Movie prime

ହେ ଭଗବାନ୍, ସକାଳୁ ସକାଳୁ ଆସିଗଲା ଗୋଟେ ବହୁତ୍ ବଡ଼ ଦୁଃଖ ଖବର, ଭାତ ଖାଉ ଖାଉ ଚାଲିଗଲା ଜୀବନ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦେଓଲ ପରିବାର ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ପରିବାର।ଯେଉଁଥିପାଇଁ ଆଜି ସମସ୍ତେ ସେମାନଙ୍କୁ ଭଲଭାବେ ଜାଣିଛନ୍ତି
କାରଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେମାନଙ୍କର ଖୁବ ନାମ ରହିଥିବା ବେଳେ ବଲିଉଡ ପ୍ରତି ସେମାନଙ୍କର ଖୁବ ଅବଦାନ ମଧ୍ଯ ରହିଛି। ଆପଣ ମାନେ ଏହା ଜାଣିଥିବେ କି ଧର୍ମେନ୍ଦ୍ର ହେଉଛନ୍ତି ଜଣେ ବେଶ ଭଲ ଅଭିନେତା।
Special report
ସେଥିପାଇଁ ସାରା ଭାରତରେ ସେ ବେଶ ପରିଚିତ ମଧ୍ୟ। ଘରେ ଘରେ ତାଙ୍କୁ ପ୍ରତ୍ୟେକ ଲୋକ ବେଶ ଭଲ ଭାବରେ ଜାଣନ୍ତି। ସେ ବଲିଉଡ କୁ ଅନେକ ହିଟ ସିନେମା ଗୁଡିକ ମଧ୍ୟ ଭେଟି ଦେଇଛନ୍ତି। ତାଙ୍କ ସିନେମା ଗୁଡ଼ିକୁ ଆଜି ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥାନ୍ତି।
ତାଙ୍କ ପରିବାର ର ସମସ୍ତ ସଦସ୍ୟ ଖୁବ୍ ଜଣାଶୁଣା ହୋଇଥିବା ବେଳେ ସେମାନଙ୍କୁ ଖୁବ ସମ୍ମାନ ମଧ୍ୟ ଦିଆଯାଏ। ସମସ୍ତେ ତାଙ୍କୁ ଗୋଟେ ବୋଲି ଭାବନ୍ତି।
ନିକଟରେ କିନ୍ତୁ ତାଙ୍କ ପରିବାର କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି। ତାଙ୍କ ପରିବାର ଉପରେ ବର୍ତ୍ତମାନ୍ ବହୁତ ବଡ଼ ବିପଦ ଆସି ଯାଇଥିବା କଥା ମଧ୍ୟ କୁହା ଯାଇଛି। ଏହି ଖବର ଶୁଣିବା ପରେ ସମସ୍ତେ ମଧ୍ଯ ଖୁବ୍ ଦୁଃଖୀ ହୋଇ ଯାଇଛନ୍ତି।
Special report
ବର୍ତ୍ତମାନ୍ ଏହା ଖବର ଆସୁଛି କି ସନ୍ନି ଦେଓଲ ଏବଂ ବବି ଦେଓଲଙ୍କ ମାଆ ଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ ଖରାପ୍ ହୋଇ ଯାଇଛି। ଯାହାକୁ ନେଇ ସମସ୍ତେ ଖୁବ୍ ଚିନ୍ତାରେ ପଡ଼ି ଯାଇଛନ୍ତି।
ଏହି କାରଣରୁ ଏବେ ତାଙ୍କ ପରିବାରକୁ ନେଇ ଗଣ ମାଧ୍ୟମରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଖୁବ୍ ଚିନ୍ତିତ ହୋଇ ପଡିବା ସହ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି।
ସେମାନଙ୍କ ମାତା ଙ୍କ ପାଇଁ ଲୋକ ମାନେ ପ୍ରାର୍ଥନା କରୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ପ୍ରତିକ୍ରିୟା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.