Movie prime

ଶାସ୍ତ୍ର ଅନୁସାରେ ସକାଳ ୩ - ୫ ମଧ୍ୟରେ ନିଦ ଭାଙ୍ଗିଗଲେ ଭଗବାନ ଆପଣଙ୍କୁ ଦେବାକୁ ଚାହାନ୍ତି ଏହି ଗୁପ୍ତ ସଂକେତ ଯାହା ଆପଣ ଜାଣିବା ନିହାତି ଜରୁରୀ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଦ ଭାଙ୍ଗିଯିବା କଥାକୁ ଲୋକମାନେ ସାଧାରଣ ଅର୍ଥରେ ନେଇଯାଇଥାନ୍ତି। ଏହାର ଅର୍ଥ ଆପଣମାନେ ଜାଣିବାକୁ ପାଇବେ। ଭୋର ସକାଳ ୩ ରୁ ୫ ଟା ସମୟ ଅବଧିକୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଇଥାଏ।
Special Report
ଏହି ସମୟରେ ଅନେକ ଅଲୌକିକ ଶକ୍ତି ମାନେ ପ୍ରଭାବଶାଳୀ ରହିଥାନ୍ତି। ଏହି ସମୟ ମଧ୍ୟରେ ଯେଉଁ ସକରାତ୍ମକ ଶକ୍ତି ଆପଣଙ୍କ ଆଖ ପାଖର ପରିବେଶରେ ବୁଲୁଥାନ୍ତି। ସେହି ଶକ୍ତି ଭୋର ସମୟରୁ ନିଦ ଭାଙ୍ଗିଯାଉଥିବା ଲୋକଙ୍କୁ କିଛି ସୂଚନା ଦେବା ପାଇଁ ଚାହିଁଥାନ୍ତି। 
ଏହି ଅଲୋକିକ ତଥା ସକାରାତ୍ମକ ଶକ୍ତି ଗୁଡିକ କିଛି ଶୁଭ ଖବର ଦେବା ପାଇଁ ଭୋର ସକାଳୁ ନିଦ ଭାଙ୍ଗିଦେଇଥାନ୍ତି। ସେଥିପାଇଁ ବ୍ରହ୍ମ ମୂହୁର୍ତ୍ତରେ ନିଦ ଭାଙ୍ଗିବା ଅତି ଶୁଭ ହୋଇଥାଏ।
Special Report
ଏହି ସମୟରେ ନିଦ ଭାଙ୍ଗିବା ଦ୍ଵାରା ଘରେ ଧନ ସମ୍ପତ୍ତି ବୃଦ୍ଧି ହେବାର ଆପଣଙ୍କୁ ସଂକେତ ମିଳୁଅଛି। ଯାହା ଦ୍ଵାରା ଆପଣଙ୍କ ଘରେ ସୁଖ, ସମୃଦ୍ଧି ଓ ଶୌହାର୍ଦ୍ଧ୍ୟ ବୃଦ୍ଧି ହେବାର ସୁବର୍ଣ୍ଣ ସୁଯୋଗ ଆସିଯାଇଛି। 
ସକାଳେ ବିଳମ୍ବରେ ନଉଠି ଶୀଘ୍ର ଉଠିବା ଦ୍ଵାରା ମଧ୍ୟ ଶୁଭ ହୋଇବା ସହ ଏହା ଆପଣଙ୍କ ସ୍ଵାସ୍ଥ ପାଇଁ ମଧ୍ୟ ଭଲ ହୋଇଥାଏ। ସଂପୂର୍ଣ୍ଣ ଅର୍ଥରେ କହିବାକୁ ଗଲେ ଭୋର ଉଠିବା ଦ୍ଵାରା ଆପଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆପଣ ମଜଭୁତ ରହିବେ।
Special Report
ସକାଳୁ ଜଲ୍ଦି ଉଠିବା ଦ୍ଵାରା ଲୋକମାନେ ନିଜ ଭିତରେ ଏକ ଅଲଗା ପ୍ରକାରର ସତେଜତା ଅନୁଭବ କରିଥାନ୍ତି। ଯାହା ତାଙ୍କ ସଂପୂର୍ଣ୍ଣ ଦିନ ପାଇଁ ମଧ୍ୟ ଭଲ ରହିଥାଏ। ଯେଉଁ ଲୋକମାନେ ସକାଳୁ ଶୀଘ୍ର ଉଠିଥାନ୍ତି। 
ସେମାନେ ସକାଳ ପ୍ରକୃତିର ଏକ ନିଆରା ମଜା ଅନୁଭବ କରିଥାନ୍ତି। ସେମାନେ ପରିବେଶକୁ ଭର ପୁର ଭାବରେ ଉପଭୋଗ କରିଥାନ୍ତି। ତେବେ ଯେଉଁ ଲୋକ ମାନଙ୍କର ନିଦ ଭୋର ସକାଳ ୩ ରୁ ୫ ଟା ମଧ୍ୟରେ ମନକୁ ମନ ସ୍ଵତଃ ପୂର୍ବକ ଭାବେ ଭାଙ୍ଗିଯାଇଥାଏ।
ତେବେ ଏଥି ପ୍ରତି ଆପଣ ବିଚଳିତ ନହୋଇ ମନକୁ ଖୁସି କରନ୍ତୁ। କାରଣ ସେହି ଲୋକ ମାନେ ଅତି ଭାଗ୍ୟଶାଳୀ ହୋଇଥାନ୍ତି। ଭଗବାନଙ୍କ ବିଶେଷ କୃପା ସେହି ବ୍ୟକ୍ତି ମାନଙ୍କ ଉପରେ ରହିଥିବା କାରଣରୁ ସେମାନେ ଶୀଘ୍ର ଉଠିଯାଇଥାନ୍ତି।