Movie prime

୬୨ ବର୍ଷୀୟ ବୁଢ଼ା ସଲମାନ୍ ଏବେ ବାହୁନି ବାହୁନି କାନ୍ଦୁଛନ୍ତି, ଜୀବନ ବିତିଗଲା ହେଲେ ଭଲ ଝିଅଟେ ପାଇଲିନି

 
Special report
ନମସ୍କାର ପାଠକ ବନ୍ଧୁ।ସଲମାନ୍ ଖାନ୍ ବଲିଉଡ ର ଜଣେ ସୁପର ଷ୍ଟାର।ସେ ବହୁତ ବର୍ଷ ହେଲାଣି ଫିଲ୍ମ ଜଗତ ରେ ରହିଛନ୍ତି।ତାଙ୍କ ପ୍ରଥମ ଫିଲ୍ମ ହେଉଛି ତେରେ ନାମ ଯେଉଁଥିରେ ତାଙ୍କୁ ବହୁତ ସଫଳତା ମିଳିଥିଲା।
Special report
ଏହି ଅଭିନେତା ଜଣକ ତାଙ୍କ ଜୀବନ ରେ ଅନେକ ନାମ ଜମାଇଛନ୍ତି।ବଲିଉଡ କୁ ଅନେକ ହିଟ୍ ହିଟ୍ ଫିଲ୍ମ ଦେଇଛନ୍ତି।ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ଦର୍ଶକ ଦେଖିବାକୁ ପସନ୍ଦ କରନ୍ତି।ଲୋକ ଙ୍କ ପ୍ରତି ତାଙ୍କ ବ୍ୟବହାର ବହୁତ ଭଲ।ଯେଉଁଥିପାଇଁ ଲୋକେ ତାଙ୍କୁ ସମ୍ମାନ ଦିଅନ୍ତି।
ହେଲେ ଏହି ଅଭିନେତା ପାଇଁ ୨୦୨୩ ବର୍ଷ ବହୁତ ଖରାପ ଥିଲା।ଏହି ବର୍ଷ ସେ ବହୁତ କାନ୍ଦି ଛନ୍ତି।ତାଙ୍କର ସବୁଠୁ ପ୍ରିୟ ଲୋକ ତାଙ୍କୁ ଏ ବର୍ଷ ଛାଡି ଚାଲି ଯାଇଛନ୍ତି।ସେହି ପ୍ରିୟ ଲୋକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ର ପ୍ରଖ୍ୟାତ ନିର୍ଦ୍ଦେଶକ ସତିଶ କୌଶିକ।
Special report
ସତିଶ ଏହି କିଛି ଦିନ ତଳେ ଆ-ତ୍ମ-ହ-ତ୍ୟା କରିଥିଲେ।ତାଙ୍କ ଘରୁ ତାଙ୍କର ମୃତ ଦେହ ଉଦ୍ଧାର କରା ଯାଇଥିଲା।ସେ ଅନେକ ଦିନ ଧରି ଚିନ୍ତା ରେ ଥିଲେ।ଆର୍ଥିକ କ୍ଷେତ୍ର ରେ ସତିଶ ଦୁର୍ବଳ ଥିଲେ।ସେଥିପାଇଁ ସେ ଏପରି କଲେ।ଯାହାକି ସଲମାନ୍ ଖାନ୍ ଙ୍କୁ ବହୁତ କଷ୍ଟ ଦେଇଛି।
ତାଙ୍କର ଓ ସତିଶ ଙ୍କ ର ଏକ ବହୁତ ଭଲ ସଂପର୍କ ଥିଲା।ଏହା ଛଡ଼ା ସଲମାନ୍ ଙ୍କୁ ଛୋଟ ବେଳୁ ଯିଏ ଲାଳନ ପାଳନ କରିଥିଲେ ସେ ମଧ୍ୟ ଏହି ବର୍ଷ ଦୁନିଆ ଛାଡି ଚାଲି ଯାଇଛନ୍ତି ଗଲେ।ସଲମାନ୍ ଖାନ୍ ତାଙ୍କ ଘର କୁ ଯାଇଥିଲେ।
Special report
ସେଠାରେ ସେ ବହୁତ କାନ୍ଦି ଥିଲେ।ଏହା ପରେ ତାଙ୍କ ପ୍ରଥମ ଫିଲ୍ମ ତେରେ ନାମ ର ନିର୍ଦେଶକ ସିଦ୍ଦିକି ଇସ୍ମାଇଲ ଙ୍କ ର ମଧ୍ୟ ଏହି ବର୍ଷ ମୃ-ତ୍ୟୁ ହୋଇ ଥିଲା।ସେ ମାଲାୟଲମ୍ ଫିଲ୍ମ ର ନିର୍ଦେଶକ ଅଟନ୍ତି।ସଲମାନ୍ ଖାଁ ତାଙ୍କୁ ବହୁତ ଭଲ ପାଉ ଥିଲେ।
ଏହି ଅଭିନେତା ଜଣକ ଆଜି ବହୁତ କାନ୍ଦୁଛନ୍ତି।ଏହାର କାରଣ ହେଉଛି ତାଙ୍କର ଇଛା ଥିଲା କି ସେ ସିଦ୍ଦିକି ଙ୍କ ସହିତ ଆଉ ଏକ ଫିଲ୍ମ କରିବେ ବୋଲି।ହେଲେ ଏହା ଆଉ ସମ୍ଭବ ହୋଇ ପାରିଲା ନାହିଁ।ଯେଉଁଥିପାଇଁ ସେ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.