Movie prime

ଶାଳୀ କୁ ଚକଲେଟ ଦେଇ ବଳାତ୍କାର କରି ଚାଲିଲା ଭିଣେଇ!! ପରେ ସତ ଜଣା ପଡ଼ିବାରୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କିଭଳି ଭାବରେ ଅଜବ ଅଜବ ଘଟଣା ମାନ ଘଟିବାରେ ଲାଗିଛି। ଲୋକ ମାନେ ନିଜ ସ୍ବାର୍ଥ ପାଇଁ ଏବେ କିଛି ବି କରିବାକୁ ପ୍ରସ୍ତୁତ ଅଟନ୍ତି।
ଲୋକ ମାନେ ମଧ୍ୟ ନିଜ ପ୍ରେମ ସମ୍ମୁଖରେ ସବୁ କିଛି ଭୁଲି ଯାଉଛନ୍ତି। ଏବେ ନିକଟରେ ଗୋରଖପୁର ଚୋରିଚୌରା ଠାରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ ଶୁଣିଲେ ଆପଣ ମଧ୍ଯ ଆଶ୍ଚର୍ଯ୍ୟ ହୋଇ ଯିବେ।
Special Report
ସେଠାରେ ଏକ ମହିଳା ନିଜ ଦିଅର ଙ୍କୁ ବାହା ହୋଇଛନ୍ତି। ଏହା ନିଶ୍ଚିତ ଭାବରେ ଏକ ନିନ୍ଦନୀୟ କାର୍ଯ୍ୟ ଅଟେ। ଆଉ ଏହି ଭଳି ଏକ ଘୃଣ୍ୟ କାମ କୁ ମଧ୍ଯ ଏବେ ଚାରି ଆଡେ ଖୁବ ନିନ୍ଦା କରାଯାଉଅଛି।
ତେବେ ଆପଣ ମାନେ ଜାଣିଥିବେ କି ଭାଉଜ ଙ୍କୁ ସଦା ସର୍ବଦା ମାଆ ର ସ୍ଥାନ ଦିଆ ଯାଇଥାଏ। ଆଉ ଏବେ ଏହି ଭାଉଜ ଜଣକ ସମଗ୍ର ଭାଉଜ ଜାତି ଉପରେ କଳଙ୍କ ଲଗାଇ ଦେଇଛନ୍ତି। ଆଉ ତାଙ୍କ ପାଇଁ ସମସ୍ତେ ଏବେ ବଦନାମ ହେଉଛନ୍ତି।
Special Report
ତେବେ ଏହି ମହିଳା ଜଣକ ତାଙ୍କର ବିବାହର କିଛି ଦିନ ପରେ ହିଁ ତାଙ୍କର ଦିଅର ଙ୍କ ଅତ୍ୟନ୍ତ ନିକଟତର ହୋଇ ଯାଇଥିଲେ। ଆଉ ସେ ତାଙ୍କ ଦିଅର ଙ୍କ ସହ ଅନେକ ଥର ସମ୍ବନ୍ଧ ମଧ୍ୟ ସ୍ଥାପନ କରିଥିଲେ।
Special Report
ମାତ୍ର ଯେତେବେଳେ ସେ ତାଙ୍କର ଦିଅର ଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ତାଙ୍କର ଦିଅର ବିବାହ କରିବାକୁ ବାରଣ କରି ଦେଇଥିଲେ। ଏହାପରେ ମହିଳା ଜଣକ ଥାନାରେ ତାଙ୍କର ଦିଅର ନାମରେ ଏତଲା ଦେଇଥିଲେ।
ଆଉ ଏହାପରେ ପୋଲିସ ର ଉପସ୍ଥିତି ରେ ହିଁ ଦୁହେଁ ଦୁହିଁଙ୍କୁ ବରମାଳା ପିନ୍ଧାଇ ଥିଲେ। ବଡ଼ ଆଶ୍ଚର୍ଯ୍ୟ ର କଥା ଏହା କି ମହିଳା ଜଣକ ସ୍ୱାମୀ ଜୀବିତ ମଧ୍ୟ ଅଛନ୍ତି। ହେଲେ ମହିଳା ଜଣକ ତାଙ୍କର ଦିଅର ଙ୍କ ପ୍ରେମରେ ଏଭଳି ପାଗେଳି ହୋଇ ଗଲେ
Special Report
 ଯେ ଶେଷରେ ତାଙ୍କର ଦିଅର ଙ୍କୁ ସେ ବିବାହ କରି ପକାଇଲେ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.