Movie prime

Dubai ରେ ସଲମାନ୍ କହିଲେ ଭାରତ ରେ ରହିବାକୁ ମତେ ସତରେ ଡର ଲାଗୁଛି, ମତେ ସବୁ ଭାରତୀୟ ମାରିବାକୁ ଚାହାଁନ୍ତି, ମୁ ସେଠି ସୁରକ୍ଷିତ ନୁହେଁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ହେଉଛନ୍ତି ବଲିଉଡ ର ଏକ ଆଗ ଧାଡ଼ି ର ଅଭିନେତା। ତାଙ୍କୁ ଲୋକ ମାନେ ଘରେ ଘରେ ଚିହ୍ନି ଛନ୍ତି।
ସେ ନିଜର ଅଭିନୟ ଓ ଆକ୍ସନ ବଳରେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ଘର କରି ରହୁଛନ୍ତି। ତାଙ୍କର ପ୍ରତ୍ୟେକ ଟି ଫିଲ୍ମ୍ ସୁପର୍ ହିଟ୍ ହୋଇଥାଏ। ଏବଂ ଲୋକ ମାନେ ମଧ୍ୟ ତାଙ୍କର ଫିଲ୍ମ୍ କୁ ଚାତକ ଭଳି ଚାହିଁ ରହିଥାନ୍ତି।
Special Report
ଲୋକ ମାନେ ତାଙ୍କୁ ସଦା ସର୍ବଦା ବଡ଼ ପରଦା ଉପରେ ଦେଖିବାକୁ ଖୁବ ପଶନ୍ଦ ମଧ୍ୟ କରନ୍ତି। ତେବେ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ଙ୍କ ଇଦ୍ ଅବସର ରେ ଏକ ଫିଲ୍ମ୍ ରିଲିଜ୍ ହୋଇଥିଲା ଯାହାର କି ନାମ ଥିଲା "କିସ୍ କି ଭାଇ କିସିକି ଜାନ"।
ଏହି ଫିଲ୍ମ୍ ଟି ତାଙ୍କର ସୁପର୍ ହିଟ୍ ମଧ୍ଯ ହୋଇ ସାରିଛି। ଏବଂ ଏହି ଫିଲ୍ମ୍ କୁ ଏକ ବଡ଼ ସଫଳତା ମଧ୍ଯ ମିଳିଛି। ଫିଲ୍ମ୍ କୁ ଏତେ ମାତ୍ରାରେ ସଫଳତା ମିଳି ଥିବାର ଦେଖି ସଲମାନ୍ ବେଶ ଖୁସୀ ମଧ୍ୟ ହୋଇ ଯାଇଛନ୍ତି।
ସେଥିପାଇଁ ସେ ଦୁବାଇ ଯାଇଛନ୍ତି। କାରଣ ଦୁବାଇ ତାଙ୍କୁ ବହୁତ ପଶନ୍ଦ ଆଉ ସେ ସେଠାକୁ ପ୍ରାୟତଃ ସମୟରେ ଯିବାକୁ ପଶନ୍ଦ ମଧ୍ୟ କରନ୍ତି। ନିକଟରେ ସଲମାନ୍ ସେଠାରେ ଏଭଳି କିଛି ଆମ ଦେଶ ଭାରତ ବିଷୟ ରେ ବୟାନ ଦେଇଛନ୍ତି ଯାହା ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି।
Special Report
ତେବେ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ଆମ ଭାରତରେ ଥିବା ସମୟରେ ତାଙ୍କୁ ତାଙ୍କର ଅଙ୍ଗରକ୍ଷୀ ମାନେ ସଦା ସର୍ବଦା ସୁରକ୍ଷା ପ୍ରଦାନ କରୁଥିଲେ।
ମାତ୍ର ଏବେ ତାଙ୍କୁ ଦୁବାଇ ରେ ବିନା ଅଙ୍ଗରକ୍ଷୀ ରେ ବୁଲୁ ଥିବାର ଦେଖିବାକୁ ମିଳିଛି। ଏହାର କାରଣ ପଚରା ଯିବାରୁ ସଲମାନ୍ ଖାନ ତାଙ୍କର ପ୍ରତିକ୍ରିୟା ଦେଇଥିଲେ କି ଯେତେବେଳେ ଭାରତରେ ସେ ଥାଆନ୍ତି ସେତେବେଳେ ତାଙ୍କୁ ସୁରକ୍ଷା କର୍ମୀ ଙ୍କ ବିଶେଷ ଆବଶ୍ୟକତା ପଡି ଥାଏ।
ମାତ୍ର ଯେତେବେଳେ ସେ ଦୁବାଇ ଆସନ୍ତି ସେତେବେଳେ ତାଙ୍କୁ ବିଶେଷ ମୁକ୍ତ ଅନୁଭଵ ହୁଏ। ନିଜ ଦେଶ ପ୍ରତି ଏଭଳି କଥା କହିଥିବା ଦେଖି ଲୋକ ମାନେ ଏବେ ତାଙ୍କ କଥାକୁ ପସନ୍ଦ କରି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.