Movie prime

ଅଚାନକ କ୍ୟାମେରା ସାମ୍ନା କୁ ଆସି ସବୁ ରାଜ୍ ଖୋଲିଦେଲେ ନିତା ଙ୍କ ଶାଶୁ, ମୋ ବୋହୂ କଥା କଣ ଆଉ କହିବି ଆଜ୍ଞା !🥺😕

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ନୀତା ଅମ୍ବାନୀ ଙ୍କ ନାଆଁ କୁ ସମସ୍ତେ ଜାଣି ଥିବେ।ଆଜି ସେ କେବଳ ଭାରତ ରେ ନୁହଁ ସାରା ବିଶ୍ଵ ରେ ପରିଚିତ।ସେ ହେଉଛନ୍ତି ଶିଳ୍ପପତି ତଥା ଭାରତ ର ଏକ ନମ୍ବର ଧନୀ ମୁକେଶ ଙ୍କ ପତ୍ନୀ।
Special report
ସେ ସବୁବେଳେ ନିଜ ବିଳାସ ପୂର୍ଣ୍ଣ ଜୀବନ କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ଆଜି କା ସମୟ ରେ ସେ ଭାରତ ର ପ୍ରାୟ ସବୁ ସ୍ଥାନ ରେ ପରିଚିତ।ସେ ପ୍ରତିଦିନ ନିଜ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି।ଆଜି ଆମେ ତାଙ୍କର ଆଉ ଏକ ଇଚ୍ଛା ବିଷୟ ରେ କହିବାକୁ ଯାଉଛୁ।ସେ ଯେଉଁ ଶାଢ଼ୀ ଗହଣା ପିନ୍ଧି ଥାନ୍ତି ତାର ମୂଲ୍ୟ କୋଟି କୋଟି ଟଙ୍କା ଅଟେ।
ଯେଉଁଥି ପାଇଁ ଲୋକ ମାନେ ତାଙ୍କର ବହୁତ ପ୍ରଶଂସା କରନ୍ତି।ଓ କୁହନ୍ତି ବୟସ ବଢିବା ସତ୍ବେ ନିତା ଙ୍କ ଉପରେ ତାର କୌଣସି ପ୍ରଭାବ ପଡ଼ି ନାହିଁ। ସେ ଆଜି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର।ହେଲେ ଆପଣ ମାନେ ଜାଣି ଛନ୍ତି କି ମୁକେଶ ଅମ୍ବାନୀ ଙ୍କ ମା ଙ୍କ ବିଷୟ ରେ।
Special report
ନିକଟରେ ମୁକେଶ ଅମ୍ବାନୀ ଙ୍କ ମା ଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କର ସାକ୍ଷାତ ହୋଇ ଥିଲା।ଯାହାକୁ ଦେଖି ଲୋକ ମାନେ କହୁଛନ୍ତି କି ସେ ସବୁବେଳେ ସାଧାରଣ ଭାବେ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ସେ ନିତା ଅମ୍ବାନୀ ଙ୍କ ପରି ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି ନାହିଁ।
ବର୍ତ୍ତମାନ ସମୟ ରେ ନିତା ଅମ୍ବାନୀ ନିଜର ବହୁତ ସୁନ୍ଦର ଶାଢ଼ି କୁ ନେଇ ଚର୍ଚ୍ଚା ରେ ଅଛନ୍ତି।ସେ ନିକଟ ରେ ଜଣେ ବ୍ୟବସାୟୀ ତଥା ରାଜନୀତିଜ୍ଞ ପରିମଳ ନାଥବାନି ଙ୍କ ପୁଅ ରେ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଇଥିଲେ।ସେଠାରେ ନିତା ଅମ୍ବାନୀ ଏକ ସୁନ୍ଦର ଶାଢ଼ି ପିନ୍ଧି ଥିଲେ।
Special report
ଯାହାକୁ ଦେଖି ଲୋକ ମାନଙ୍କ ନଜର ତାଙ୍କ ଉପରୁ ହଟି ନ ଥିଲା।ସମସ୍ତେ ଖାଲି ତାଙ୍କରି ଆଡ଼େ ଅନାଇ ରହୁଥିଲେ।କାରଣ ସେ ଯେଉଁ ଶାଢ଼ୀ ପିନ୍ଧି ଥିଲେ ତାହା ନାଲି ରଙ୍ଗ ର ଥିଲା। ଏବଂ ସେଥିରେ ଗୋଟି ଗୋଟି ହୋଇ ମୋତି ଲାଗି ଥିଲା।
Special report
ସେହି ସମୟ ରେ ନିତା ଙ୍କ ଶାଶୁ ସମ୍ପୂର୍ଣ୍ଣ ରୂପେ ସାଧାରଣ ଶାଢ଼ୀ ପିନ୍ଧିଥିଲେ।ତାଙ୍କୁ ଏ ସବୁ ପସନ୍ଦ ଆସି ନ ଥାଏ।ସୂଚନା ଅନୁସାରେ ନିତା ଓ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ସେମାନେ ତାଙ୍କ ନିଜ ଉପରେ ଦିନ କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.