Movie prime

ଦୁନିଆର ସବୁଠୁ ଭୟଙ୍କର ଭୁତିଆ ଭିଡିଓ ଦୁର୍ବଳ ହୃଦୟ ବ୍ୟକ୍ତି ଦୟାକରି ଏହାଠାରୁ ଦୂରେଇ ରୁହନ୍ତୁ !! - Viral Video

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ଭୂତକୁ ନେଇ ଆସୁଥିବା ଖବର ସବୁ ଶୁଣିବାକୁ ପାଇଥିବେ । ଭୂତ ବିଷୟରେ ଅନେକ ପ୍ରକାରର ଖବର ଆପଣମାନେ ସୋସିଆଲ ମିଡିଆରେ ଦେଖିପାରିବେ । ଭୂତ ପ୍ରେତ ଆଦି ଅନେକ ପ୍ରକାରର ଖବର ଆପଣମାନେ ପାଇ ପାରୁଛନ୍ତି । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ପ୍ରକାରର ଘଟଣା ବିଷୟରେ ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଅନେକ କିଛି ଭୂତ ଦେଖିପାରିବେ । ଏହି ଖବର ହେଉଛି ଭୂତ ଦେଖିବାକୁ ମିଳିଛି ।
Special report
ପାଣି ଭିତରେ ଜଣେ ଯୁବତୀ ସ୍ୱିମିଂ କରୁଥିଲେ ଆଉ ସେ ସେଠାରେ ହଠାତ୍ କାହାକୁ ଜଣଙ୍କୁ ଦେଖିଥିଲେ । ସେ କେହି ଆଉ ନଥିଲେ ସେ ଗୋଟେ ଭୂତ ଥିଲା ବୋଲି ଜଣାପଡିଛି । ଏହାପରେ ଆଉ ଏକ ଘଟଣା ହେଉଛି କି ସାଙ୍ଗମାନେ ମିଶି ଏକ ସଙ୍ଗୀତ ଗାଉଥିଲେ ।
ଆଉ ଟିଭି ପଛରେ ଜଣେ କେହି ଥିବାର ଦେଖା ଯାଇଥିଲା । ସେ ତାଙ୍କର ମରି ଯାଇଥିବା ସାଙ୍ଗ ଥିଲା । ଆଉ ତାହାର ଭୂତ ଥିଲା । ଏହାପରେ ଆଉ ଏକ ଘଟଣା ହେଉଛି କି ରାସ୍ତାରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଭୂତ ଦେଖିଥିଲେ ।
Special report
ଆଉ ସେମାନେ ଏହି ବିଷୟରେ କହିଥିଲେ । ସ୍ବାମୀ ଏବଂ ସ୍ତ୍ରୀ ଏହି ବିଷୟରେ କହିଥିଲେ । ଦୁନିଆରେ ଅଦୃଶ୍ୟ ଶକ୍ତି ଅଛି । ଆଉ ଏହାକୁ ନେଇ ସବୁବେଳେ ଅନେକ କଥା ଆସିଥାଏ । କେହି କେହି ଏହାକୁ ବିଶ୍ୱାସ କରନ୍ତି ।
ଆଉ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଅଦୃଶ୍ୟ ଶକ୍ତି କିଛି ଅଛି ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଅନେକ କିଛି ଘଟଣା ଦେଖିପାରିବେ ଯାହା ଦେଖିଲେ ଆପଣମାନେ ମଧ୍ୟ ଅଦୃଶ୍ୟ ଶକ୍ତି ଅଛି ବୋଲି ବିଶ୍ୱାସ କରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଅନେକ ଲୋକ ଅନେକ ଭୂତ ପ୍ରେତ ଆଦି ଦେଖିଛନ୍ତି ବୋଲି କହିଛନ୍ତି । ଆଉ ଏହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ୨୦ ଟି ଘଟଣା ଏଭଳି ଘଟିଛି ।