Movie prime

ସାମାନ୍ୟ କେଇଟା ପଇସା ପାଇଁ ନିଜ ସ୍ତ୍ରୀ କୁ ଭଡ଼ା ରେ ଲଗେଇଲା ସ୍ଵାମୀ, ପରେ ସ୍ତ୍ରୀ ବି କହିଲା ମୁଁ ଖୁସି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟଙ୍କା ପାଇଁ ନିଜ ସ୍ତ୍ରୀ କୁ ବିକିଦେଲା ସ୍ୱାମୀ। ଟଙ୍କା ପାଇଁ ନିଜର ୨୫ ବର୍ଷୀୟା ସ୍ତ୍ରୀ କୁ ବିକି ଦେଇଥିଲା ସ୍ୱାମୀ। ଆଉ ଶେଷରେ ସ୍ଵାମୀ କଥାରେ ପଡ଼ି ସ୍ତ୍ରୀ ମଧ୍ୟ ରାତି ହେଲା ମାତ୍ରେ ହିଁ ପର ପୁରୁଷ ପାଖକୁ ଯାଉଥିଲା।
Special report
ଆଉ ସେ ଯାହା ଟଙ୍କା ରୋଜଗାର କରୁଥିଲା ତାହାକୁ ଆଣି ସେ ତାର ସ୍ୱାମୀ କୁ ଦେଇ ଦେଉଥିଲା। ଏହି ଯୁବତୀ ଜଣକ ନାମ ହେଉଛି ଇରାନୀ ପାତ୍ର। ସେ ହେଉଛନ୍ତି ଏକ ଫିଲ୍ମ୍ ଅଭିନେତ୍ରୀ।
ଏହା ସହ ସେ ଜଣକର ସ୍ତ୍ରୀ ମଧ୍ଯ। ପ୍ରଥମେ ପ୍ରଥମେ ସେ ଓଡିଆ ସିନେମା ଜଗତରେ ଅଭିନେତ୍ରୀ ଭାବରେ ହିଁ କାମ କରୁଥିଲେ। ହେଲେ ସେ ନିଜ ଅଭିନୟ ରେ ହୋଇ ପାରି ନଥିଲେ କି ତାଙ୍କୁ ଅଭିନୟ ଦ୍ବାରା ପ୍ରଚୁର ପରିମାଣ ରେ ଅର୍ଥ ମଧ୍ଯ ମିଳିପାରି ନଥିଲା।
ଆଉ ଶେଷରେ ଯୁବତୀ ଙ୍କ ସ୍ୱାମୀ ତାଙ୍କୁ ଦେହ ବ୍ୟାପାର କରୁଣା ପାଇଁ ପରାମର୍ଶ ଦେଇଥିଲେ। କହିଥିଲେ କି ରାତି ହେବା ମାତ୍ରେ ସେ ପର ପୁରୁଷ ଙ୍କ ପାଖକୁ ଯିବେ।
Special report
ଆଉ ସେମାନଙ୍କ ସହ ସେ ଅନୈତିକ ସଂପର୍କ ମଧ୍ୟ ରଖିବେ। ଆଉ ସେଠାରେ ସେ ସାରା ରାତି ଯେତେ ଟଙ୍କା ରୋଜଗାର କରିବେ ସେ ସବୁ ଟଙ୍କା କୁ ଆଣି ସେ ତାଙ୍କର ସ୍ଵାମୀ ଙ୍କୁ ଦେବେ ବୋଲି ତାଙ୍କ ସ୍ଵାମୀ ତାଙ୍କୁ ଏହା ପରାମର୍ଶ ଦେଇଥିଲେ।
ଏହାପରେ ଇରାନୀ ସେଭଳି ହିଁ କରିଥିଲେ। ସେ ତାଙ୍କର ସୋନ୍ଦର୍ଯ୍ୟ ର ଜାଲରେ ବଡ଼ ବଡ଼ ଡ଼ାକ୍ତର ଓ ଇଞ୍ଜିନିୟର ମାନଙ୍କୁ ଫସାଇ ଦେଉଥିଲେ। ଆଉ ତାଙ୍କ ସହ ରାତି ମଧ୍ୟ ବିତାଉ ଥିଲେ।
ଏହାପରେ ରାତି ବିତେଇବା ପରେ ତାଙ୍କୁ ଯେତେ ଟଙ୍କା ମିଳୁ ଥିଲା ସେ ସବୁ ଆଣି ସେ ତାଙ୍କର ସ୍ୱାମୀ ଙ୍କୁ ଦେଇ ଦେଉଥିଲେ। ଏଭଳି କି ଟଙ୍କା ପାଇଁ ସେ ଅନେକ ଲୋକଙ୍କୁ ବ୍ଲାକ ମେଲ ମଧ୍ଯ କରିଛନ୍ତି।
ଆଉ ଏଭଳି କରି ତାଙ୍କ ପାଖରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ସେଥିପାଇଁ ଏହି ଧନ୍ଦା କରି ସେ ଖୁବ୍ କମ୍ ଦିନ ମଧ୍ୟରେ ହିଁ ବଡ଼ ଲୋକ ହୋଇ ଯାଇଥିଲେ। ଏବେ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.