Movie prime

ରୂପା ପିଣ୍ଟୁ ଙ୍କ ଅସଲ ଚେହେରା ଆସିଲା ସାମ୍ନା କୁ, ଭିଡ଼ିଓ viral ପରେ ଚେତା ପଶିଲା ଆଉ ଭିଡିଓ କଲେ ଡିଲିଟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ୟୁଟ୍ୟୁବରେ ପ୍ରସିଦ୍ଧ ହୋଇଥିବା ଆକାଉଣ୍ଟ ବିଷୟରେ ମଧ୍ୟ ଅନେକ ଖବର ଆସିଥାଏ ।
ଆପଣମାନେ ସମସ୍ତେ ତ ୟୁଟ୍ୟୁବରେ ପ୍ରସିଦ୍ଧ ଲାଭ କରିଥିବା ରୂପା ଆଉ ପିଣ୍ଟୁଙ୍କୁ ଜାଣିଥିବେ । ଏହି ସେଲିବ୍ରେଟି ଦୁଇଜଣଙ୍କୁ କିଏ ବା ନ ଜାଣିଛି । ଏହି ଦୁଇଜଣଙ୍କୁ ସାରା ଓଡ଼ିଶାବାସୀ ବହୁତ ଭଲ ପାଇଥାନ୍ତି । ଆଉ ତାଙ୍କ ଭଲପାଇବା ଦ୍ଵାରା ଆଜି ଏଠାରେ ସେମାନେ ପହଞ୍ଚିଛନ୍ତି ।
ଆପଣମାନେ ଏବେ ରୂପା ଆଉ ପିଣ୍ଟୁଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିଥିବେ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ ଅନେକ କିଛି । ଗତକାଲି ଖବର ଆସିଥିଲା ରୂପା ପିଣ୍ଟୁ ବଦଳି ଗଲେଣି ଆଉ ତାଙ୍କର ହାବ ଭାବ ବହୁତ ବଦଳି ଗଲାଣି ।
Special Report
ଆଉ ତାଙ୍କ ସହ ପୂର୍ବରୁ କାମ କରୁଥିବା ପିଲାଙ୍କୁ ସେ କ୍ୟାମେରା ମ୍ୟାନ କହୁଛନ୍ତି । ଏମିତିକି ତାଙ୍କ ଭଉଣୀ ସୁନା ସହ ମଧ୍ୟ ତାଙ୍କର ଠିକସେ ସମ୍ପର୍କ ନାହିଁ ବୋଲି ସୋସିଆଲ ମିଡିଆରୁ ଜଣା ପଡିଥିଲା ।
ରୂପା ପିଣ୍ଟୁ ଏବେ ଲୋକମାନଙ୍କର ପରିଚିତ ଚେହେରା । ଏହି ସେଲିବ୍ରେଟି ଭିଡିଓ କରି ବନ୍ଧୁ ହାପି ଆଉ ସୁନା ବିଷୟରେ ଏଭଳି କିଛି କହିଥିଲେ ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଦର୍ଶକମାନେ । ଦର୍ଶକମାନେ ଏହି ଭିଡିଓ ଦେଖି ଅନେକ ପ୍ରକାରର କମେଣ୍ଟ ଦେଇଥିଲେ ।
କିଏ କହିଥିଲେ ତାଙ୍କର ଗର୍ବ ଅଧିକ ହୋଇଗଲାଣି ତ ଆଉ କିଏ କହିଥିଲେ ଆଜି ଲୋକମାନଙ୍କ ପାଇଁ ତୁମେ ଏଠାରେ ପହଞ୍ଚିଛ ଏହି କଥା ଭୁଲି ଯାଅ ନାହିଁ । ଏହି ଭିଡିଓ ସୋସିଆଲ ମିଡ଼ିଆକୁ ଆସିବା ପରେ ଏହାର ଜବାବ ଦେଇଥିଲେ ହାପି ଆଉ ସୁନା । 
ହାପି ଆଉ ସୁନାଙ୍କର ବି ୟୁଟ୍ୟୁବରେ ଆକାଉଣ୍ଟ ଅଛି । ତାଙ୍କର ବି ଅନେକ ସବାସ୍କ୍ରାଇବର ଅଛନ୍ତି । ପିଣ୍ଟୁଙ୍କ ସାନ ଭଉଣୀ ଏବଂ ବଡ ଭଉଣୀ ସମସ୍ତଙ୍କର ନିଜସ୍ଵ ୟୁଟ୍ୟୁବ ଚ୍ୟାନେଲ ଅଛି ।
ପିଣ୍ଟୁ ଯେଉଁ ଭିଡିଓ ହାପି ଆଉ ସୁନାକୁ ନେଇ କରିଥିଲେ ତାହାକୁ ପିଣ୍ଟୁ ଡିଲିଟ୍ କରି ଦେଇଛନ୍ତି । ଆଉ ଏହାସହ ପିଣ୍ଟୁଙ୍କୁ ଭିଡି କରି କଡା ଜବାବ ଦେଇଥିବା ହାପି ଆଉ ସୁନା ମଧ୍ୟ ତାଙ୍କ ଭିଡିଓକୁ ଡିଲିଟ କରି ଦେଇଛନ୍ତି ।
ଏବେ ଲୋକମାନେ କହୁଛନ୍ତି କି ହୁଏତ ପିଣ୍ଟୁ, ରୂପା ଆଉ ହାପି ଏବଂ ସୁନା ମଧ୍ୟରେ ଥିବା ଭୁଲ ବୁଝାମଣା ସବୁ ଠିକ୍ ହୋଇଗଲାଣି । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି ।