Movie prime

ତେଲଗୁ ସୁନ୍ଦରୀ ସାମନ୍ଥାଙ୍କୁ ମିଳିଲା ବହୁତ୍ ବଡ ଧୋକା ଦେଖନ୍ତୁ କିଏ ଦେଲା ଏମିତି ଧୋକା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆସି ଯାଇଛି ଏକ ବଡ଼ ଖବର। ଏବେ ଠକାମୀ ରେ ପଡ଼ି ଯାଇଛନ୍ତି ଅଭିନେତ୍ରୀ ସାମନ୍ଥା। ଅଭିନେତ୍ରୀ ଙ୍କୁ ଧୋକା ଦେଇଛନ୍ତି ମ୍ୟାନେଜର। ତାଙ୍କ ମ୍ୟାନେଜର ଲଗାଇ ଛନ୍ତି ଏକ କୋଟି ଟଙ୍କାର ଚୂନ।
Special report
ନିଜର ସିନେମା ଅପେକ୍ଷା ସାମନ୍ଥା ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି। ସାଉଥ୍ ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସାମନ୍ଥା। ସେ ଅନେକ ହିଟ୍ ଫିଲ୍ମ୍ ରେ ଅଭିନୟ ମଧ୍ୟ କରିଛନ୍ତି।
ତାଙ୍କର ସମର୍ଥକ ମାନେ ସାରା ବିଶ୍ବ ରେ ଅଛନ୍ତି। ସେମାନେ ତାଙ୍କ ବିଷୟରେ ମଧ୍ୟ ସବୁ କିଛି ଜାଣିବା ପାଇଁ ବେଶ ଆଗ୍ରହୀ ଅଟନ୍ତି। ନିକଟରେ ଅଭିନେତ୍ରୀ ଙ୍କ ମ୍ୟାନେଜର କହିଥିଲେ କି ସେ ଏକ ବର୍ଷର ବିରତି ନେଇ ଯିବେ।
Special report
ଆଉ ଅଭିନେତ୍ରୀ ନିଜର ଛୁଟି ଦିନ ମାନଙ୍କରେ ଅନେକ ଫଟୋ ମଧ୍ଯ ସେୟାର କରି ଥାଆନ୍ତି। ଏହି ସମୟ ମଧ୍ୟରେ ସାମନ୍ଥା ଙ୍କ ସହ ଏକ ବଡ଼ ଧୋକା ହୋଇଥିବା ଖବର ମଧ୍ୟ ଆସି ପହଞ୍ଚିଛି।
ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ସାମନ୍ଥା ଙ୍କୁ ତାଙ୍କର ମ୍ୟାନେଜର ବିଶ୍ବାସ ଘାତକତା କରିଛନ୍ତି। ଆଉ ଏଥିପାଇଁ ଏବେ ଏହି ଅଭିନେତ୍ରୀ ଜଣକ ମଧ୍ଯ ଖୁବ୍ ଚିନ୍ତା ରେ ଅଛନ୍ତି। ନିକଟରେ ସାମନ୍ଥା ତାଙ୍କର ଫିଲ୍ମ୍ ର ପ୍ରମୋସନ ପାଇଁ ହାଇଦ୍ରାବାଦ ଯାଇଥିଲେ।
Special report
ଯେଉଁଥିରେ ସେ ଏକ ବଡ଼ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଏଭଳି ଝଟକା ଆଉ କାହା ଠାରୁ ନୁହେଁ ବରଂ ଏହା ତାଙ୍କର ମ୍ୟାନେଜର ଙ୍କ ଠାରୁ ମିଳିଛି।
ଅଭିନେତ୍ରୀ ଙ୍କ ମ୍ୟାନେଜର ଯୋଗୁଁ ସେ ଏବେ ଏକ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହା ପୂର୍ବରୁ ଯେତେବେଳେ ଅଭିନେତ୍ରୀ ତାଙ୍କର ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ସେତେବେଳେ ତାଙ୍କର ମ୍ୟାନେଜର କିଛି ଟଙ୍କା କୁ ଗଡବଡ କରିଥିଲେ।
ଆଉ ସେଥିପାଇଁ ମଧ୍ୟ ଉଭୟ ଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଆଉ ଏବେ ସାମନ୍ଥା ତାଙ୍କ ପାଇଁ ଏକ ନୁଆ ମ୍ୟାନେଜର ଖୋଜିବାରେ ଲାଗି ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.