Movie prime

ସମଗ୍ର ଓଡ଼ିଶା ବାସୀ ଙ୍କୁ ବଳ ଯୋଗାଉଛି ନବୀନ ବାବୁ ଙ୍କ ବିଜୁ ଜନତା ଦଳ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଆଗରୁ ସଚିବ ରୂପେ ପରିଚିତ ଥିଲେ।ଏବେ ସେ ଅଧ୍ୟକ୍ଷ ହୋଇ ସାରିଛନ୍ତି।ସେ ଗତ କାଲି ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ କୁ ଆସି ଥିଲେ।
Special report
ସେ ସେଠାରେ ଲୋକ ଙ୍କୁ ତାଙ୍କ ଦଳ କୁ ଭୋଟ ଦେଇ ଜିତାଇ ଆଣିବା ପାଇଁ କହିଥିଲେ।ଆହୁରି ଅନେକ କଥା ସେ କହିଥିଲେ।ଏବେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଶୁଣା ଯାଉଛି ଯେ ସେ ଧାମନଗର ବିଧାୟକ ଙ୍କ ନାମ ରେ ଏକ ଗୁରୁତ୍ଵ ପୂର୍ଣ୍ଣ କଥା କହିଥିଲେ।
ତାଙ୍କ କହିବା ମୁତାବକ ଆପଣ ମାନେ ଯେଉଁ ସୂର୍ଯ୍ୟବଂଶୀ ଙ୍କୁ ଭୋଟ ଦେଇଥିଲେ।ସେ କେତେ ଥର ଆପଣ ମାନଙ୍କୁ ଡାକି ଥିଲେ।ଆପଣ ଙ୍କ ସେବା ରେ ସେ କେତେ ଥର ଆପଣ ମାନଂକ ନିକଟ କୁ ଆସିଛନ୍ତି ଆପଣ ମାନେ ଦେଖନ୍ତୁ।
ଏହି ଥର ବିଜେଡି କୁ ଭୋଟ ଦେଇ ଜିତାଇ ଆଣନ୍ତୁ।ଦେଖିବେ ଆପଣ ଙ୍କ ଅଞ୍ଚଳ ର ପ୍ରତି ଟି ଗାଁ ଗାଁ ରେ ଉନ୍ନତି ହେବ।ବିଜେପି କୁ ଭୋଟ ଦେଇ ଆପଣ ମାନେ କଣ ପାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ।ସେ କେତେ ଥର ଆପଣ ଙ୍କ ନିକଟ କୁ ଆସିଛନ୍ତି।
Special Report
ତାଙ୍କ କଥା ର ଜବାବ ଦେବାକୁ ଧାମନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି କି ମୁଁ ଜଣେ ୫ ଟି ଅଧକ୍ଷ ଙ୍କ ଏଭଳି କଥା କୁ ନେଇ ଦୁଃଖ ପ୍ରକାଶ କରୁଚି।
ଆଜି ଯାଏଁ ମୁଁ ଲୋକ ଙ୍କ ପାଇଁ କଣ କରିଛି ତାହା କେବଳ ମୋର ଧାମନଗର ଅଞ୍ଚଳ ର ଭାଇ ଓ ଭଉଣୀ ମାନେ ଜାଣି ଥିବେ।ସଭା କାର୍ଯ୍ୟ ଚାଲୁ ଥିବା ସମୟ ରେ ଜଣକ ଘର ପୋଡ଼ି ଯାଇଥିଲା।ମୁଁ ସେହି ସ୍ଥାନ ରେ ସେମାନଙ୍କ ସହିତ ଠିଆ ହୋଇ ଥିଲି।ସେମାନଙ୍କ ସୁଖ ଦୁଃଖ ରେ ମୁଁ ସବୁବେଳେ ରହିଛି।
ହେଲେ ଭି କେ ପାଣ୍ଡିଆନ ଙ୍କ ଏଭଳି ମନ୍ତବ୍ୟ କୁ ମୁଁ ନିନ୍ଦା କରୁଛି।ସେ ଯେଉଁ ଭଳି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କହିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ।
ଏହା ଅତ୍ୟନ୍ତ ହାସ୍ୟାସ୍ପଦ।କେନ୍ଦ୍ର ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ମୁଁ ଗାଁ ଗାଁ ଘର ଘର ବୁଲି ଲୋକ ଙ୍କ ସେବା କରିଛି।ମୋ ଲୋକ ମାନେ ଜାଣି ଛନ୍ତି ମୁଁ ତାଙ୍କ ପାଇଁ କଣ କରିଛି।କିଛି ଏଭଳି କଥା କହି ବିଧାୟକ ପାଣ୍ଡିଆନ ଙ୍କ କଥା ର ଜବାବ ରଖିଛନ୍ତି।