Movie prime

ସବୁଦିନ ପାଇଁ ଚାଲିଯିବ ବିଜୁଳି ! ଜାଣନ୍ତୁ କଣ ହେବ ଏହା ପରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଧୁଗଣ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିଲା ଏହି ମାଳିକା ଵଚନ। କଳି ଯୁଗ ଶେଷରେ ମାଳିକାର ବହି ଲୋକଙ୍କୁ ସତର୍କତା କରାଉଛି।
Special report
ଆପଣମାନେ ମାଳିକାର ବାଣୀକୁ ଶୁଣିକି ଡରନ୍ତୁ ନାହିଁ ଧ୍ୟାନରେ ଶୁଣନ୍ତୁ ଆଜିର ସମୟରେ ଘଟୁଥିବା ଘଟଣାମାନ ସବୁ ଜାଣନ୍ତୁ। ଆଉ ଭବିଷ୍ୟ ବାଣୀକୁ ଦେଖନ୍ତୁ ଜାଣିପାରିବେ ମହାପୁରୁଷ ବର୍ଣ୍ଣନା କରୁଥିବା ବାଣୀ କେତେ ସତ୍ୟ। ଭିନ୍ନ କବି ମାନଙ୍କ ଦ୍ଵାରା ମାଳିକା ଅନେକ ନାମରେ ଲେଖନ କରା ଯାଇଛି। 
ଅନେକ ବର୍ଷ ପୂର୍ବେ ଲେଖା ଯାଇଥିବା ରହସ୍ୟମୟ ମାଳିକା ର ସମସ୍ତ ତଥ୍ୟ ଆଜି ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଛନ୍ତି ତାହାର ପ୍ରମାଣ ଆଜି ସମୟରେ ଦେଖିବାକୁ ମିଳୁଛି।
ଆଜିର ଯୁବ ସମାଜ କାମନା ବାସନାରେ ଜର୍ଜରିତ। ଯାହାଦ୍ଵାରା ଦୁଃଖ ଭୋଗ କରୁଛନ୍ତି। ସଂସାରରେ ମନୁଷ୍ୟ ଦିନକୁ ଦିନ କଳୁଷିତ ହେବାରେ ଲାଗିଲାଣି। 
Special report
ଯଦ୍ୱାରା ମଣିଷର ବହୁ କ୍ଷତି ମଧ୍ୟ ହୋଇଥାଏ। ଯୁଗ ଯେତିକି ପରିମାଣରେ ଡିଜିଟାଲ ହେଉଛି ମଣିଷ ସେତିକି ପରିମାଣରେ ଠକେଇର ଶିକାର ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଜଣେ ମାଳିକା ଗବେଷକ ଏକ ଗଣମାଧ୍ୟମ ସାକ୍ଷାତକରାରେ ନଜର ଆସୁଛନ୍ତି।
ସେଥିରେ ସେ କହିଛନ୍ତି, ଯେତେବେଳେ ସୌରଝଡ ହେବ ସେତେବେଳେ ଇଲେକ୍ଟ୍ରି ଜିନିଷ କୌଣସି କାମ କରିବ ନାହିଁ। ଯେତେବଳେ ସବୁ ଟେକ୍ନିକାଲ ଅସ୍ତ୍ର ଅଛି କୌଣସି କାମ କରିବ ନାହିଁ। 
ଯାହାଫଳରେ ୨୦୦୦ ବର୍ଷ ତଳେ ଯେଉଁ ଯେଉଁ ଖଣ୍ଡା ତାଲୱାର ପୁରୁଣା ଅସ୍ତ୍ର ଥିଲା ତାହାକୁ ନେଇ ଯୁଦ୍ଧ କରାଯିବ। ୧୮୫୯ ରେ ଯେଉଁ ଝଡ଼ ହେଇଥିଲା ତାହାକୁ ନେଇ ବୈଜ୍ଞାନିକ ମାନେ କହିଛନ୍ତି ତାହାଠାରୁ ବେଶୀ ପରିମାଣରେ ୨୦୨୫ ରେ ଝଡ଼ ହେବ।
ସେତେବେଳେ ଯେଉଁ ସୌର ଝଡ଼ ହେବ ସେଥିରେ କୌଣସି ବୈଜ୍ଞାନିକ ଯନ୍ତ୍ର କାମ କରିବ ନାହିଁ। ଫଳରେ ଏଟିଏମ୍ କାମ କରିବ ନାହିଁ, ପେଟ୍ରୋଲ ମିଳିବ ନାହିଁ, ମେଡିକାଲ୍ ସୁରକ୍ଷା ମିଳି ପାରିବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.