Movie prime

ମୃତ୍ୟୁ ପୂର୍ବରୁ ବାପାଙ୍କ ସହ କଣ ହୋଇଥିଲା ସବୁ ମୁଁହ ଖୋଲି କହିଦେଲେ ପୁଅ ଦେଖନ୍ତୁ କଣ ଥିଲା କାରଣ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ ।
Special Report
ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବିଡ଼ିଓଙ୍କ ସହିତ ଘଟିଛି ଏଭଳି କିଛି । ବିଡିଓ ବାହାରେ ରହି କାମ କରୁଥିଲେ ଆଉ ତାଙ୍କର ପରିବାର ଗାଁରେ ଥିଲେ । ମକର ସଂକ୍ରାନ୍ତି ପୂର୍ବରୁ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । 
ମକର ସଂକ୍ରାନ୍ତି ପାଇଁ ବିଡ଼ିଓ ଛୁଟି ମାଗିଥିଲେ କିନ୍ତୁ ତାଙ୍କୁ ଛୁଟି ମିଳି ନଥିଲା । ଆଉ ସେ ତାଙ୍କ ସ୍ତ୍ରୀ ଆଉ ପୁଅକୁ ତାଙ୍କ ପାଖକୁ ଡାକିଥିଲେ । ଆଉ ବୁଲି ଯିବାକୁ କହିଥିଲେ । ଏହାପରେ ପୁଅ ଆଉ ସ୍ତ୍ରୀ ବହୁତ ଖୁସି ଥିଲେ ସେମାନେ ଦେଖା କରିବାକୁ ଯିବେ ବୋଲି 
Special Report
ସେମାନେ ପ୍ୟାକିଂ ମଧ୍ୟ କରି ସାରିଥିଲେ କିନ୍ତୁ ତାଙ୍କ ସହିତ ଏଭଳି ଘଟି ଯାଇଥିଲା ଯାହା ଆପଣ ବିଶ୍ବାସ କରିପାରିବେ ନାହିଁ । ବିଡିଓ କଲ୍ କରି ସ୍ତ୍ରୀ ଆଉ ପୁଅ ଆସନ୍ତୁ ବୋଲି କହିଥିଲେ । ସେହି କଲ୍ ତାଙ୍କର ଶେଷ କଲ୍ ଥିଲା ।
ଏହି ବିଡିଓ ତାଙ୍କ ପରିବାରଙ୍କ ସହିତ କଥା ହେବା ପରେ ଘଟିଥିଲା ଏଭଳି କିଛି । ଅଫିସରୁ ଫେରିବା ପରେ ବିଡ଼ିଓ ଏଭଳି ଏକ ପଦକ୍ଷେପ ନେଲେ ଯାହାକୁ ନେଇ ତାଙ୍କର ପରିବାର ସହି ପାରୁନାହାନ୍ତି । ବିଡିଓ ଜଣକ ନିଜର ଜୀବନ ନେଇଗଲେ ।
Special Report
ଏବେ ତାଙ୍କ ମୃ-ତ୍ୟୁ ଖବରରେ କାନ୍ଦି ପକାଉଛନ୍ତି ତାଙ୍କର ବାପା । ବାପା ଥାଉ ଥାଉ ପୁଅ ଚାଲିଗଲା ଏହି କଥାକୁ ସହ୍ୟ କରି ପାରୁନାହାନ୍ତି ବାପା । ଏହି ବିଡିଓ ଜଣକ ହେଉଛନ୍ତି ବିଶ୍ବରଂଜନ ମହାନ୍ତି । ସେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳର ବିଡ଼ିଓ ଥିଲେ ।
ସରକାରୀ କ୍ୱାଟରରେ ଏକା ରହୁଥିଲେ ବିଶ୍ବରଂଜନ । ସେ ଏଭଳି ପଦକ୍ଷେପ ନେବେ ବୋଲି କେହି ଭାବି ନଥିଲେ । ତାଙ୍କ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ଵାମୀ ଏକା ରହୁଥିଲେ ଆଉ ତାଙ୍କର ମନରେ ଭୟ ଆସୁଥିଲା । ସେଠାରେ ମଧ୍ୟ ରାଜନୀତି ଚାଲୁଥିଲା ସେଥିପାଇଁ ସେ ବୋଧେ ଏଭଳି କାମ କରିଛନ୍ତି ।
ସରକାରୀ କ୍ୱାଟରରୁ ତାଙ୍କର ମୃ-ତଦେହ ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ମେଡ଼ିକାଲକୁ ପଠାଯାଇଛି । ମୃ-ତ୍ୟୁ ଖବର ପାଇବା ପରେ ପ୍ରଶାସନ ତାଙ୍କ ପରିବାରକୁ ସମବେଦନା ଜଣାଇ ନାହାଁନ୍ତି ବୋଲି ବିଡିଓଙ୍କ ସ୍ତ୍ରୀ କହିଛନ୍ତି ।