Movie prime

ରୂପା ପିଣ୍ଟୁ ଙ୍କ ଭୟଙ୍କର ଝଗଡ଼ା, ସବୁଦିନ ପାଇଁ ହୋଇଗଲା ଅଲଗା.. fans ମାନେ କଲେ ମନ ଦୁଃଖ

 
Special Report
ଆପଣମାନେ ୟୁ ଟ୍ୟୁବର ରୂପା ଓ ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। କରୋନା ମହାମାରୀ ସମୟରେ ୟୁ ଟ୍ୟୁବ ଆଉ ଫେସ୍ ବୁକ୍ ରେ ଛୋଟ ଛୋଟ ଭିଡିଓ କରି ପୋଷ୍ଟ କରୁଥିଲେ।ଧୀରେ ଧୀରେ ଭଲ ଭିଡିଓ କରିବାକୁ ଲାଗିଲେ।
ଏହାପରେ ପିଣ୍ଟୁ ଙ୍କ ଭିଡିଓ ସୋସିଆଲ ମିଡିଆରେ ଦର୍ଶକ ମାନେ ଦେଖିବାକୁ ପସନ୍ଦ କରିଲେ।ବର୍ତମାନ ସେମାନଙ୍କୁ ନମ୍ବର ୱାନ ୟୁ ଟ୍ୟୁବର ରୂପରେ ସମସ୍ତେ ଜାଣିଛନ୍ତି। ଦିନେ ରୂପା ଆଉ ପିଣ୍ଟୁ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ।
ଆଉ ତାପରେ ଦର୍ଶକ ମାନଙ୍କ ଭଲ ପାଇବା ପାଇଁ ସେ ଆଜି ଷ୍ଟାର ପାଲଟି ଯାଇଛନ୍ତି।ଶଙ୍ଖ ମଲମଲ କୋଠଘର ସାଙ୍ଗକୁ,ଦାମୀ ଗାଡ଼ିର ମାଲିକ ମଧ୍ୟ ହୋଇ ସାରିଛନ୍ତି।ଅନେକ ଲୋକମାନଙ୍କ ର ଭଲ ପାଇବା ପାଇ ସାରିଛନ୍ତି।
ଯେଉଁ ଭିଡିଓ ତଳେ ହଜାର ହଜାର ଲକ୍ଷ ଲକ୍ଷ ପ୍ରଶଂସକ ଙ୍କ ଭଲ କମେଣ୍ଟ ଆସୁଥିଲା ଏବେ କିଛି ଦିନ ହେବ କାହିଁକି କେଜାଣି ପିଣ୍ଟୁ ଙ୍କ ଭିଡିଓ ତଳେ ପ୍ରାୟତଃ ନେଗେଟିଭ କମେଣ୍ଟ ଆସୁଛି।କିଏ ପିଣ୍ଟୁ ଙ୍କୁ କହୁଛନ୍ତି ଯେ ତାଙ୍କର ଗର୍ବ ହୋଇଗଲାଣି।
ଆଉ କିଏ ପିଣ୍ଟୁ ଙ୍କୁ ଅତୀତକୁ ନ ଭୁଲିବା ପାଇଁ କହୁଛନ୍ତି।ଲୋକଙ୍କ ସ୍ନେହ ଭଲ ପାଇବା ଆଉ ଶ୍ରାଦ୍ଧ ପାଇ ଗାଡ଼ି ଆଉ ଘର କରିଛନ୍ତି।କିନ୍ତୁ ବର୍ତମାନ ଲୋକମାନେ ପିଣ୍ଟୁ ଙ୍କୁ ଆଉ ଭଲ କହୁ ନାହାଁନ୍ତି।ଲୋକମାନେ କମେଣ୍ଟ ରେ କହୁଛନ୍ତି
 ଯେ ସେମାନେ ଯେଉଁ ପିଣ୍ଟୁ ଙ୍କୁ ଭଲ ପାଇବା ଦେଇଥିଲେ ସେ ପିଣ୍ଟୁ ଏ ପିଣ୍ଟୁ ନୁହେଁ।କିଛି ଦିନ ହୋଇଗଲାଣି ପିଣ୍ଟୁ ଙ୍କ ଆବଭାବ ଆଉ ଆଚାର ବ୍ୟବହାର ପରିବର୍ତ୍ତନ ହୋଇଯାଇଛି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।