Movie prime

ସକାଳୁ ସକାଳୁ କାନ୍ଦ ବୋବାଳି କରି ରଙ୍ଗୀନ ହେଲେ ଅନୁଭବ ! ବର୍ଷା ମାଡାମ୍ ମୋ ପରିବାର କୁ ଆଉ ନଷ୍ଟ କରନ୍ତୁନି

 
Special report
ନମସ୍କାର ପାଠକ ବନ୍ଧୁ।ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ଙ୍କ ଛାଡ ପତ୍ର ମାମଲା କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳିଛି।ସୋସିଆଲ ମିଡିଆରେ ଅନୁଭବ ମହାନ୍ତି କାନ୍ଦୁଥିବା ଅବସ୍ଥା ରେ ବର୍ଷା କିନ୍ତୁ ଚୁପ୍ ଅଛନ୍ତି।
Special report
ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କୁ ସବୁ ଆକାଉଣ୍ଟ ରୁ ବ୍ଲକ କରି ଦେଇଛନ୍ତି।ସେ ଜମା ବି ଅନୁଭବ ଙ୍କୁ ଛାଡ ପତ୍ର ଦେବେ ନାହି ବୋଲି କହିଛନ୍ତି।ଏଭଳି ପରିସ୍ଥିତି ରେ ଅନୁଭବ ନିଜ କୋହ ସମ୍ଭାଳି ପାରି ନାହାନ୍ତି।ନିଜ ଦୁଃଖ କୁ କହିବାକୁ ଯାଇ ସେ ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ଛାଡୁ ଛନ୍ତି।
ସୂଚନା ଅନୁସାରେ ଗତ କାଲି ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏବଂ ସେଥିରେ ସେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଗୁହାରି କରି କହିଥିଲେ କି ବର୍ଷା ତମେ ଛାଡ ପତ୍ର କୁ ସ୍ବୀକାର କରି ନିଅ।
ବହୁତ କଷ୍ଟ ଦେଲଣି ମୋତେ।ଆଉ ସହି ହେଉ ନାହି।ମୋ ପରିବାର ଦୁଃଖ କୁ ଟିକେ ବୁଝ।ମୋ ବାପା ଙ୍କ ଦେହ ବହୁତ ଖରାପ ହୋଇ ଯାଇଛି।ତମେ ମୋତେ ଛାଡ଼ ପତ୍ର ଦେଇ ସବୁ କିଛି ଠିକ୍ କରି ଦିଅ।ଆଉ ସେମାନଙ୍କୁ କଷ୍ଟ ଦିଅନି।
Special report
ଆମେ ସବୁଦିନ ପାଇଁ ସାଙ୍ଗ ହୋଇ ରହିବା।ଏମିତି କିଛି କହି ସୋସିଆଲ ମିଡିଆରେ କାନ୍ଦି ପକାଇ ଥିଲେ ଅନୁଭବ ମହାନ୍ତି।ସେ ଆହୁରି ମଧ୍ୟ କହିଥିଲେ କି ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ସବୁ ଆକାଉଣ୍ଟ ରୁ ବ୍ଲକ କରି ଦେଇଛନ୍ତି।
ଏବେ ସମସ୍ତେ କହୁଛନ୍ତି କି ଅନୁଭବ ମହାନ୍ତି ଙ୍କ ଏଭଳି କାର୍ଯ୍ୟ କଳାପ ବର୍ଷା ଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନାହି।ଏହି କିଛି ଦିନ ତଳେ କଟକ ପାରିବାରିକ କୋର୍ଟ ସେମାନଙ୍କ ଛାଡ ପତ୍ର ମାମଲା କୁ ଖାରଜ କରି ଦେଇଥିଲେ।ଓ ଉଭୟ ଏକାଠି ମିଶି ରହିବା ମାମଲା କୁ ମଧ୍ୟ ଖାରଜ କରି ଦେଇଥିଲେ।
ଏବେ ଉଭୟ ନିଜ ନିଜ ଭିତରେ ଝଗଡ଼ା କରିବା ଆରମ୍ଭ କରି ଦେଇଛନ୍ତି।ଅନେକ ବୃଦ୍ଧିଜିବୀ ମାନେ ସେମାନଙ୍କ ର ଏହି ସୋସିଆଲ ମିଡିଆରେ ରେ ଝଗଡ଼ା କୁ ପସନ୍ଦ କରି ନାହାନ୍ତି।ଏତେ ବଡ ପଦବୀ ରେ ଥାଇ ମଧ୍ୟ ସେମାନେ ସେପରି ପିଲା ଙ୍କ ଭଳି ଲଢ଼ୁ ଛନ୍ତି।ଏବେ ଦେଖିବାକୁ ବାକି ରହିଲା ଉଭୟ କେବେ ଏକାଠି ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.