Movie prime

ସ୍ତ୍ରୀ ସହ ଝଗଡ଼ା କରି ନିଦ ରେ ସୋଇଥିବା ଶାଳୀ ସହ ଖରାପ କାମ କରିଦେଲା ଭିଣେଇ !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବା ରେ ଲାଗୁଛି। ଏବେ ପ୍ରେମ ପାଇଁ ଲୋକ ମାନେ ନିଜ ନିଜ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ୍ କରି ଦେଉଛନ୍ତି।
ଆଜି କାଲି ପ୍ରେମରେ ଲୋକ ମାନେ ମଧ୍ୟ ନିଜ ଲୋକଙ୍କୁ ମଧ୍ୟ ଧୋକା ଦେବା କୁ ମଧ୍ଯ ପଛାଉ ନାହାଁନ୍ତି। ଆମେ ଏବେ ଆପଣଙ୍କୁ ଏହି ଘଟଣା ସଂପର୍କରେ କହିବାକୁ ଯାଉଛୁ। ଦିଲ୍ଲୀ ର ନତାସା ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଏହି ସମ୍ପର୍କ ରେ କହିଥିଲେ।
ସେ କହିଥିଲେ କି ତାଙ୍କ ଭଉଣୀ ଙ୍କ ବିବାହିତ ଏବଂ ତାଙ୍କର ସ୍ଵାମୀ ମଧ୍ୟ ଥିଲେ। ସେ ତିନିଜଣ ଙ୍କ ମଧ୍ୟରେ ଖୁବ୍ ଭଲ ସମ୍ପର୍କ ମଧ୍ୟ ଥିଲା। ପ୍ରାୟତଃ ସମୟରେ ସେମାନେ ତିନିଜଣ ଏକ ସହ ବୁଲିବାକୁ ଯାଉଥିଲେ ଏବଂ
ଦୁହେଁ ଦୁହିଁଙ୍କ ସହ ଏକାଧିକ ସମୟ ମଧ୍ୟ ବିତାକୁ ଥିଲେ। ତାଙ୍କର ଏଭଳି ମିଳା ମିଶା ରୁ ତାଙ୍କ ଭଉଣୀଙ୍କୁ ମଧ୍ୟ କୌଣସି ପ୍ରକାରର ଅସୁବିଧା ନଥିଲା। ଏହାରି ମଧ୍ୟରେ ମଧ୍ୟ ତାଙ୍କ ଭଉଣୀ ଙ୍କ ସ୍ଵାମୀ ଓ ଶାଳୀ ଙ୍କ ମଧ୍ୟରେ ସୁ ସମ୍ପର୍କ ଗଢ଼ି ଉଠିଥିଲା।
Special report
ଦୁହେଁ ଦୁହିଁକୁ ମଧ୍ୟ ପଶନ୍ଦ କରିବାକୁ ମଧ୍ଯ ଲାଗିଥିଲେ। ହେଲେ ଏକଥା ତାଙ୍କର ଭଉଣୀ ଜାଣି ନଥିଲେ। ସେ ତାଙ୍କର ଭଉଣୀ ଘର ନିକଟସ୍ଥ କଲେଜ୍ ରେ ପାଠ ପଢ଼ୁଥିବା ଥିଲେ।
ତାଙ୍କର ପରୀକ୍ଷା ଚାଲୁଥିବା ସମୟରେ ଅନେକ ରାତି ପର୍ଯ୍ୟନ୍ତ ବସି ପାଠ ପଢୁ ଥିଲେ। ଏହାପରେ ତାଙ୍କ ନିକଟକୁ ତାଙ୍କର ଭିଣୋଇ ଆସିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ଅଟକାଇ ପରି ନଥିଲେ। ଦୁହିଁଙ୍କ ମଧ୍ୟରେ ସେଠାରେ ହିଁ ସମ୍ବନ୍ଧ ସ୍ଥାପନ ହୋଇଥିଲା।
ଏଭଳି ଅନେକ ଥର ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହୋଇଛି।ଏବଂ ନତାଶା ମଧ୍ଯ ଅନେକ ଥର ତାଙ୍କ ଭଉଣୀ ଙ୍କୁ ଖାଇବାରେ ନିଶା ବଟିକା ଦେଇ ତାଙ୍କ ଭିଣୋଇ ସହ ସମ୍ପର୍କ ରଖିଛନ୍ତି।
ଆଉ ଏବେ ମଧ୍ୟ ସେ ଯାହା କରିଛନ୍ତି ତାହା ଠିକ୍ କି ଭୁଲ ସେଥିପାଇଁ ସେ ମତାମତ ମଧ୍ୟ ମାଗିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ଆପଣ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।