Movie prime

ନିଜ ସ୍ତ୍ରୀ ଆଉ ଶାଳୀ ସହ ଖରାପ ସମ୍ପର୍କ ରଖୁଥିଲା ସ୍ଵାମୀ, ପରେ ସତ ସାମ୍ନା କୁ ଆସିଯିବା ରୁ ଯାହା ହେଲା ଆପଣ ବିଶ୍ୱାସ କରି ପାରିବେ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି। ଦିନକୁ ଦିନ ଆମ ସମାଜ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ଯାହା କହିଲେ ନସରେ।
Special report
ମଣିଷ ଦିନକୁ ଦିନ ତାର ସବୁ ସୀମା ଭୁଲି ଗଲାଣି ଆଉ ଏଭଳି କିଛି କାମ କରି ବସୁଛି ଯାହାକୁ କି ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା ମଧ୍ୟ କରା ଯାଉଛି। ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ତେବେ ଆପଣ ମାନେ ଜାଣିଥିବେ କି ନାରୀ ମାନେ ଆମ ସମାଜରେ ରେ ପ୍ରତ୍ୟେକ କ୍ଷେତ୍ରରେ ନିର୍ଯାତିତା ହୋଇ ଆସୁଛନ୍ତି। ମାଆ ଗ-ର୍ଭରେ ରହିବା ଠାରୁ ଆରମ୍ଭ କରି ପୁଣି ଥରେ ମରିବା ପର୍ଯ୍ୟନ୍ତ ସେମାନେ ନିର୍ଯ୍ୟାତିତ ହେଉଛନ୍ତି।
Special report
ଆଜ୍ଞା ହଁ ବର୍ତ୍ତମାନ୍ ସମୟରେ ଏଭଳି ଅନେକ ଖବର ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉ ଥିବେ। କାରଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଅନେକ ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି।
ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ସେଠାରେ ଜଣେ ମହିଳା କୁ ଶାଶୁ ଘର ଲୋକ ଯୌତୁକ ଜନିତ ନିର୍ଯ୍ୟାତନା ଦେଇଥିଲେ। ଏହାପରେ ମହିଳା ଜଣଙ୍କୁ ତାଙ୍କର ଦିଅର ମଧ୍ୟ ଜୋର୍ ଜବରଦସ୍ତି କରି ଦୁ-ଷ୍କ-ର୍ମ କରିଥିଲେ।
Special report
ଆଉ ଯେତେବେଳେ ମହିଳା ଜଣକ ଏହା ବିରୁଦ୍ଧରେ ବିରୋଧ କରିବାକୁ ବାହାରି ପଡିଲେ ସେତେବେଳେ ଶାଶୂ ଘର ଲୋକେ ସ୍ଵାମୀ ଦ୍ବାରା ସ୍ତ୍ରୀ ଙ୍କୁ ତିନ୍ ତାଲାକ୍ ଦେଇ ଦେଲେ।
ଏବେ ଏହି ଘଟଣା ଉତ୍ତରପ୍ରଦେଶ ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଏବେ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଉ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
Special report
ଆଉ ପୋଲିସ ମଧ୍ୟ ଏବେ ମହିଳା ଙ୍କ ବୟାନ ଆଧାରରେ ଏହି ଘଟଣାର ତଦନ୍ତ କରିବାରେ ଲାଗି ପଡିଛି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।