Movie prime

୨୧ ବର୍ଷ ପୁରୁଣା କେସ ପାଇ ଅଚାନକ ଫସିଲେ ସଲମାନ୍ ଖାନ୍, କାନ୍ଦି କାନ୍ଦି କହିଲେ କଣ ବୁଢ଼ା ବୟସ ରେ ମତେ ଜେଲ୍ ହେବ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଏକ ବହୁତ ବଡ ଖବର ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ସଲମନ୍ ଖାଁ ଙ୍କୁ ଜାଣି ଥିବେ।ସେ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତା।ଅନେକ ଫିଲ୍ମ ରେ ସେ ଅଭିନୟ କରିଛନ୍ତି।ତାଙ୍କ ଅଭିନୟ କୁ ଲୋକ ମାନେ ଖୁବ୍ ପ୍ରଶଂସା କରନ୍ତି।
Special report
ଅଧିକ ବୟସ ହୋଇ ଯାଇଥିଲେ ବି ସେ ଏବେ ବି ଫିଲ୍ମ ରେ ହିରୋ ଭୂମିକା ରେ ଆସୁଛନ୍ତି।ତାଙ୍କ ଶରୀର ଉପରେ ତାଙ୍କ ବୟସ ର ଛାପ ପଡ଼ି ନାହିଁ।ସେ ବଲିଉଡ କୁ ଅନେକ ହିଟ୍ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି।ସୋସିଆଲ ମିଡିଆରେ ତାଙ୍କ ବିଷୟରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।
ଆଜି ଆମେ ତାଙ୍କ ବ୍ୟକ୍ତିଗତ କଥା ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ଜାଣି ଥିବେ ଯେ ସେ ଫୁଥ ପାଥ ରେ ଶୋଇ ଥିବା ଲୋକ ମାନଙ୍କ ଉପରେ ଗାଡ଼ି ଚଢାଇ ବା ଓ ହରିଣ ଶିକାର କରିବା ଅଭିଯୋଗ ରେ କିଛି ଦିନ ପାଇଁ ଜେଲ ଯାଇଥିଲେ।
Special report
ସେଠାରେ ତାଙ୍କୁ ଟଏଲେଟ ସଫା କରିବାକୁ କୁହା ଯାଇଥିଲା।ଏହି କଥା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। କାରଣ ସଲମନ ଖାଁ ବଲିଉଡ ର ଜଣେ ଏଡେ ବଡ ଅଭିନେତା।ଓ ଶେଷ ରେ ସେ ପୁଣି ଜେଲ୍ ରେ ଟଏଲେଟ ସଫା କରିବେ।
ଯେ କେହି ବି ଏ କଥା ଶୁଣୁ ଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ତାଙ୍କ ଭଳି ଜଣେ ଅଭିନେତା ଏପରି କରିବା ଠିକ୍ ନୁହେଁ।ଯେତେବେଳେ ତାଙ୍କୁ ଏ ବିଷୟ ରେ ପଚରା ଯାଇଥିଲା ସେ କହିଥିଲେ କି ଏହା ଏତେ ବଡ କଥା ନୁହେଁ।
Special report
କୌଣସି କାମ ଛୋଟ ବଡ ନ ଥାଏ।ସବୁ କାମ ସମାନ।ମୁ ଟଏଲେଟ ସଫା କରିଛି ବୋଲି ମୋ ମନରେ ଟିକେ ବି ଅଫସୋସ ନାହିଁ।ଆପଣ ମାନେ ବି ଏ ବିଷୟ ରେ ଅଧିକ ଭାବନ୍ତୁ ନାହିଁ।ସବୁ କାମ କୁ ସମାନ ବୋଲି ଭାବନ୍ତୁ।
Special report
ଏ କଥା ସଲମାନ୍ ଖାନ୍ ଙ୍କ ମୁହଁ ରୁ ଶୁଣିବା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି।ତାଙ୍କ ଭଳି ଅଭିନେତା ଏପରି କଥା କହିବେ ବୋଲି କେହି ବିଶ୍ବାସ କରି ପାରୁ ନାହାଁନ୍ତି।ଜେଲ ରେ ରହିବା ସମୟ ରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ି ଥିଲା।ସେ ଯାହାକୁ ଏବେ ଭାବି କାନ୍ଦି ପକାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.