Movie prime

ହାତ ଯୋଡ଼ି ଭାରତ ବାସୀ ଙ୍କ ସାହାଯ୍ୟ ମାଗିଲେ ଇମ୍ରାନ, କହିଲେ ମୋ ଲୋକ କାଶ୍ମୀର ମାଗିବେନି କିନ୍ତୁ ମତେ ଭାରତବାସି ବଞ୍ଚାଇ ଦିଅ

 
Special report
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଇମ୍ରାନ ଖାନଙ୍କୁ ପୁଣି ବଡ଼ ଧରଣର ଝଟକା।ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଇସଲାମାବାଦ ସେଶ୍ନଶ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।୨୦୧୮ ରେ ରାଷ୍ଟ୍ ମୁଖ୍ୟ ଭାବରେ ଇମ୍ରାନ ଖାନ୍ ଙ୍କୁ ରାଷ୍ଟ୍ର ଏବଂ ବୈଦେଶିକ ପଦାଧିକାରୀ ମାନେ ଅନେକ ଉପହାର ମଧ୍ୟ ଦେଇଥିବାର ଜଣାପଡିଛି।
୨୦୧୮ ରେ ପ୍ରଧାନମନ୍ତ୍ରୀ ଥିବା ବେଳେ ଇମ୍ରାନ ଖାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନ ଖଞ୍ଜିତ ଖଣ୍ଡା ଉପହାର ମିଳିଥିଲା।ସେଥିରୁ ତିନୋଟି ଦାମୀ ଘଣ୍ଟା କୁ ୩୬ ନିୟୁତ ଟଙ୍କା ରେ ଇମ୍ରାନ ଖାନ ବିକ୍ରି କରି ଦେଇଥିଲେ।
Special report
ଏହା ସହିତ ଉପହାର ସମ୍ପର୍କ ରେ ଦେଇଥିଲେ ମିଥ୍ୟା ତଥ୍ୟ।ସେ ପାଇଥିବା ଉପହାର ମଧ୍ୟ ରହିଛି।ଏକ ଦାମୀ ପେନ୍, ଚାରୋଟି ଘଡି ପ୍ରଭୃତି।ଏହା ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କୁ ଯେଉଁ ଉପହାର ମିଳିଥିଲା ତାକୁ ସରକାରୀ ମାଲିକାନା ଧୀନ ତୋଷଖାନା ରେ ରଖାଯିବ।ତୋଷଖାନା ରୁ ଏହି ଘଣ୍ଟା ଗୁଡ଼ିକ କିଣିବା ପାଇଁ ନିଜ ପକେଟ୍ ମନି ବ୍ୟବହାର କରିବା ଆବଶ୍ୟକ।
ମାତ୍ର ସେହି ଘଣ୍ଟା ବିକ୍ରି ପରେ ପ୍ରତି ଘଣ୍ଟା ପିଛା କୋଡ଼ିଏ ପ୍ରତିଶତ ଅର୍ଥ ଜମା ରହିବ।ଇସଲାମାବାଦ ଅତିରିକ୍ତ ସେଶ୍ନଶ କୋର୍ଟ କୋର୍ଟ କରିଲେ ଦୋଷୀ।
୨୦୧୮ ରେ ଘଟିଲା ତୋଷଖାନା ଦୁର୍ନୀତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାମୀ ଉପହାର କୁ ବିକ୍ରି କରିଦେଇଥିବା ଅଭିଯୋଗ କରାଯାଇଛି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.