Movie prime

ସମସ୍ତଙ୍କ ସାମ୍ନାରେ ପୁରୁଣା ପ୍ରେମିକଙ୍କୁ ଅଣଦେଖା କଲେ ବେବୋ ଦେଖନ୍ତୁ ଏହି ଦୃଶ୍ୟ ଦର୍ଶକ ମାନେ କହିଲେ କଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚିତ୍ର ମହୋଉତ୍ସବ ପୁରସ୍କାର ଆୟୋଜନ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ତାରକାଙ୍କ ଭିଡ ଜମିଥିଲା। କରିନା କପୁରଙ୍କ ଠାରୁ ଆରମ୍ଭ କରି ସାରୁଖାନ୍, ବବିଦେବଲ୍ ଭଳି ଅନେକ ତାରକା ରେଡ କାର୍ପେଟରେ ନଜର ଆସିଥିଲେ।
Special report
ଏଥିରେ ଅନେକ ତାରକା ମଧ୍ୟ ଅଂଶଗ୍ରହଣ କରିଥିଲେ। ତେବେ ଏହି ସମୟରେ ବଲିଉଡର ପୁରୁଣା ଯୋଡ଼ି କରୀନା କପୁର ଓ ସାହିଦ୍ କପୁରଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କରୀନା ସାହିଦଙ୍କୁ ଅଣ ଦେଖାକରୁଥିବାର ଦେଖିବାକୁ ମିଳିଛି। 
ଦାଦା ସାହେବ ଫାଲକେ ଉତ୍ସବରେ ରେଡ କାର୍ପେଟରେ ପାପ୍ରାଜିବଙ୍କୁ ସାହିଦ ପୋଜ ଦେଉଥିଲେ ଏହି ସମୟରେ କରିନା କପୁର ସେଠାରେ ଅତିକ୍ରମ କରିଥିଲେ। କିନ୍ତୁ ଦୁହେଁ ସାମ୍ନା ସାମ୍ନି ହେଲା ପରେ ମଧ୍ୟ କଥା ହେଇନଥିଲେ।
Special report
ସାହିଦ କରିନାଙ୍କୁ ଦେଖି ହସୁଥିବା ବେଳେ କରିନା ତାଙ୍କୁ ଅଣଦେଖା କରି ମୁହଁ ବୁଲାଇ ଚାଲିଯାଇଥିଲେ। ସାହିଦ କରିନାଙ୍କ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିବାକୁ ଗଲେ କରିନା କପୁର ସାହିଦ କପୁରଙ୍କ ପ୍ରେମ କାହାଣୀ ବଲିଉଡ ସର୍କଲରେ ବହୁତ ଲୋକପ୍ରିୟ ରହିଥିଲା। 
୨୦୦୪ ମସିହାରେ ଫିଦା ଫିଲ୍ମ ସେଟରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ସେବେ ଠାରୁ ଦୁହେଁ ପରସ୍ପରକୁ ଭଲ ପାଇ ଆସୁଥିଲେ। ହେଲେ କୁହାଯାଏ ସାହିଦଙ୍କ ପ୍ରେମ କରିନାଙ୍କୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା।
ଏଭଳି ପରିସ୍ଥିତିରେ ଦୁହେଁ ୨୦୦୭ ମସିହା ପର୍ଯ୍ୟନ୍ତ ଡେଟ କରିଥିଲେ। କିନ୍ତୁ "ଫିଲ୍ମ ଜବ ଉଇ ମେଟ" ଫିଲ୍ମ ସମୟରେ ଉଭୟ ଅଲଗା ହୋଇଯାଇଥିଲେ। ସେମାନଙ୍କର ଅଲଗା ହେବାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡି ନାହିଁ। ଏମିତି କି ଉଭୟ ସାମ୍ନା ସାମ୍ନି ଦେଖା ହେଲେ ମଧ୍ୟ ପରସ୍ପର ସହ କଥା ମଧ୍ୟ ହେଉନାହାନ୍ତି।