Movie prime

ପାଣିପାଗ ବିଭାଗରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଏବଂ ସୋସିଆଲ ମିଡ଼ିଆ ଦ୍ଵାରା ପାଣିପାଗକୁ ନେଇ କିଛି ଖବର ଆସିଥାଏ, ଯାହା ଆପଣମାନେ ଜାଣିପାରିବେ। ଫେବୃଆରୀ ପ୍ରଥମ ସପ୍ତାହରୁ ବଢ଼ିଲାଣି ତାତି ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଜାରି ହେଲା ଆଉ କିଛି ନୂଆ ସୂଚନା। 
ଫେବୃଆରୀ ମାସରେ ଶୀତ ଉଭାନ ହେଲାଣି ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହ। ଅନେକ ଅଞ୍ଚଳ ତାପମାତ୍ରା ବୃଦ୍ଧି ପାଉଥିବାରୁ ରାତିରେ ଗରମ ଅନୁଭୂତ ହେଉଛି।
Special Report
ତେବେ ଭୁବନେଶ୍ୱର ଦିନର ତାପମାତ୍ରା ୩୧.୭ ଡିଗ୍ରୀ ଛୁଇଁଲାଣି ଏହି ସମୟରେ ରାଜଧାନୀ ଦିନର ତାପମାତ୍ରା ସ୍ୱାଭାବିକ ଭାବରେ ୨୭ ରୁ ୨୮ ଡିଗ୍ରୀ ମଧ୍ୟରେ ରହିବା କଥା। ୩ ଡିଗ୍ରୀରୁ ଅଧିକ ଦିନ ତାପମାତ୍ରା ବୃଦ୍ଧି ପାଇବା ଦ୍ୱାରା ମାଘ ମାସରେ ତାତି ଅନୁଭୂତ ହେଲାଣି। ତେବେ ବନ୍ଧୁଗଣ ଟିଟିଲାଗଡ ମାଲକାନଗିରିରେ ତାପମାତ୍ରା ହେଉଛି ୩୪.୫ ଡିଗ୍ରୀ। 
ଭବାନୀପାଟଣା ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ। ଭୁବନେଶ୍ୱର ବି ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ଛୁଇଁଲାଣି। ରାଜ୍ୟରେ ୧୩ ସହରର ତାପମାତ୍ରା ମଙ୍ଗଳବାର ଦିନ ୩୩ ଡିଗ୍ରୀ ସେଲସିୟମ ଡେଇଁଛି କେବଳ ରାତି ନୁହେଁ ଦିନ ବି ଅସ୍ବାଭାବିକ ଭାବରେ ତାପମାତ୍ରା ବଢୁଛି।
Special report
ଉପକୂଳରେ ରାତିର ତାପମାତ୍ରା ଯେତିକି ରହିବ କଥା ତାଠାରୁ ୨ ରୁ ୫ ଡିଗ୍ରୀ ଅଧିକ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ସ୍ଵାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ଅଧିକ ରହିଛି। 
ଏହାକୁ ନେଇ ପାଣିପାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୧୦ ତାରିଖ ବେଳକୁ ପାଗ ବଦଳିବ। ପଶ୍ଚିମବାୟୁ ପ୍ରଭାବରେ ବର୍ଷା ହେବ ଏଥିରେ ଦିନର ତାପମାତ୍ରା କମିବ ପାଗ କୋହଲା ଓ କୁହୁଡି ରହିପାରେ।
ଏହା ସହିତ ଆସନ୍ତା ୨ ଦିନ ପରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବ। ଆଉ ୩ ଦିନ ପରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଆପଣ ମାନେ ଆଗୁଆ ସଚେତନ ହୋଇ ଯାଆନ୍ତୁ।ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.