କଣ ପାଇଁ ସଲମାନ୍ କୁ ଛାଡି ଦେଲେ ଐଶ୍ୱର୍ଯ୍ୟା କଲେ ଖୁଲାସା, କହିଲେ କି ସେଦିନ ରାତି ରେ...
May 5, 2023, 15:31 IST

ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସଲମାନ୍ ଖାନ୍ ଏବଂ ଅଭିନେତ୍ରୀ ଐଶ୍ଵରୀୟା ରାୟ ବଚନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ଥିଲେ।
ଆପଣମାନେ ଜାଣିଥିବେ ତାଙ୍କର ବ୍ରେକ ଅପ ହୋଇ ଯାଇଥିଲା।ଅଭିନେତ୍ରୀ ଐଶ୍ଵରୀୟା ଏକ ସାକ୍ଷାତକାର ସମୟରେ ସଲମାନ ଖାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ।

୯୦ ଦଶକର ଶେଷ ପର୍ଯ୍ୟାୟ ଥିଲା ଯେତେବେଳେ ସଲମାନ ଖାନ ଏବଂ ଐଶ୍ଵରୀୟା ରାୟଙ୍କ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଆଲୋଚନା ହେଉଥିଲା। ଏହି ଯୋଡିର ପ୍ରେମ କାହାଣୀ ୧୯୯୭ ରେ ଆରମ୍ଭ ହୋଇଥିଲା।
ସେତେବେଳେ ସଲମାନ ଖାନ ବଲିଉଡ ର ଜଣେ ସୁପରଷ୍ଟାର ହୋଇଥିଲେ ଏବଂ ଐଶ୍ଵରୀୟା ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ।

ଉଭୟ ଜୟ ଲୀଲା ଭନସାଲୀଙ୍କ ଫିଲ୍ମ 'ହମ୍ ଦିଲ ଦେ ଚୁକେ ସାନମ୍'ରେ ସ୍କ୍ରିନ୍ ସେୟାର କରିଥିଲେ ଏବଂ ଉଭୟଙ୍କ ଅନସ୍କ୍ରିନ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।କୁହାଯାଏ ଯେ ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ସେମାନେ
ପରସ୍ପରକୁ ଭଲ ପାଉଥିଲେ ହେଁ ସେମାନଙ୍କର ପ୍ରେମ ହାସଲ ହୋଇପାରି ନଥିଲା।ଏହାପରେ ବ୍ରେକ ଅପ ହୋଇ ଯାଇଥିଲା।ସାକ୍ଷାତକାର ରେ ଐଶ୍ଵରୀୟା ବଲିଉଡର ସୁଲତାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ।

ଏଥି ସହିତ ବ୍ରେକଅପ୍ ପରେ ୨୭ ସେପ୍ଟେମ୍ବର ୨୦୦୨ ରେ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଐଶ୍ଵରୀୟା କହିଛନ୍ତି ଯେ ବ୍ରେକଅପ୍ ପରେ ମଧ୍ୟ ସେ ତାଙ୍କୁ ଫୋନ୍ କରି ନିରର୍ଥକ କଥା କହୁଥିଲେ।
ସନ୍ଦେହ କରିଥିଲେ ଯେ ଐଶ୍ଵରୀୟା ତାଙ୍କ କୋ- ଷ୍ଟାର ଙ୍କ ସହ ସମ୍ପର୍କ ରହିଛି।ଅଭିଷେକ ଠାରୁ ଶାହାରୁଖ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଜଡିତ ଥିଲା।ସଲମାନ୍ ଐଶ୍ଵରୀୟା ଙ୍କ ସହିତ ଝଗଡ଼ା କରୁଥିଲେ।ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ ବୋଲି କହିଛନ୍ତି।