Movie prime

ସଲମନ ଙ୍କୁ ହାତଯୋଡି ବାହା ହେବାକୁ ଅନୁରୋଧ କଲେ ବାପା, ଆରେ ବାବୁ ଏବେ ତ ବାହା ହେଇଯା.. ନାତି ଆମେ କେବେ ଖେଳାଇବୁ

 
Special Report
ନମସ୍କାର ପାଠକ ବନ୍ଧୁ।ବଲିଉଡ ର ଗୋଟିଏ ଜଣା ଶୁଣା ନାମ ହେଉଚି ସଲିମ୍ ଖାଁ।ଯିଏ କି ସଲମାନ୍ ଖାଁ ଙ୍କ ବାପା।ତାଙ୍କୁ ଏବେ କିଏ ବା ନ ଜାଣେ।ସେ ଜଣେ ପଯୋଜକ ହେବା ସହିତ ଲେଖକ ରୂପେ ସମସ୍ତଙ୍କ ପାଖରେ ପରିଚିତ।
ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି।ଆଜି ସେ ଲୋକ ଙ୍କ ନିକଟ ରେ ଅନ୍ୟ ଗୋଟିଏ କାରଣ ପାଇଁ ଚର୍ଚ୍ଚା ରେ ଅଛନ୍ତି।ଏବେ ଶୁଣିବାକୁ ମିଳୁଚି ସଲିମ ଖାଁ ଙ୍କ ପୁଅ ର ବିବାହ ହେଉଥିଲା।ଏହି ବିବାହ ରେ ବଲିଉଡ ର ଅନେକ କଳାକାର ମାନେ ଯୋଗ ଦେଇ ଥିଲେ।
Special Report
ସୂଚନା ଅନୁସାରେ ସଲୀମ ଖାଁ ଙ୍କ ପୁଅ ପୁଣି ଥରେ ବିବାହ ହେଉଚି।ଏହି ବିବାହ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ।ରବିନା ଟଣ୍ଡନ ଓ ତାଙ୍କ ଝିଅ ମଧ୍ୟ ଏହି ବିବାହ ରେ ଉପସ୍ଥିତ ଥିଲେ।
ସେମାନେ ଏତେ ସଜ ହୋଇ ଏହି ବିବାହ କୁ ଆସିଥିଲେ କି ଯେ କେହି ତାଙ୍କୁ ଦେଖିବ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯିବ।ଆଜି ଆମେ ସେହି ବିବାହ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ବିବାହ ସଲମାନ୍ ଖାଁ ଙ୍କ ର ନୁହେଁ।ଏହା ତାଙ୍କ ସାନ ଭାଇ ଅରବାଜ୍ ଖାଁ ଙ୍କ ର ହୋଇ ଥିଲା।
ସେ ମଲାଇକା ଆରୋରା ଙ୍କୁ ପୂର୍ବ ରୁ ବିବାହ କରିଥିଲେ।ବିବାହ ର କିଛି ବର୍ଷ ପରେ ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ।ଏବେ ଅରବାଜ୍ ଶୁରା ନାମକ ଝିଅ କୁ ବିବାହ କରୁଛନ୍ତି। ଶୂରା ଜଣେ ମେକ୍ ଅପ୍ ଅର୍ଟିଷ୍ଟ।ସେ ଲୋକ ମାନଙ୍କ ମେକ ଅପ୍ କରନ୍ତି।ଦେଖିବାକୁ ବହୁତ ସୁନ୍ଦର।
Special Report
ଏବେ ସେ ଖାଁ ପରିବାର ବୋହୂ ରୂପେ ପରିଚିତ ହେଲେ।ଏହି ବିବାହ ରେ ବଲିଉଡ ର ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ଯୋଗ ଦେଇଥିଲେ।ରିତେଶ ଦେଶମୁଖ ଓ ଅକ୍ଷୟ କୁମାର ଙ୍କ ଭଳି ଅନେକ ଅଭିନେତା ଏହି ବିବାହ ରେ ଯୋଗ ଦେଇ ଥିଲେ।
କୁହା ଯାଉଚି ଯେ ଏ ଯାଏଁ ସଲମାନ୍ ଖାଁ ବିବାହ କରି ଥାନ୍ତି।ସେ ଏବେ ୫୮ ବର୍ଷ ରେ ପାଦ ରଖିଛନ୍ତି।ଆଜି ଏହି ଅଭିନେତା ଜଣକ ନିଜ ଅଭିନୟ ମାଧ୍ୟମ ରେ ଦେଶ ବିଦେଶ ରେ ପରିଚିତ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।
ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଲାଗି ଥାଏ।ଏବେ ତାଙ୍କ ପ୍ରଶଂସକ ମାନେ କହୁଛନ୍ତି କି ସଲମାନ୍ ଖାନ୍ କେବେ ବିବାହ କରିବେ ଦେଖିବାକୁ ବାକି ରହିଲା।