Movie prime

ହେ ଭଗବାନ୍ କି ଦୁଃଖ ! ସକାଳୁ କଲେଜ୍ କୁ ଯାଉଥିବା ବେଳେ କଲେଜ୍ ଛାତ୍ରୀ ଙ୍କୁ ଚାପିଦେଲା ଟ୍ରକ୍ , ଘଟଣାସ୍ଥଳ ରେ ହେଲା ମୃତ୍ୟୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଦୁଇ ଜଣ କଲେଜ୍ ଛାତ୍ରୀ ଆଖି ବୁଜିଛନ୍ତି। ଆଜି ସକାଳେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଛାତ୍ରୀ ଏବେ ଆଖି ବୁଜି ଦେଇଛନ୍ତି।
Special report
ସୁଚନା ମୁତାବକ ତିନି ଜଣ କଲେଜ୍ ଛାତ୍ରୀ କଲେଜ୍ ରୁ ପାଠ ସାରି ଘରକୁ ଫେରୁଥିବା ସମୟରେ ଅଚାନକ ପଛ ଆଡୁ ଏକ କଣ୍ଟେନର ଆସିଥିଲା। ଆଉ ତାଙ୍କ ଉପରେ ମଧ୍ୟ ଚଢି ଯାଇଥିଲା। ଏହାପରେ ଛାତ୍ରୀ ଦୁଇ ଜଣ ଙ୍କୁ ସାଙ୍ଗେ ସଙ୍ଗେ ବୁର୍ଲା ମେଡିକାଲ କୁ ନିଆ ଯାଇଥିଲା ।
ହେଲେ ଏବେ ସୁଚନା ମିଳିଛି କି ଦୁଇ ଜଣ ଛାତ୍ରୀ ତାଙ୍କର ଆଖି ବୁଜି ଦେଇଛନ୍ତି। ଆଉ ଜଣେ ଛାତ୍ରୀ ମଧ୍ୟ ଏବେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ରେ ଅଛନ୍ତି।
ଦୁଇ ଜଣ ଛାତ୍ରୀ ଙ୍କ ଜୀବନ ଚାଲି ଯାଇଛି ତାଙ୍କ ନାମ ହେଉଛି ଅନୁପମା ମଲ୍ଲିକ ଓ ଅନ୍ୟଜଣେ ହେଉଛନ୍ତି ଜୟଶ୍ରୀ ରଣା। ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ଲରମ୍ବା ସ୍ଥିତ ପୋଡବାଡ଼ି ରେ।
Special report
କୋଦ ବହାଲ କଲେଜ୍ ରେ ଏହି ତିନି ଜଣ ଛାତ୍ରୀ ପାଠ ପଢନ୍ତି। ସେ ଘରକୁ ଫେରିବା ସମୟରେ ହିଁ ତାଙ୍କ ଉପରେ ଚଢ଼ି ଯାଇଥିଲା ଟ୍ରକ୍। ଘଟଣା ସ୍ଥଳରେ ମଧ୍ୟ ସ୍ଥାନୀୟ ଲୋକ ମାନଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା।
ଅଞ୍ଚଳ ବାସୀ ଏହା କହିଛନ୍ତି କି ଏହି ଗାଡ଼ି ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉ ଥିଲେ। ଯାହା ଫଳରେ କି ଏଭଳି ଏତେ ବଡ଼ ଦୁର୍ଘଟଣା ଘଟି ଯାଇଥିଲା। ଏହି ଗାଡ଼ି ଚାଳକ କୁ କଠୋର ଦଣ୍ଡ ଦାବୀ କରିଛନ୍ତି ଅଞ୍ଚଳବାସୀ।
ସାଧାରଣ ଅସାବଧାନତା ପାଇଁ ଅକାରଣ ରେ ଦୁଇଜଣ ଯୁବତୀ ଙ୍କ ଜୀବନ ବିନା କାରଣରେ ଚାଲି ଯାଇଛି। ଆଉ ସେଥିପାଇଁ ଏବେ ସମସ୍ତେ ଖୁବ୍ ଦୁଃଖିତ ମଧ୍ୟ ଅଛନ୍ତି। ସେଥିପାଇଁ ସର୍ବଦା ସଡ଼କ ନିରାପତ୍ତା ନୀୟମ ମାନି ଗାଡ଼ି ଚଳାଇବା ଉଚିତ।
କାରଣ ଏଭଳି ନକଲେ ଅକାରଣରେ ଅନେକ ଜୀବନ ଚାଲି ଯିବ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.