Movie prime

ଶାଳୀ ସହ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା , ଜବରଦସ୍ତି ହେଲା ବିବାହ !!

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଏହି ଘଟଣା ଗୁଡ଼ିକୁ ମଧ୍ଯ କେହି ହେଲେ ବିଶ୍ବାସ କରି ପାରୁ ନାହାଁନ୍ତି।
ବର୍ତ୍ତମାନ୍ ଦିନକୁ ଦିନ ଏଭଳି ଆଶ୍ଚର୍ଯ୍ୟ କର ଘଟଣା ମାନେ ବଢ଼ିବାରେ ଲାଗିଛି। ଆଉ ସୋସିଆଲ ମିଡିଆ ପାଇଁ ମଧ୍ଯ ଏହି ସବୁ ଘଟଣା ଅତି ସହଜରେ ଭାଇରାଲ ହୋଇ ଯାଉଛି। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
Special Report
ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟି ଯାଇଛି ବିହାର ର ଚାପ୍ରା ଠାରେ ସେଠାରେ ବିବାହ କରିବା ପାଇଁ ବର ବରଯାତ୍ରୀ ନେଇ ଆସିଥିଲା। କନ୍ୟା ମଧ୍ୟ ବରକୁ ଅପେକ୍ଷା କରି ବସିଥିଲା।
ହେଲେ ହଠାତ୍ କନ୍ୟା ର ସାନ ଭଉଣୀ ଯାଇ ସେହି ବର କୁ କଲ୍ କରି ଦେଇଥିଲା। ଆଉ ତାହାପରେ ଯାହା ଘଟିଥିଲା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ବର ଟିର ପ୍ରେମ ସମ୍ପର୍କ ସମସ୍ତଙ୍କ ସାମ୍ନାରେ ଧରା ପଡି ଯାଇଥିଲା।
ହେଲେ ସବୁଠାରୁ ବଡ଼ କଥା ଏହା କି ଉକ୍ତ ବର ର ପ୍ରେମିକା ଆଉ କେହି ନୁହେଁ ବରଂ ସେ ହେଉଛି ବର ର ନିଜ ଶାଳୀ। ଅର୍ଥାତ ବିବାହ କରିବାକୁ ଯାଉଥିବା କନ୍ୟା ର ସାନ ଭଉଣୀ।
Special report
ଏହାପରେ ସେହି ଠାରେ ହିଁ ବିବାହ କୁ ସ୍ଥଗିତ ରଖା ଯାଇ ବର ର ବିବାହ ତାର ପ୍ରେମିକା ଶାଳୀ ସହ ହିଁ କରି ଦିଆ ଯାଇଥିଲା। ଆଉ ଏହି ବିବାହ ମଧ୍ୟ ପୋଲିସ ଓ ଗ୍ରାମରେ କିଛି ମୁଖିଆ ମାନଙ୍କ ଉପସ୍ଥିତି ରେ ହେଇଥିଲା।
ସମସ୍ତଙ୍କ ଉପସ୍ଥିତି ରେ ହିଁ କନ୍ୟା ମଥାରେ ସିନ୍ଦୂର ଭରିଥିଲା। ବର ଏହାପରେ ଦୁହିଁଙ୍କ ବିବାହ ମଧ୍ୟ ହୋଇଥିଲା। ଦୁହେଁ ତାଙ୍କର ବିବାହ ରେ ବେସ ଖୁସୀ ମଧ୍ୟ ଦେଖା ଯାଇଥିଲେ।
ଏହାପରେ ବର ବରଯାତ୍ରୀ ମାନଙ୍କ ସହ କନ୍ୟା କୁ ଧରି ନିଜ ଘରକୁ ଚାଲି ଯାଇଥିଲା। ଏବେ ଏହି ବିବାହର ଫୋଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମଧ୍ୟ ଦେଖି ସାରିଲେଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.