Movie prime

ସାମାନ୍ୟ ଫିଲ୍ମ ରେ ରୋଲ୍ ପାଇଁ କରନ ସହ ରାତି ରେ ହୋଟେଲ ରେ ରହିଗଲେ କରିନା, ସେଫ କହିଲେ ତୁ ମୋ ଘରୁ ବାହାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କରୀନା କପୁରଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ।ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।
Special report
ସମସ୍ତେ ତାଙ୍କ ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ ମଧ୍ୟ କରନ୍ତି। ତାଙ୍କର ଫିଲ୍ମ୍ ଗୁଡିକ ସମ୍ପର୍କରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି କରୀନା କପୁର ସୈଫ୍ ଅଲ୍ଲୀ ଖାନ ଙ୍କୁ ବିବାହ କରିଛନ୍ତି।
ଆଉ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି। ନିକଟରେ କରୀନା କପୁର ଜଣେ ବ୍ୟକ୍ତିଙ୍କ ସହ ରାତି କଟାଉଥିବାର ନଜର ଆସିଛନ୍ତି।ଯାହା ଦେଖିବା ପରେ ସମସ୍ତେ ତାଙ୍କ ସମ୍ପର୍କରେ ବହୁତ କଥା କହିଛନ୍ତି।
Special report
ଲୋକ ମାନେ କହିଛନ୍ତି କି କରୀନା ଙ୍କ ଦୁଇ ଜଣ ପିଲା ଥିବା ସତ୍ତ୍ବେ ମଧ୍ୟ ସେ ଏଭଳି ଭାବରେ ଅଲଗା ପୁରୁଷ ମାନଙ୍କ ସହ ସମୟ ବିତାଉଛନ୍ତି। ଏହା ନିଶ୍ଚିତ ଭାବରେ ମଧ୍ୟ ଖୁବ୍ ନିନ୍ଦନୀୟ ଅଟେ। ଏବେ ଲୋକ ମାନେ ତାଙ୍କୁ ଏଥିପାଇଁ ଖୁବ ଟ୍ରୋଲ୍ ମଧ୍ୟ କରୁଛନ୍ତି।
ନିକଟରେ କରୀନା କପୁର ଙ୍କ ସୋସିଆଲ ମିଡ଼ିଆ ରେ ଯେଉଁ ଫଟୋ ଭାଇରାଲ୍ ହେବାରେ ଲାଗିଛି ।ସେହି ଫଟୋ ରେ କରୀନା କପୁର ଅନ୍ୟ କାହା ସହ ନୁହେଁ ବରଂ କରନ ଯୋହର ଙ୍କ ସହ ନଜର ଆସିଛନ୍ତି।
Special report
ମଲାଇକା ଆରୋରା ମଧ୍ୟ କରୀନା କପୁର ଙ୍କ ସହ ଅଛନ୍ତି। ତାଙ୍କ ସହ ମଧ୍ଯ କରୀନା କପୁର ପାର୍ଟି କରୁ ଥିବାର ନଜର ଆସିଛନ୍ତି। ଏହି ତିନି ଜଣ ମଧ୍ୟ ହେଉଛନ୍ତି ପ୍ରକୃତରେ ବହୁତ ଭଲ ବନ୍ଧୁ। ଆଉ ଏବେ ଏହି ମାନେ ଏକାଠି ସମୟ ବିତାଉ ଥିବାର ନଜର ଆସିଛନ୍ତି।
ଏହି ତିନି ଜଣ ରାତିରେ ପାର୍ଟି କରି ଖୁବ୍ ମଜା ମସ୍ତି କରି ଥିବାର ନଜର ଆସିଛନ୍ତି। ଆଉ ଏବେ ଏହି ଫଟୋ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
Special report
ଏହି ଫଟୋ ଗୁଡ଼ିକୁ ଦେଖିବା ପରେ ଲୋକମାନେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଫଟୋ କୁ ଦେଖି ସାରିବା ପରେ ଏହି ଫଟୋ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.