Movie prime

ସବୁ ବେଳେ ବିରୋଧୀ କହୁଛନ୍ତି ଦିଲ୍ଲୀ ପ୍ରଦୂଷିତ ସହର , ମୁ ଆଉ ଶୁଣି ପାରିବିନି ଏଥର ପ୍ରତି ସନ୍ଧ୍ୟା ରେ କରିବି କୁତ୍ରିମ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଦିଲ୍ଲୀ ରେ କିଭଳି ଭାବେ ବାୟୁ ପ୍ରଦୂଷଣ ହେଉଛି।ଏହାକୁ ନେଇ ଏବେ ସାରା ଦେଶ ରେ ଚର୍ଚ୍ଚା ଜୋର୍ ଧରିଛି।ଦିଲ୍ଲୀ ରେ କିଭଳି ଭାବେ ବାୟୁ ପ୍ରଦୂଷଣ କୁ ରୋକା ଯାଇ ପାରିବ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ବିଷୟରେ ଏବେ ଚିନ୍ତା କରୁଛନ୍ତି।
Special report
ନିକଟ ରେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ନୂଆ ପଦକ୍ଷେପ ନେଇଛନ୍ତି।କିଭଳି ଭାବେ ଦିଲ୍ଲୀ ରେ କୃତ୍ରିମ ଉପାୟ ରେ ବର୍ଷା କରା ଯିବ ସେ ବିଷୟ ରେ ଚିନ୍ତା କରୁଛନ୍ତି।
ଏବେ ସାଙ୍ଘାତିକ ପରିସ୍ଥିତି ରେ ଦିଲ୍ଲୀ ରେ ବାୟୁ ପ୍ରଦୂଷଣ ହେଉଚି।ସେଥିପାଇଁ ନଭେମ୍ବର ୨୦ ତାରିଖ ରୁ ତାରିଖ ରୁ ଦିଲ୍ଲୀ ରେ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତି ନିଆ ଯାଇଛି।ଏହି ନିଷ୍ପତି ନେଇଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ଦିଲ୍ଲୀ ସରକାରୀ ମନ୍ତ୍ରୀ ଗୋପାଳ ରୁ ଏହି ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ କୃତ୍ରିମ ବର୍ଷା କରାଇବା ପାଇଁ ଦିଲୀ ସରକାର କେନ୍ଦ୍ର ସରକାର ଙ୍କ ଅନୁମତି ଲୋଡ଼ିବେ।ଯଦି ସମସ୍ତେ ଏଥିପାଇଁ ଅନୁମତି ଦିଅନ୍ତି ତେବେ ସେଠାରେ କୃତ୍ରିମ ବର୍ଷା କରା ଯିବ।
Special report
ଆଇ ଆଇ ଟି କାନ ପୁର ଏ ବିଷୟରେ ଅଧିକ ଯୋଜନା କରୁଛି।ଯଦି ପାଗ କୋହଲା ରହେ ତେବେ ନଭେମ୍ବର ୨୦ ତାରିଖ ରେ କୃତ୍ରିମ ବର୍ଷା କରା ଯିବ।ଏଥିପାଇଁ କୌଣସି ଅସୁବିଧା ହେବ ନାହିଁ।ମେଘୁଆ ପାଗ କୁ ଦେଖି ସୁପ୍ରିମ କୋର୍ଟ କୁ ଏକ ପ୍ରସ୍ତାବ ଦିଆ ଯିବ।
ସମସ୍ତେ ଅନୁମତି ଦେଲେ ଏହି ପ୍ରକ୍ରିୟା ଚାଲୁ ରହିବ।ଏ ନେଇ ଭାରତୀୟ ପାଣିପାଗ ବିଭାଗ ର ମୁଖ୍ୟ କହିଛନ୍ତି କି ବାୟୁ ମଣ୍ଡଳ ରେ ମେଘ କିମ୍ବା ଆଦ୍ରତା ଥିବା ବେଳେ କୃତ୍ରିମ ବର୍ଷା କରା ଯାଇ ପାରିବ।
ଏହା ପୂର୍ବ ରୁ ଭାରତ ରେ ତେଲେଙ୍ଗାନା,ତାମିଲନାଡୁ, ଏବଂ କର୍ଣ୍ଣାଟକ ରେ ଏଭଳି କରିବା ପାଇଁ ଚେଷ୍ଟା କରା ଯାଇଥିଲା।କିନ୍ତୁ ବର୍ତ୍ତମାନ ଯାଏଁ ଏଥିରେ ଭାରତ ଆଗକୁ ଯାଇ ପାରି ନାହିଁ।
ତେବେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଏ ନେଇ ଲୋକ ମାନେ ଖୁବ୍ ପ୍ରଶଂସା କରିଛନ୍ତି।ତାଙ୍କ ର ଏଭଳି କାର୍ଯ୍ୟ କୁ ସେମାନେ ବହୁତ ପସନ୍ଦ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.