ଦୀପାବଳି ରେ ମନ ପସନ୍ଦ ରେ ଶାଢ଼ୀ ନ ଆଣିବାରୁ ରୁଷିଲେ ନିତା ଅମ୍ବାନୀ, ମନେଇବାକୁ ୧୦ କୋଟି ର ଗାଡ଼ି ଉପହାର ଦେଲେ ଅମ୍ବାନୀ
Nov 15, 2023, 11:02 IST

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଭାରତ ରେ ଧନୀ ମାନଙ୍କ ମଧ୍ୟରେ ପ୍ରଥମେ ରହିଛନ୍ତି।ସେ ଓ ତାଙ୍କ ପରିବାର କୁ ନେଇ ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ହୋଇ ଥାଏ।

ଏବେ ଶୁଣିବାକୁ ମିଳୁଛି କି ସେ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଙ୍କୁ ଏକ ଉପହାର ଦେଇଛନ୍ତି।ଏହି ଉପହାର ବିଷୟ ରେ ଯେ କେହି ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ସେହି ଉପହାର ଟି ଅନ୍ୟ କିଛି ନୁହଁ ତାହା ହେଉଛି କାର।
ସୂଚନା ଅନୁସାରେ ମୁକେଶ ଅମ୍ବାନୀ ଙ୍କ ପାଖରେ ଅନେକ କାର ରହିଛି।ସେଥିରେ ଏବେ ଅନ୍ୟ ଏକ କାର ଯୋଡା ହୋଇଛି।ଯେତେବେଳେ ସେ କାର ନେଇକି ବାହାରକୁ ବୁଲିବା ପାଇଁ ଯାଆନ୍ତି।
ସେତେବେଳେ ରାସ୍ତା ରେ ଅନ୍ୟ ଲୋକ ମାନେ ତାଙ୍କୁ ଚାହିଁ ରହି ଯାଇ ଥାଆନ୍ତି।ବର୍ତ୍ତମାନ ସମୟ ରେ ସେ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଙ୍କୁ ଏକ କାର ଉପହାର ସ୍ୱରୂପ ଦେଇଛନ୍ତି।ତାହା କୌଣସି ସାମାନ୍ୟ କାର ନୁହେଁ।ତାହା ହେଉଛି ରୋଜ ରୟାଲ କାର।

ଭାରତ ଟ୍ର ବହୁତ କମ୍ ଲୋକେ ଥିବେ ଯିଏ କି ଏହି କାର କୁ ଉପହାର ସ୍ୱରୂପ ଦେଇଥିବେ।ଏହି କାର ର ମୂଲ୍ୟ ୧ କୋଟି କି ଦୁଇ କୋଟି ନୁହଁ।ଏହାର ମୂଲ୍ୟ ପ୍ରାୟ ୧୦ କୋଟି ରୁ ଅଧିକ ହେବ।
ଏହି କାର ର ବେଗ ହେଉଚି ଘଣ୍ଟା ପ୍ରତି ୨୨୫ କିଲୋ ମିଟର।ଏହା ଏକ ବିଳାସ ପୂର୍ଣ୍ଣ କାର।ଏହା ଭିତରେ ବସି କରି ଗଲେ ଆପଣ ମାନଙ୍କୁ ଘରେ ରହିଲା ପରି ଅନୁଭବ ହେବ।ଅମ୍ବାନୀ ପରିବାର ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।
ଭାରତ ର ଧନୀ ପରିବାର ମଧ୍ୟରେ ଅମ୍ବାନୀ ପରିବାର ଅନ୍ୟତମ।ତାଙ୍କ ଘର ର ମୂଲ୍ୟ ହେଉଚି ୧୫୦୦୦କୋଟି ଟଙ୍କା।ଏହା ମଧ୍ୟରେ ବହୁତ ବଡ ଗ୍ୟାରେଜ ରହିଛି। ଏବଂ ଅନେକ ଦାମୀ କମ୍ପାନୀର ଗାଡ଼ି ଏହି ଗ୍ୟାରେଜ ମଧ୍ୟରେ ରହିଛି।