Movie prime

ହେ ଭଗବାନ ସକାଳୁ ସକାଳୁ ଘଟିଲା ଭୀଷଣ ଦୁର୍ଘଟଣା : ଘଟଣାସ୍ଥଳ ରେ ଘଟିଲା ଯୁବକ ର ମୃତ୍ୟୁ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସକାଳ ସମୟରେ ଭୟଙ୍କର ଭାବରେ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି।
Special Report
ଝାରସୁଗୁଡା ଜିଲ୍ଲାରେ ଏଭଳି ଏକ ଦୁର୍ଘଟଣା ହୋଇଛି ସେଠାରେ ଏକ ବାଇକ କୁ ପିଟିଲା ଅଜଣା ଗାଡ଼ି। ଆଉ ଏହି ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି।
ସୁଚନା ମୁତାବକ ଝାରସୁଗୁଡାର ୪୯ ନମ୍ୱର୍ ଜାତୀୟ ରାଜପଥ ଗୌଡପଡ଼ା ନିକଟରେ ଏକ ମଟର ସାଇକଲ କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି। ଯାହାଫଳରେ କି ଏହି ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଚାଲି ଯାଇଛି।
ବର୍ତ୍ତମାନ୍ ସୁଦ୍ଧା ମଧ୍ୟ ମୃ-ତ-କ ଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ। ଘଟଣା ସ୍ଥଳରେ ଖବର ପାଇବା ମାତ୍ରେ ତୁରନ୍ତ ବେଲପାହାଡ଼ ପୋଲିସ୍ ଆସି ପହଞ୍ଚି ଯାଇଥିଲା। ଏଜପରେ ଏହି ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ ତଦନ୍ତ କରୁଛି।
Special Report
ତେବେ ଆପଣ ମାନେ ଜାଣି ପାରୁ ଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଦୁର୍ଘଟଣା ମାନ ଘଟିବାରେ ଲାଗୁଛି ଯାହା ପାଇଁ ଅକରଣରେ ଜୀବନ ମଧ୍ୟ ଚାଲି ଯାଉଛି।
ଏହାର କାରଣ ହେଉଛି ଦୃତ ଗତି ଓ ଅସାବଧାନତା ସହକାରେ ଗାଡ଼ି ଚଳାଇବା। ଯଦି ଗାଡ଼ି ଚଳାଇବା ସମୟରେ ଟିକେ ହେଲେ ମଧ୍ୟ ସେମାନେ ସାବଧାନତା ଅବଲମ୍ବନ କରି ଥାନ୍ତେ ବୋଧ ହୁଏ ଆଜି ଆଉ ଏଭଳି ଘଟଣା ଆଦୌ ଦେଖାଯାଇ ନଥାନ୍ତା।
ଏହି ଘଟଣା ନିଶ୍ଚିତ ଭାବରେ ଖୁବ୍ ଦୁଃଖ ପୂର୍ଣ୍ଣ ଅଟେ। କାରଣ ଏହି ଦୁର୍ଘଟଣାର ପରିଣାମ ଏବେ ତାଙ୍କର ପରିବାର କୁ ଭୋଗିବାକୁ ପଡ଼ିବ। କାରଣ ନିଜ ଲୋକଙ୍କୁ ହରାଇ ସେମାନେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବେ।
ସେଥିପାଇଁ ଆପଣ ସାବଧାନତା ସହକାରେ ଗାଡ଼ି ଚଳାନ୍ତୁ ଆଉ ନିଜେ ସୁରକ୍ଷିତ ରୁହନ୍ତୁ। ତେବେ ଏହି ଦୁର୍ଘଟଣାର କାରଣ କଣ ହୋଇ ପାରେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।