Movie prime

ସମାଜସେବା ରେ ମନ ଦେଲେଣି ଅର୍ଚ୍ଚନା, ଗରିବ ଙ୍କୁ ଦେଲେ ଅନ୍ନ ଆଉ ବସ୍ତ୍ର ଦାନ ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚନା ନାଗ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଓଡ଼ିଶା ବାସୀ ଙ୍କ ଘରେ ଘରେ ବେଶ ଭଲ ଭାବରେ ପରିଚିତ ଅଟନ୍ତି।
Special report
କାରଣ ଦିନ ଥିଲା କେବଳ ତାଙ୍କ ସମ୍ପର୍କରେ ହିଁ ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା। ତାଙ୍କୁ ରାଣୀ ମହୁମାଛି ବୋଲି କୁହା ଯାଉଥିଲା ଦୀର୍ଘ ଦିନ ଧରି ସେ ଜେଲ ରେ ରହୁଥିବା ବେଳେ ଏବେ ସେ ଜେଲ ରୁ ବାହାରି ସାରିଛନ୍ତି। ଆଉ ତାଙ୍କୁ ବେଲ୍ ମିଳି ସାରିଛି।
ମାତ୍ର ଏବେ ତାଙ୍କର କେଶ ମଧ୍ୟ କୋର୍ଟ ରେ ଚାଲିଛି। ଜେଲ ରୁ ବାହାରିବା ପରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ। ସେ ଲ ପରୀକ୍ଷା ଦେବାକୁ ଯାଇଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା।
ହେଲେ ଏବେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ଅର୍ଚ୍ଚନା ନାଗ ଙ୍କୁ ଦାନ ଧର୍ମ କରିବାକୁ ଦେଖିବାକୁ ମିଳିଛି।
Special report
ଅର୍ଚ୍ଚନା ନାଗ ଗରୀବ ଓ ଦୁଃଖୀ ଲୋକ ମାନଙ୍କୁ ଖାଦ୍ୟ ଖାଇବାକୁ ଦେଇଛନ୍ତି ଏବଂ ତାଙ୍କୁ ବସ୍ତ୍ର ମଧ୍ୟ ଦାନ କରୁଛନ୍ତି। ଗରୀବ ଦୁଃଖୀ ମାନଙ୍କ ସେବାରେ ସେ ନିଜକୁ ଲିପ୍ତ କରି ଦେଇଛନ୍ତି। ଆଜ୍ଞା ହଁ ସେ ଗରୀବ ଦୁଃଖୀ ରଙ୍କି ଙ୍କୁ ଅନ୍ନ ବସ୍ତ୍ର ଦାନ କରୁଛନ୍ତି।
ଏହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଦିନ ଥିଲା ତାଙ୍କ ନାମରେ ଅନେକ ଲୋକ ମାନେ ଅନେକ କଥା କହିଥିଲେ। ମାତ୍ର ସେ ଏବେ ସ୍ପଷ୍ଟ କରି ଦେଇଛନ୍ତି କି ତାଙ୍କର ଏକ କୋମଳ ହୃଦୟ ଅଛି।
ଏବେ ସୋସିଆଲ ମିଡ଼ିଆରେ ତାଙ୍କର ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ୍ ସୁଦ୍ଧା ଅନେକ ଲୋକମାନେ ମଧ୍ୟ ଦେଖି ସାରିଲେଣି।
ଏହାକୁ ଦେଖିବା ପରେ ଏଥିପ୍ରତି ବିଭିନ୍ନ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହାକୁ ଦେଖି ସାରିବା ପରେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।