Movie prime

ପିଣ୍ଟୁ ନନ୍ଦ ଙ୍କ ଅକାଳ ବିୟୋଗରେ ମୁଁହ ଖୋଲିଲେ ଶେଷରେ ଏମିତି କହିଦେଲେ ଦେଖନ୍ତୁ Exclusive Visual

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ସେ ଏହି ଦୁନିଆରେ ନାହାନ୍ତି। ତାଙ୍କର ପରଲୋକ ହୋଇସାରିଛି। ଓଲିଓଡ଼ ଜଗତର ଜଣେ ସୁନାମଧନ୍ୟ କଳାକାରଙ୍କ ମୃ-ତ୍ୟରେ ସାରା ଓଡିଶା ଭାଙ୍ଗି ପଡିଛି।
ଓଡ଼ିଆ ଇଣ୍ଡଷ୍ଟ୍ରିରେ ପିଣ୍ଟୁ ନନ୍ଦ ଜଣେ ସୁନାମ ଧନ୍ୟ ଅଭିନେତା ଥିଲେ ସେ ତାଙ୍କର ସୁନ୍ଦର ଅଭିନୟ ସାଙ୍ଗକୁ କମେଡି ମାଧ୍ୟମରେ ମଧ୍ୟ ଦର୍ଶକମାନଙ୍କ ମନକୁ ବେଶ ଛୁଇଁ ପାରିଥିଲେ। 
ପିଣ୍ଟୁ ନଣ୍ଡାଙ୍କୁ ସବୁ ପ୍ରକାର ଚରିତ୍ରରେ ଅଭିନୟ ତାଙ୍କୁ ବହୁତ ଭଲ ଲାଗିଥାଏ। ଏଇ କିଛି ଦିନ ହେବ ତାଙ୍କର ଦେହ ଅସୁସ୍ଥ ଥିବାର ଆପଣ ଜାଣିଥିଲେ ନିଶ୍ଚିତ। ପ୍ରଥମେ ତାଙ୍କର ଦେହ ଅସୁସ୍ଥ କାରଣରୁ ସେ ଭୁବନେଶ୍ୱରରେ ଚିକିତ୍ସା ପାଉଥିଲେ ପରେ
ତାଙ୍କୁ ଅଧିକ ଭଲ ଚିକିତ୍ସା ଓ ଲିଭର ଟ୍ରାନ୍ସପୋର୍ଟ ପାଇଁ ତାଙ୍କୁ ଦିଲ୍ଲୀ ହସ୍ପିଟାଲକୁ ନିଅଯାଇଥିଲା। ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପୋର୍ଟ ନହୋଇ ପାରିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପଠାଯାଇଥିଲା। 
Special report
ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର କାରଣରୁ ତାଙ୍କର ଆଜି ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ପ-ର-ଲୋ-କ ହୋଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଗଣମାଧ୍ୟମ ଆଗରେ ପିଣ୍ଟୁ ନନ୍ଦଙ୍କର ଜଣେ ବନ୍ଧୁ କହିଛନ୍ତି, ପିଣ୍ଟୁ ନନ୍ଦଙ୍କୁ ସମସ୍ତେ ଭରସା କରିଥିଲେ ସେ ତା ଜାଗା ପୂରଣ କରିବେ, ହେଲେ ସିଏ ବି ଛାଡି ଚାଲିଗଲା।
ପିଣ୍ଟୁ ନନ୍ଦ ଭଳି ଜଣେ ମହାନ କଳାକାର ମିଳିବା ବହୁତ୍ କଷ୍ଟ। ଏବଂ ପିଣ୍ଟୁ ନନ୍ଦଙ୍କ ବନ୍ଧୁ କହିଛନ୍ତି ତାଙ୍କ ଓଡିଆ ଇଣ୍ଡଷ୍ଟ୍ରିରେ ଏମିତି ମରୁଡି ପଡ଼ିଯାଇଛି ଯେ ଭଲ ଭଲ କଳାକାର ମଧ୍ୟ ଆଉ ନାହାଁନ୍ତି। 
ପିଣ୍ଟୁ ନନ୍ଦ ଯେଉଁ ଘରଟି ନେଇଥିଲେ ତାହା ତାଙ୍କ ବନ୍ଧୁଙ୍କ ଜାଗାରେ କରାଯାଇଥିଲା। ଏବଂ ପିଣ୍ଟୁଙ୍କ ବନ୍ଧୁ କହିଛନ୍ତି ଯେଉଁଦିନ ପିଣ୍ଟୁ ଦିଲ୍ଲୀ ଯାଇଥିଲେ ସେହି ଦିନ ପିଣ୍ଟୁ ତାଙ୍କ ସହିତ ଭଲରେ କଥାବାର୍ତ୍ତା ହେଇଥିଲେ।
ସେ ଭାବୁଥିଲେ ପିଣ୍ଟୁ ନନ୍ଦ ନିଶ୍ଚିନ୍ତ ଭାବରେ ତାଙ୍କ ଗହଣକୁ ଫେରି ଆସିବେ। କିନ୍ତୁ ଭଗବନ୍ ତାହା ଚାହିଁଲେ ନାହିଁ। ଶେଷରେ ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି।