Movie prime

ହେ ଭଗବାନ, ସକାଳୁ ସକାଳୁ ଘଟିଗଲା ଭୀଷଣ ଦୁର୍ଘଟଣା, ଟ୍ରେନ ଲାଇନ ରେ ମୁଁହା ମୁହିଁ ଦୁର୍ଘଟଣା ଘଟିଲା କାର - ବସ ଦୁର୍ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଉରକେଲା ସ୍ଥିତ ଗୁଲୁଆଁ ଶିଳ୍ପାଞ୍ଚଳ ରେ ଥିବା ରେଳ ଫାଟକ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଯାଇଛି।
Special report
ଯାହାକି ରାଉରକେଲା ରୁ ବଲଣ୍ଡା କୁ ଯାଉଥିବା ଏକ ଘରୋଇ ବସ୍ ତରବରିଆ ଭାବରେ ରେଳ ଫାଟକ ପାର କରୁଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ସ୍ଵିଫ୍ଟ କାର କୁ ଧକ୍କା ଦେଇଥିଲା। ଫଳରେ କାର ଟି ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ,
ବସ୍ ମଧ୍ଯ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇ ଯାଇଥିଲା। ବସ ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ସହ କଣ୍ଡକ୍ଟର ମଧ୍ୟ ଗୁରୁତର ହୋଇଥିବା ଜଣା ପଡ଼ିଛି।
ଏଥି ସହ କାର ରେ ଥିବା ଯାତ୍ରୀ ମାନେ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ଯାଇଛନ୍ତି। ପରେ ସମସ୍ତ ଆହତ ଯାତ୍ରୀ ଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ସହାୟତା ରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସରକାରୀ ଡାକ୍ତରଖାନା କୁ ପଠା ଯାଇଥିଲା।
Special report
ସୁଚନା ମୁତାବକ ସେହି ଫାଟକ ଦେଇ ଅନେକ ଭାରି ଯାନ ଯିବା ଆସିବା କରିଥାଆନ୍ତି। ହେଲେ ସେଠାରେ ଅନେକ ଦିନ ଧରି ଓଭର ବ୍ରିଜ ର ନିର୍ମାଣ କାର୍ଯ୍ୟ ସରି ନଥିବାରୁ ବାରମ୍ବାର ଏଭଳି ଭାବରେ ଦୁର୍ଘଟଣା ଘଟୁଥିବା କଥା କୁହା ଯାଇଛି।
ଟିକେ ଅନିୟମିତତା ଓ ଅସାବଧାନତା କାରଣରୁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଯଦି ସେମାନେ ରାସ୍ତାରେ ଯାତାୟାତ ନିୟମ ମାନି ଥାଆନ୍ତେ ତେବେ ବୋଧ ହୁଏ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା।
ଏହି ଦୁର୍ଘଟଣା ସମ୍ପର୍କରେ ବର୍ତ୍ତମାନ୍ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଭଗବାନ ଙ୍କ ଦୟାରୁ ସମସ୍ତେ ସୁରକ୍ଷିତ ଅଛନ୍ତି। ହେଲେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।
ତେବେ ଏହି ଦୁର୍ଘଟଣା କଣ ପାଇଁ ଘଟିଲା ଓ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଆପଣଙ୍କ ପ୍ରତିକ୍ରିୟା ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.