍ଚ୍ଚାର ପରିସର ଭୂକ୍ତ ହୋଇଛନ୍ତି।
Special report
ସେ କହିଥିଲେ କି ପିପିଲି ବିଧାୟକ ରୁଦ୍ର ମହାରଥୀ ହେଉଛନ୍ତି ତାଙ୍କର ବନ୍ଧୁ ବାନ୍ଧବ। ପ୍ରଦୀପ ମହାରଥୀ ଙ୍କ ପିଉସୀ ହେଉଛନ୍ତି ସୁର ରାଉତ ରାୟ ଙ୍କ ବଡ଼ ଭଉଣୀ।
ସେ ହେଉଛନ୍ତି ସୁର ରାଉତ ରାୟ ଙ୍କ ବହୁ ପୁରାତନ ବନ୍ଧୁ। ରୁଦ୍ର ମହାରଥୀ ହେଉଛନ୍ତି ଏକ ଭଲ ପିଲା ଓ ସେ ଭଲ ଅଭିଭାଷଣ ମଧ୍ୟ ଦିଅନ୍ତୁ ଲୋକ ମାନଙ୍କ ସୁବିଧା ଅସୁବିଧା ମଧ୍ଯ ସେ ବୁଝି ଥାଆନ୍ତି।
Special report
ସବୁ ଗରୀବ ମାନଙ୍କୁ ମଧ୍ୟ ସେ ପ୍ରାୟ ସମୟରେ ଅନେକ ସାହଯ୍ୟ କରୁ ଥିବାର ଦେଖା ଯାଇଥାଏ। କାହାକୁ କମ୍ବଳ ଦେବା କାହାକୁ ସାଇକେଲ ଦେବା ଏଭଳି ଅନେକ ପ୍ରକାରର ସାହାଯ୍ୟ ଓ ସହଯୋଗ ସେ କରି ଥିବାର ମଧ୍ଯ ଦେଖାଯାଇ ଥାଏ।
ହେଲେ ରୁଦ୍ର ମହାରଥୀ ଙ୍କ ମୁହଁ ରେ ଫାଳେ ପାରା ଲେଶିସ ହୋଇ ଯାଇ ଥିବାର ଦେଖା ଯାଇଛି। ଯାହାକୁ ନେଇ ବିଧାୟକ ସୁର ରାଉତ ରାୟ କହିଛନ୍ତି କି ଏହାର ଟ୍ରିଟମେଣ୍ଟ ଆରମ୍ଭ କରିଲେ ସେ ନିଶ୍ଚିତ ଭାବରେ ତୁରନ୍ତ ସୁସ୍ଥ ମଧ୍ଯ ହୋଇ ଯିବେ।
Special report
ପ୍ରାୟ ସମୟରେ ଥଣ୍ଡାରେ ବୁଲିବା ଦ୍ବାରା ଏହି ରୋଗ ହୋଇଥାଏ। ଏଥିପାଇଁ ମେଡିକାଲ ଚିକିତ୍ସା ସହ ଶାରିରୀକ ଚିକିତ୍ସା ମଧ୍ୟ ଦରକାର ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି।
ସେ କହିଥିଲେ କି ରୁଦ୍ର ମହାରଥୀ ହେଉଛନ୍ତି ଜଣେ ଖୁବ୍ ଭଲ ପିଲା ଆଉ ସେ ଖୁବ ଶୀଘ୍ର ସୁସ୍ଥ ମଧ୍ଯ ହୋଇ ଯିବେ। ସେଥିପାଇଁ ସୁର ରାଉତ ରାୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଛନ୍ତି।
ଆଉ ସେ ଲୋକ ମାନଙ୍କ ପାଇଁ ଯେଉଁ ଭଳି ଭାବରେ ଆଗ୍ରହ ସହକାରେ କାମ କରୁଛନ୍ତି ସେ ନିଶ୍ଚିତ ଭାବରେ ସୁସ୍ଥ ହୋଇ ଯିବେ ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି। ତେବେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.