Movie prime

ସଚିନ ଙ୍କ ଝିଅ ଅଧ ରାତି ରେ ଶୁଭମନ ଙ୍କ ପାଇଁ ପିନ୍ଧିଲେ ମଥା ରେ ସିନ୍ଦୂର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୁଭମନ୍ ଗିଲ ଭାରତୀୟ କ୍ରିକେଟ୍ ଦଳର ଏପରି ଖେଳାଳି ଯିଏକି ଗତ କିଛି ଦିନ ହେବ ନିଜର ଚମତ୍କାର ବ୍ୟାଟିଂ ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି। ସେଥିପାଇଁ ଏହି ଖେଳାଳିଙ୍କୁ ଅଧିକ ଲୋକପ୍ରିୟତା ମିଳିଛି।
Special report
ଅନେକ ଲୋକ ମାନେ ମଧ୍ଯ ଶୁଭମନ୍ ଗିଲ ଙ୍କୁ ବେଶ ଭଲ ମଧ୍ୟ ପାଆନ୍ତି।ତାଙ୍କର ଚମତ୍କାର ବ୍ୟାଟିଂ ବ୍ୟତୀତ ଶୁଭମନ୍ ଗିଲ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ହେତୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଶୁଭମନ୍ ଗିଲ ଙ୍କ ଜୀବନସାଥୀ କିଏ ହେବ ଏନେଇ ସର୍ବଦା ଖୁବ୍ ଚର୍ଚ୍ଚା ମଧ୍ୟ ହେଇଥାଏ। କେତେବେଳେ ଶୁଭମନ୍ ଗିଲ ଙ୍କ ନାମ ସାରା ତେନ୍ଦୁଲକର ଙ୍କ ସହ ଯୋଡ଼ା ଯାଇଥାଏ ତ
Special report
 ଆଉ କେତେବେଳେ ତାଙ୍କର ନାମ ମଧ୍ୟ ସାରା ଅଲ୍ଲୀ ଖାନ ଙ୍କ ସହ ଜଡ଼ିତ ହୋଇ ରହିଥାଏ। ଏହାକୁ ନେଇ ମଧ୍ଯ ପ୍ରାୟ ସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥାଏ। ଲୋକମାନେ ଏହା ପଛର ସତ୍ୟତା ମଧ୍ୟ ଜାଣିବାକୁ ଚାହାଁନ୍ତି।
ତେବେ ଆମେ ଆପଣଙ୍କୁ ଏହା କହି ଦେବାକୁ ଚାହୁଁଛୁ କି ନିକଟରେ ଶୁଭମନ୍ ଗିଲ ଓ ସାରା ଅଲ୍ଲୀ ଖାନ ଙ୍କ ମଧ୍ୟରେ କୌଣସି ଏକ ବିବାଦ ହୋଇଥିଲା ସେଥିପାଇଁ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ମଧ୍ଯ ଫଲୋ କରିବା ବନ୍ଦ କରି ଦେଇଥିଲେ।
Special report
ଆଉ ଏବେ ଶୁଭମନ୍ ଗିଲ ନିଜ ମୁହଁରେ ସ୍ବୀକାର କରି ସାରିଛନ୍ତି କି ସେ ଜଣେ ଯୁବତୀ ଙ୍କୁ ଖୁବ୍ ଭଲ ପାଉଛନ୍ତି। ଆଉ ଉଭୟଙ୍କ ଖୁବ ଭଲ ସମ୍ପର୍କ ମଧ୍ୟ ରହିଛି। ଏହାକୁ ଶୁଣିବା ପରେ ତାଙ୍କ ଫ୍ୟାନ ମାନେ ବେଶ ଖୁସୀ ମଧ୍ୟ ହୋଇ ଯାଇଛନ୍ତି।
ବର୍ତ୍ତମାନ ଶୁଭମନ୍ ଗିଲଙ୍କ ଜୀବନରେ କେବଳ ସାରା ତେନ୍ଦୁଲକର ହିଁ ଅଛନ୍ତି। ଆଉ ଏହାକୁ ନେଇ ସେ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି , ଯେ ସେ ଏକ ସଂପର୍କରେ ଅଛନ୍ତି।
Special report
ଯେଉଁଥିପାଇଁ ବର୍ତ୍ତମାନ ତାଙ୍କ ଏବଂ ସାର ତେନ୍ଦୁଲକରଙ୍କ ସମ୍ପର୍କ ଏକ ବିଷୟ ରେ ଖୁବ ଚର୍ଚ୍ଚା କରାଯାଉଅଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।