Movie prime

ଭାରତ କୁ ଟକ୍କର ଦେବାକୁ ଋଷିଆ ବି ଚନ୍ଦ୍ର କୁ ପଠେଇଥିଲା ଯାନ ହେଲେ ଅଧା ରାସ୍ତା ରେ ହେଲା ବିସ୍ଫୋଟ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ଏହି କିଛି ଦିନ ତଳେ ମହାକାଶକୁ ଚନ୍ଦ୍ରଯାନ ୩ ପଠାଇ ଥିଲା।ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୁଷ୍ଠ ରେ ପହଞ୍ଚିବ ବୋଲି ଆଶା କରା ଯାଇଛି।
Special report
ଭାରତୀୟ ମହାକାଶ ସଂସ୍ଥା ଏହା ପୂର୍ବ ରୁ ଦୁଇ ଥର ଚନ୍ଦ୍ରଯାନ ଚନ୍ଦ୍ର କୁ ପଠାଇ ଥିଲା।କିନ୍ତୁ ଏହା ସଫଳ ହୋଇ ପାରି ନ ଥିଲା।ଏହି ଚନ୍ଦ୍ରଯାନ ୩ କୁ ନେଇ ଭାରତୀୟ ମହାକାଶ ସଂସ୍ଥା ର ମୁଖ୍ୟ ମାନେ ଅନେକ ଆଶା ପୋଷଣ କରିଛନ୍ତି।ଏହାରି ଭିତରେ ଋଷିଆ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚି ଯାଇଚି।
ଭାରତ କୁ ଟକ୍କର ଦେବା ପାଇଁ ଋଷିଆ ତାର ଚନ୍ଦ୍ର କୁ ଏକ ମହା କାଶ ଯାନ ପଠାଇ ଥିଲା।ଏହି ମହା କାଶ ଯାନ ର ନାମ ହେଉଛି ଲୁନା ୨୫ ।ଏହାକୁ ଅଗଷ୍ଟ ୧୦ ତାରିଖ ଦିନ ପଠା ଯାଇଥିଲା।ଓ ଅଗଷ୍ଟ ୨୧ ତାରିଖ ରେ ପହଞ୍ଚିବାର ବ୍ୟବସ୍ଥା କରା ଯାଇଥିଲା।
Special report
କିନ୍ତୁ ଏହା ପୂର୍ବ ରୁ ଏକ ଅଘଟଣ ଘଟି ଯାଇଚି।ଏହା ଚନ୍ଦ୍ର ପୃଷ୍ଠ କୁ ଭୁଲ୍ କକ୍ଷ ପଥ ରେ ଯାଇ ସେଠାରେ ବ୍ଲାଷ୍ଟ୍ ହୋଇ ଯାଇଚି।ଯାହାକି ଋଷିଆ କୁ ଏକ ବଡ ଧକା ଭଳି ଲାଗିଚି।ଭାରତୀୟ ମହା କାଶ ଯାନ ଅଗଷ୍ଟ ୨୩ ରେ ଚନ୍ଦ୍ର ପୃଷ୍ଠ ରେ ପହଞ୍ଚିବାର ବ୍ୟବସ୍ଥା କରା ଯାଇଛି।
ଲୁନା ୨୫ ଚନ୍ଦ୍ର ଯାନ ତିନି କୁ ଦେଉଥିଲା ଟକ୍କର।ଭାରତ ସହିତ କଡା ମୁକାବିଲା କରୁଥିଲା ଋଷିଆ।ହେଲେ ତାର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ପାରିଲା ନାହିଁ ଋଷିଆ।ଋଷିଆ ମୁନ ମିଶନ କୁ ଶକ୍ତ ଝଟକା ଲାଗିଛି।ଭାରତ କୁ ଟକ୍କର ଦେବାକୁ ଋଷିଆ କରି ଥିଲା ପ୍ଲାନ୍।
Special report
ହେଲେ ତାର ସବୁ ଆଶା ଧୂଳିଶାତ ହୋଇ ଗଲା। ଲୁନା ୨୫ ରେ ଅନେକ ଯାନ୍ତ୍ରିକ ତ୍ରୁଟି ରହିଥିଲା।ଏହା ରବିବାର ଦିନ ସକାଳୁ ଜଣା ପଡ଼ି ଥିଲା।ପ୍ରସ୍ତୁତି ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ରହିଥିବା ସୂଚନା ମିଳିଥିଲା।
ଏହା ପରେ ଲୁନା ୨୫ କ୍ରାସ କରିଛି।ଋଷ ମହା କାଶ ଯାନ କୁ ନେଇ ଏଭଳି ବଡ ଖବର ଆସିବା ପରେ ଭାରତୀୟ ମହାକାଶ ସଂସ୍ଥା ପାଇଁ ଟିକେ ଚିନ୍ତା ବଢି ଯାଇଚି।ଏବେ ସମସ୍ତେ ସତର୍କ ଅଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା ଭାରତ ମହାକାଶ ଯାନ କେବେ ଚନ୍ଦ୍ର ପୃଷ୍ଠ ରେ ପହଁଚୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.