Movie prime

ସାମାନ୍ୟ ଗେଣ୍ଡୁ ଗଛ ପାଇଁ ମୋ ବଢିଲା ଝିଅ କୁ ମାରିଦେଇ ଗଛ ରେ ଟାଙ୍ଗୀ ଦେଲେ, ମତେ ଆଜ୍ଞା ନ୍ୟାୟ ନିହାତି ଦରକାର୍!!

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ମାନବିକତା ଧୀରେ ଧୀରେ କମିବାକୁ ଲାଗୁଛି।ସାମାନ୍ୟ ଘଟଣା ରୁ ଏକ ବଡ ଘଟଣା ସୃଷ୍ଟି ହେଉଚି।ଗୋଟିଏ ଗେଣ୍ଡୁ ଫୁଲ ଗଛ କୁ ନେଇ ଆଜି ମା କୋଳ ଶୁନ ହୋଇ ଯାଇଛି।
Special report
ଗୋଟେ ମା ପାଇଁ ତା ପିଲା ହିଁ ସବୁ କିଛି ହୋଇ ଥାଏ।ହେଲେ ସେ ଯେବେ ତାକୁ ଛାଡି ଚାଲି ଯାଏ ତେବେ ସେ ମା କୁ କିପରି ଲାଗୁ ଥିବ ଆପଣ ମାନେ ଥରେ ଭାବନ୍ତୁ।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସୂଚନା ମୟୂରଭଞ୍ଜ ଜିଲ୍ଲାରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଗୋଟିଏ ୧୨ ବର୍ଷ ର ଝିଅ ନିଜ ପଡୋଶୀ ଙ୍କ ବାଡ଼ି ରୁ ଗେଣ୍ଡୁ ଫୁଲ ଗଛ କୁ ଚୋରି କରିଥିଲା।ସେ ପଡୋଶୀ ଙ୍କ ସହିତ ତାଙ୍କର ଆଗରୁ ଝଗଡ଼ା ଲାଗି ରହିଥିଲା।
ସେଦିନ ଝିଅ ଟି ର ମା କିଛି କାମ ଯୋଗାଡ କରିବା ପାଇଁ ଭୁବନେଶ୍ବର ଯାଇ ଥିଲେ।ପଡୋଶୀ ଜଣକ ଫୋନ୍ କରି ଜଣାଇ ଥିଲେ କି ତମ ଝିଅ ଆମ ବଗିଚା ରୁ ଫୁଲ ଚୋରି କରିଛି।ଓ ଏହା ପରେ ତା ର ମା କହିଥିଲେ କି ମୁ ଘର କୁ ଯାଏ ବୁଝିବି।
Special report
ହେଲେ ଘରେ ପହଞ୍ଚିବା ପରେ ଝିଅ ଆଉ ନ ଥିଲା।ସବୁ ଦିନ ପାଇଁ ସେ ସମସ୍ତଙ୍କୁ ଏକା କରି ଏ ଦୁନିଆ ଛାଡି ଚାଲି ଯାଇଥିଲା।ତା ର ମା ଘରେ ପହଞ୍ଚି ଦେଖିଲା ଝିଅ ଟି ଦଉଡି ଲଗାଇ ଆ-ତ୍ମ-ହ-ତ୍ୟା କରି ଦେଇଛି।
ହେଲେ ତାର ଶରୀର ରେ ଅନେକ ପ୍ରକାର ଦାଗ ରହିଥିଲା।ସେ ସାଙ୍ଗେ ସାଙ୍ଗେ ଏ ବିଷୟ ରେ ପୋଲିସ କୁ ଖବର ଦେଇଥିଲା।ନିଜ ଝିଅ ର ମୃତ୍ୟୁ ପାଇଁ ସେ ପଡୋଶୀ ଙ୍କୁ ଦୋଷ ଦେଇଛନ୍ତି।ତାଙ୍କ କହିବା ମୁତାବକ ତାଙ୍କ ଝିଅ ଆ-ତ୍ମ-ହ-ତ୍ୟା କରି ନାହିଁ।
ତାକୁ ମାରି ଦିଆ ଯାଇଛି।ତା ଶରୀର ରେ କ୍ଷତ ସ୍ଥାନ ରହିଛି।ଆ-ତ୍ମ-ହ-ତ୍ୟା କଲେ ବେକ ପାଖରେ କ୍ଷତ ଚିହ୍ନ ରହିବ।ଶରୀର ରେ କ୍ଷତ କେଉଁ ଠାରୁ ଆସିବ ବୋଲି ସେ କହିଛି। ପୋଲିସ ଏହି ଘଟଣା ର ତଦନ୍ତ ଜାରି ରଖିଛି।ଝିଅ ଟି କିଭଳି ମୃ-ତ୍ୟୁ ବରଣ କରିଛି ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.